ଆଖି ମାରିବା କିମ୍ବା ଫ୍ଲାଇଙ୍ଗ କିସ୍ ଦେବା ଯୌନ ଉତ୍ପୀଡନ ସହ ସମାନ: POCSO କୋର୍ଟ
ନୁଆଦିଲ୍ଲୀ, ୧୧ା୪(ଓଡିଶା ଭାସ୍କର) : କୌଣସି ଝିଅକୁ ଆଖି ମାରିବା କିମ୍ବା ଫ୍ଲାଇଙ୍ଗ କିସ୍ ଦେବା ହେଉଛି ଯୌନ ଉତ୍ପୀଡନ ସହ ସମାନ । ତେବେ ଏହି ଘଟଣା ପାଇଁ POCSO କୋର୍ଟ ଜଣେ ୨୦ ବର୍ଷର ଯୁବକକୁ ୧ ବର୍ଷ ପାଇଁ ଜେଲ୍…