ସଚିନ୍ ତେନ୍ଦୁଲକରଙ୍କୁ ମେଡିକାଲରେ ଭର୍ତ୍ତି

ମୁମ୍ବାଇ, ୨ ।୪: କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିକଟରେ କରୋନା ସଂକ୍ରମିତ ହୋଇଥିବା ସଚିନ ନିଜେ ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶରେ…

ପିପିଲି ପ୍ରଚାର ରାଲିରେ ବିଜେଡି-ବିଜେପି ମୁହାଁମୁହିଁ

ପିପିଲି,୨ ।୪(ଓଡିଶା ଭାସ୍କର): ପିପିଲି ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି । ନାମାଙ୍କନ ସରିବା ପରେ ପ୍ରଚାର ଉପରେ ଗୁରୁତ୍ୱ ଦେଉଛନ୍ତି ନେତା ଓ ମନ୍ତ୍ରୀ । ଏହାରି ମଧ୍ୟରେ ଆଜି ପ୍ରଚାର ରାଲିରେ ବିଜେପି-ବିଜେଡି…

ଏସସିବିରୁ ୬ ଦଲାଲ ଗିରଫ

କଟକ, ୨ା୪ (ଓଡିଶା ଭାସ୍କର): କଟକ ବଡ଼ଡାକ୍ତରଖାନାରୁ ୬ ଦଲାଲ ଗିରଫ ହୋଇଛନ୍ତି । ତେବେ ଦଲାଙ୍କ ମଧ୍ୟରେ ୨ ଜଣ ମେଡିକାଲ କର୍ମଚାରୀ ଓ ୪ ଜଣ ଆମ୍ବୁଲାନ୍ସ ଡ୍ରାଇଭର ରହିଥିବା ଜଣାପଡ଼ିଛି । ଏହି ଦଲାଲମାନେ ଏସସିବି…

ଓଡିଶାକୁ ପୁଣି ଫେରିବ କି ଲକଡାଉନ୍! ରାଜ୍ୟରେ ଆଜି ୪୬୧ ପଜିଟିଭ ଚିହ୍ନଟ , ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୨।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ପଜିଟିଭଙ୍କ ସଂଖ୍ୟା ୪୦୦ ଟପିଛି । ଆଜି ପୁଣି ୪୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…

ଏଣିକି ଲାଇସେନ୍ସ ପାଇଁ ଲଟେରି: ହଜାରେ ମଦଦୋକାନ ପାଇଁ ୧୯ ହଜାର କଲେ ଆବେଦନ

ଭୁବନେଶ୍ୱର, ୨ା୪ (ଓଡିଶା ଭାସ୍କର): ରାଜ୍ୟ ସରକାର ମଦ ବ୍ୟବସାୟକୁ ବ୍ୟବସ୍ଥିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପୂର୍ବରୁ ୧୫ ବର୍ଷ ଧରି ମଦ ଦୋକାନଗୁଡ଼ିକର ନବୀକରଣ କରାଯାଉଥିଲା । ଫଳରେ ୨୦୦୫ ମସିହା ପରଠାରୁ…

ଗୁଡ୍ ଫ୍ରାଇଡେ ପାଳନ ନେଇ ବିଏମସି ଜାରିକଲା କଟକଣା, ଜାଣନ୍ତୁ କେତେଜଣଙ୍କୁ ମିଳିଲା ଅନୁମତି

ଭୁବନେଶ୍ୱର, ୨ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ତେଣୁ ଆଜି ଗୁଡ୍ ଫ୍ରାଇଡେ ପାଳନ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ କଟକଣା ଜାରି କରାଯାଇଛି । ତେଣୁ…