ରାତିରେ ହସ୍ପିଟାଲରୁ ସରିଗଲା ଅକ୍ସିଜେନ୍: ସବଇନ୍ସପେକ୍ଟର ବଞ୍ଚାଇଲେ ୧୫ ରୋଗୀଙ୍କ ଜୀବନ
ନାଗପୁର, ୨୧ା୪: ଦେଶରେ ବର୍ତ୍ତମାନର କରୋନା ସମୟରେ ଅଧିକାଂଶ ରୋଗୀଙ୍କର ଜୀବନ ଅକ୍ସିଜେନ ଅଭାବରୁ ହେଉଥିବା ଦେଖାଯାଉଛି । ନାଗପୁରର ତିରପୁଡେ ହସ୍ପିଟାଲରେ ଜଣେ ସବଇନ୍ସପେକ୍ଟର ୧୫ ଜଣ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି ।…