ସଂସଦରେ ସୁରକ୍ଷା ଭଙ୍ଗ ଘଟଣା: ସମସ୍ତଙ୍କ ମୋବାଇଲ ନେଇ ମୁଖ୍ୟ ଅଭିଯୁକ୍ତ ଫେରାର
ନୂଆଦିଲ୍ଲୀ: ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାକୁ ଗୁରୁତର ସହ ନେଇଛନ୍ତି ଭାରତ ସରକାର। ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଛି । ଯାହାଙ୍କୁ ନେଇ ଅଧିକ ଖୋଳତାଡ଼ କରାଯାଉଛି। ହେଲେ…