fbpx

ପ୍ରବାସୀଙ୍କୁ ଧରି ଆଜି ପହଞ୍ଚିବ ଆଉ ୫ଟି ଟ୍ରେନ

ଭୁବନେଶ୍ୱର,୧୫।୫(ଓଡିଶା ଭାସ୍କର):  କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲାକଡାଉନ ରହିଛି। ତେଣୁ ବାହାର ରାଜ୍ୟରେ ବହୁ ଓଡ଼ିଆ ଫସି ରହିଛନ୍ତି। ତାଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବସ ଓ ଟ୍ରେନ…

ଅତି ଭୟଙ୍କର ରୂପ ନେଇପାରେ ଲଘୁଚାପ, ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର,୧୫।୫(ଓଡ଼ିଶା ଭାସ୍କର): ଆଜି ଅବପାତରେ ପରିଣତ ହେବ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆସନ୍ତାକାଲି ସନ୍ଧ୍ୟାରେ  ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ପ୍ରଭାବ…

ରାଶିଫଳ (୧୫ା୫ା୨୦୨୦, ଶୁକ୍ରବାର)

ମେଷ -ଆଜି ଆପଣ ବହୁତ ସନ୍ତୁଷ୍ଟ ଅନୁଭବ କରିବେ ଏବଂ ନିଜ ବନ୍ଧୁମାନଙ୍କ ସହ ବାହାରକୁ ଯିବା ପାଇଁ ଚାହିଁବେ । ଭଲଭାବେ ପ୍ରସ୍ତୁତ ହୋଇ ନିଜ ବନ୍ଧୁମାନଙ୍କ ସହ ବାହାରକୁ ଯାଆନ୍ତୁ ଏବଂ ଖୁବ୍ ମଜ୍ଜା କରନ୍ତୁ । ବୃଷ -ଆଜି…

ଭେଟେରାନ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୪।୫(ଓଡିଶା ଭାସ୍କର): ଭେଟେରାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ  କରିଛନ୍ତି। ମୁଖ୍ୟମନ୍ତ୍ରୀ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କରୋନାରେ ମୃତ୍ୟୁ ହେଲେ ସରପଞ୍ଚଙ୍କୁ ମିଳିବ ଏତିକି ସହାୟତା..

ଭୁବନେଶ୍ୱର,୧୪।୫(ଓଡିଶା ଭାସ୍କର): ଦେଶ ଓ ରାଜ୍ୟ ମିଳିତ ଭାବେ କରୋନା ଭଳି ମହାମରି ସହ ଲଢେ଼ଇ ଜାରି ରଖିଛନ୍ତି। ଏହାରି ମଧ୍ୟରେ ଆଜି କରୋନା  ଯୋଦ୍ଧା ଭାବେ ସାମିଲ ହୋଇଛନ୍ତି ସରପଞ୍ଚ । କରୋନା ଯୋଦ୍ଧା ଭାବେ ଏଣିକି…

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର, ୧୪।୫(ଓଡିଶା ଭାସ୍କର): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ ଘଟିଛି। କ୍ୟାପିଟାଲ ହସ୍ପିଟାଲରେ ୯୯ ବର୍ଷ ବୟସରେ ଭବାନୀ ଚରଣଙ୍କ ଦେହାନ୍ତ ହୋଇଛି। ସେ…

କାହିଁକି ବସ୍ତ୍ରହରଣ ବେଳେ ଦୁଃଶାସନକୁ ପିଟିଥିଲେ ଦ୍ରୌପଦୀ

ଲକ୍-ଡାଉନ୍ ସମୟରେ ଏବେ ପୁରୁଣା ଟିଭି ଶୋ’ ଗୁଡିକ ଆରମ୍ଭ ହୋଇଯାଇଛି । ଡିଡି ଚ୍ୟାନଲରେ ମହାଭାରତ ଓ ରାମାୟଣ ପୁଣି ଥରେ ଲୋକେ ଦେଖୁଥିବା ବେଳେ ଷ୍ଟାରପ୍ଲସରେ ଲୋକପ୍ରିୟ ଶୋ ‘ମହାଭାରତ’ ପୁଣିଥରେ ଆରମ୍ଭ ହୋଇଯାଇଛି ।…

ବହୁତ ଗରିବିରେ କଟିଥିଲା ରଶ୍ମୀ ଦେଶାଇଙ୍କ ପିଲାଦିନ,ଡ୍ୟାନ୍ସ କ୍ଲାସ ପାଇଁ ମା’ଙ୍କ ପାଖେ ନଥିଲା ୩୫୦ ଟଙ୍କା

ଟିଭି ଅଭିନେତ୍ରୀ ଓ ବିଗବସ-୧୩ ରେ ଅଂଶଗ୍ରହଣ କରିଥିବା ରଶ୍ମୀ ଦେଶାଇଁ ଟିଭି ଇଣ୍ଡଷ୍ଟ୍ରିରେ ବହୁତ ସୁନାମ  ରହିଛି । ବିଗବସ-୧୩ ରେ ଅଂଶଗ୍ରହଣ କରିବା ପୂର୍ବରୁ ସେ ବହୁତ ଧାରାବାହିକରେ ମଧ୍ୟ ଅଭିନୟ କରିସାରିଥିଲେ ।…

ଅଧିକରୁ ଅଧିକ ନମୁନା ପରୀକ୍ଷା ଉପରେ ଗୁରୁତ୍ୱ: ବାଗଚୀ

ଭୁବନେଶ୍ୱର, ୧୪ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଅଧିକରୁ ଅଧିକ ନମୁନା ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । କରୋନା ପାଇଁ ରଣନୀତି ଚାଲିଛି ।…

ଗରିବଙ୍କ ପାଇଁ ରେଣ୍ଟାଲ ହାଉସିଂ ସ୍କିମ୍, ଉଠାଦୋକାନୀଙ୍କୁ ୧୦ହଜାର

ନୂଆଦିଲ୍ଲୀ, ୧୪ା୫: ଗରିବଙ୍କ ପାଇଁ ରେଣ୍ଟାଲ ହାଉସିଂ ସ୍କିମ୍ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କମ୍ ଦରରେ ଗରିବଙ୍କ ପାଇଁ ରେଣ୍ଟାଲ ହାଉସିଂ ସୁବିଧା ହୋଇଛି । ପିପିଇ ମୁଡ଼ରେ ଏହି ରେଣ୍ଟାଲ ହାଉସିଂ ସ୍କିମ୍…