କେବେ ଦେଖିଛନ୍ତି କି କୁୱେତର ଏପରି ମନଲୋଭା ଦୃଶ୍ୟ! ଦେଖିଲେ ବି ହେବନି ବିଶ୍ୱାସ
ଓଡ଼ିଶା ଭାସ୍କର: ଦୁନିଆରେ ସବୁଠାରୁ ଗରମ ସ୍ଥାନ ଭିତରେ କୁୱେତ ହେଉଛି ଅନ୍ୟତମ । ତେବେ ଏଠାରେ ଆଜିକାଲି କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି । କୁୱେତ ସହର ଆକାଶରେ ବାଦଲ ଘେରି ହୋଇ ଏକ ଭିନ୍ନ ପ୍ରକାରର ଦୃଶ୍ୟ ତିଆରି…