ମହାରାଷ୍ଟ୍ର ଜାକୀର ହୁସେନ୍ ହସ୍ପିଟାଲରେ ଅକ୍ସିଜେନ୍ ଟାଙ୍କି ଲିକ୍ : ୨୨ ମୃତ
ମହାରାଷ୍ଟ୍ର ୨୧ ।୪ (ଓଡିଶା ଭାସ୍କର) : ଅକ୍ସିଜେନ୍ ଅଭାବରୁ ୨୨ ଜଣ ମୃତ । ଦେଶରେ ଅକ୍ସିଜେନ୍ ଅଭାବର ସମସ୍ୟା ଦେଖା ଯାଉଛି । ଲୋକମାନେ ନିଜର ପରିଜନଙ୍କୁ ବଞ୍ଚାଇବା ଲାଗି ଅକ୍ସିଜେନ ପାଇଁ ଏଣେ ତେଣେ ଦୌଡୁଥିବାରୁ…