CHARIDHAM

ଗଞ୍ଜା ଲଢ଼େଇକୁ ନେଇ ଜୁଆ ଖେଳ: ପୋଲିସକୁ ଆକ୍ରମଣ, ୧୬ ଗିରଫ

ମାଲକାନଗିରି, ୧୨ା୧ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାରେ ଜୁଆ ଖେଳ ସମୟରେ ପୋଲିସ ଉପରକୁ ଆକ୍ରମଣ ହୋଇଛି । ଏହି ଅତର୍କିତ ଆକ୍ରମଣ ଫଳରେ ୪ ପୋଲିସ ଆହତ ହୋଇଥିବା ଜଣାପଡ଼ିଛି । ଏନେଇ ୧୬ ଜଣକୁ ଗିରଫ କରାଯାଇଥିବା…

ରାଶିଫଳ (ମଙ୍ଗଳବାର, ୧୨ ଜାନୁଆରୀ ୨୦୨୧)

ମେଷ :-ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ । ବୃଷ :-ଆଜି ସେହିଦିନ…

ପୋଲିସ ପଦୋନ୍ନତି ନିୟମ କୋହଳ , ଜଣାନ୍ତୁ କଣ ରହିଛି ନିୟମ

ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର) : 2021 ପାଇଁ ପୋଲିସ ପଦୋନ୍ନତି ନିୟମ କୁ କୋହଳ କରାଯାଇଛି । ସବଇନ୍ସପେକ୍ଟର ରୁ ଇନ୍ସପେକ୍ଟର ହେବାକୁ ଥିବା ନିୟମ କୋହଳ କରାଯାଇଛି  ।10 ବର୍ଷ ପରିବର୍ତ୍ତେ ଅଭିଜ୍ଞତା ଯୋଗ୍ୟତା 8…

ଆପଣଙ୍କର ସମସ୍ତ ଗୁପ୍ତ ସମ୍ବନ୍ଧ ଜାଣିଥାଏ ଫେସବୁକ୍, ଏପରି ଅନେକ କିଛି..

ଆଧୁନିକ ଯୁଗରେ ଯୁବପିଢିମାନେ ଖେଳପଡିଆ, କଲେଜ ବା ସପିଙ୍ଗ୍ ଅପେକ୍ଷା ଇଣ୍ଟରନେଟରେ ବେଶି ସମୟ ବିତାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଲକ୍ଷାଧିକ ମହିଳାଙ୍କ ବ୍ୟକ୍ତିଗତ ଜୀବନ ବିଷୟର ସମସ୍ତ କଥା…

କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୋନସ୍, ଜାଣନ୍ତୁ କେତେ

ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପାଇଁ ଆସିଛି ବଡ ଖୁସି ଖବର । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବୋନସ୍ ରାଶି ସମେତ ସହାୟତା ରାଶିକୁ ମଞ୍ଜୁରି ମିଳିଛି । ବୋନସ୍ ଓ ଅନ୍ୟାନ୍ୟ…

ଟିକାର ଡୋଜ୍ ପିଛା ୨୦୦ ଟଙ୍କା

ନୂଆଦିଲ୍ଲୀ,୧୧ ।୧: ସାରା ଦେଶରେ ଆସନ୍ତା ୧୬ ତାରିଖରୁ ଟିକାକରଣ ଆରୀମ୍ଭ ହେବାକୁ ଯାଉଛି । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କରୋନା କେନ୍ଦ୍ର ସରକାରଙ୍କ ଟିକା କିଣା ଅର୍ଡରକୁ ଗ୍ରହଣ କରିଛି ସେରମ୍…

ଦାୟିତ୍ୱ ନେଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): ଅବସର ପରେ ଆଜି ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ସେ ଦାୟତ୍ବ ଗ୍ରହଣ କରିଛନ୍ତି ।…

କରୋନା ଟିକା ଭରସାଯୋଗ୍ୟ: ମୋଦୀ

ନୂଆଦିଲ୍ଲୀ,୧୧ ।୧: ଖୁବଶୀଘ୍ର ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଯିବ । ଟିକାକରଣକୁ ନେଇ ସାରା ରାଜ୍ୟରେ ପ୍ରସ୍ତୁତି ଚାଲିଛି । ଟିକାକରଣ ପୂର୍ବରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି ଆଲୋଚନା କରିଛନ୍ତି…