fbpx

ରାଜ୍ୟରେ ୪ ମୃତ, ୩୫୮ ଆକ୍ରାନ୍ତ

ଭୁବନେଶ୍ୱର, ୧୮ା୧୨ (ଓଡିଶା ଭାସ୍କର): ରାଜ୍ୟରେ ଦିନକ ମଧ୍ୟରେ କରୋନାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫୮ ଜଣ ଆକ୍ରାନ୍ତ ହୋଇଛନ୍ତି । ମୃତକଙ୍କ ମଧ୍ୟରରେ ଭୁବନେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରୁ ଜଣେ…

ସୀମାରେ ଆନ୍ଧ୍ରର ଦାଦାଗିରି ଜାରି

କୋରାପୁଟ, ୧୮ା୧୨ (ଓଡିଶା ଭାସ୍କର): କିଛିଦିନ ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ରକୁ ନେଇ ଉପୁଜିଥିବା ବିବାଦକୁ ଦୁଇପକ୍ଷର ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ବୈଠକରେ ସମାଧାନ କରାଯାଇଥିଲା । ତେବେ ଏବେ ଆଉ ଏକ ବିବାଦ ସାମନାକୁ…

ଦିନକରେ ୨୨,୮୮୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୮ ମୃତ

ନୂଆଦିଲ୍ଲୀ, ୧୮।୧୨: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ୧ଲକ୍ଷ ୪୪ ହଜାର ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୩୩୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।…

ରାଶିଫଳ (ଶୁକ୍ରବାର, ୧୮ ଡିସେମ୍ବର ୨୦୨୦)

ମେଷ -ଆଜି ଦିନଟି ସେନ୍ତାଷଜନକ ଆଜିର କାର୍ଯ୍ୟାବଳୀ ମନେର ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପେଭାଗ କରେିବ । କୌଣସି ଦ୍ୱିଧୋବାଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପେଭାଗ କରନ୍ତୁ ।…

ଆସନ୍ତାକାଲିଠୁ ଖୋଲିବ ଜନଜାତି ସଂଗ୍ରହାଳୟ

ଭୁବନେଶ୍ୱର,୧୭।୧୨(ଓଡିଶା ଭାସ୍କର): ଆସନ୍ତାକାଲିଠୁ ଖୋଲିବାକୁ ଯାଉଛି ଭୁବନେଶ୍ବରର ରାଜ୍ୟ ଜନଜାତି ସଂଗ୍ରହାଳୟ । ସୋମବାରରୁ ଶୁକ୍ରବାର ଯାଏ ଦିନ ୧୦ରୁ ଅପରାହ୍‌ଣ ୫ଟା ୩୦ ଯାଏ ଖୋଲିବ । ଏକ ସମୟରେ ୧୦ରୁ ଅଧିକ ଲୋକଙ୍କୁ…