ସକାଳ ଜଳଖିଆରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ: ନହେଲେ ପଡ଼ିପାରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ
ସକାଳେ ଉଠିବା ମାତ୍ରେ ସମସ୍ତେ ଏକ ଭଲ ଆରମ୍ଭ ଚାହାଁନ୍ତି । ତେବେ ଏହି ଆରମ୍ଭ ଅନେକ ଲୋକ ଚା’ ପିଇ କରିବାକୁ ପସନ୍ଦ କରିଥାନ୍ତି । ଏହା ସହିତ ଏକ ନୂତନ ଦିନର ଆରମ୍ଭ ଏପରି ହେବା ଉଚିତ୍ ଯେ ଆପଣ ଦିନସାରା ସତେଜ ଏବଂ…