fbpx

କଥା କଥାରେ ରାଗୁଥିଲେ ଆପଣାନ୍ତୁ ଏହି ଉପାୟ

ଅଂହକାର ଓ କ୍ରୋଧ ହେଉଛି ମଣିଷର ସବୁଠାରୁ ବଡ ଶତ୍ରୁ । ଆମ ଚାରିପାଖରେ ଥିବା ନକାରାତ୍ମକ ଶକ୍ତି ଆମକୁ କ୍ରୋଧିତ କିମ୍ବା ଅହଂକାର କରିବାକୁ ପ୍ରେରିତ କରିଥାଏ । ଏହି ନକାରାତ୍ମକ ଶକ୍ତି ମଧ୍ୟ ଆମ ଭିତରେ ମାନସିକ ବିକୃତି…

ପିପିଇ କିଟ୍ ପିନ୍ଧି ଚାଲିଛି ଚୁଟି କଟା

କରୋନା ଭାଇରସ୍ ଯୋଗୁଁ ଦୈନନ୍ଦିନ ଜୀବନରେ ବିଶେଷ ପ୍ରଭାବ ପଡିଛି । କୁହାଯାଉଛି ଯେ, କୋଭିଡ-୧୯ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ ଯେପର୍ଯ୍ୟନ୍ତ ଟୀକା ବା ଔଷଧ ନ ବାହାରିଛି । ଏବେ ଲୋକମାନେ କରୋନା ସହ ବଞ୍ଚିବାକୁ ଚେଷ୍ଟା…

ୱାନ ନେସନ ୱାନ ରାସନକାର୍ଡ଼ ଯୋଜନାର ଘୋଷଣା, ରାସନକାର୍ଡ଼ ନଥିବା ପ୍ରୀବାସୀ ଶ୍ରମିକଙ୍କୁ ମଧ୍ୟ ଦିଆଯିବ ଖାଦ୍ୟଶସ୍ୟ

ନୂଆଦିଲ୍ଲୀ, ୧୪ା୫(ଓଡ଼ିଶା ଭାସ୍କର): ଆର୍ଥିକ ପ୍ୟାକେଜକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ…

କୃଷକଙ୍କ ପାଇଁ ଖୁସି ଖବର: କୃଷି କ୍ଷେତ୍ର ପାଇଁ ୮୬,୬୦୦କୋଟିର ଋଣ

ନୂଆଦିଲ୍ଲୀ, ୧୪ା୫: ଆର୍ଥିକ ପ୍ୟାକେଜକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଚାଷୀ, ଷ୍ଟ୍ରିଟ ଭେଣ୍ଡରଙ୍କୁ ନେଇ ଘୋଷଣା ହୋଇଛି…

କଂଗ୍ରେସ ବିଧାୟକଙ୍କ ଗାଡିରୁ ମିଳିଲା ମଦ ବୋତଲ

ବିହାରର ବକ୍ସର ସଦରର କଂଗ୍ରେସ ବିଧାୟକ ସଞ୍ଜୟ ତିୱାରୀ ଛଦ୍ମନାମ ମୁନ୍ନା ତିୱାରୀଙ୍କ ଗାଡିରୁ ମତ ବୋତଲ ଜବତ କରିଛି ପୋଲିସ । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହାକୁ ନେଇ ରାଜନୀତି ଝଡ ସୃଷ୍ଟି…

ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାରକାର୍ଡ଼ : ହାଇକୋର୍ଟ

କଟକ, ୧୪ା୫(ଓଡ଼ିଶା ଭାସ୍କର): ପ୍ରବାସୀମାନେ ନିଜ ରାଜ୍ୟକୁ ଆସିବା ପାଇଁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । କିନ୍ତୁ ଏଥି ପାଇଁ ହେଉଥିବା ପଞ୍ଜୀକରଣ ରେ ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହେଁ । ଆଧାରକାର୍ଡ଼ ବ୍ୟତୀତ ଅନ୍ୟ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୪ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୫କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ…

ଘନୀଭୂତ ହେବାରେ ଲାଗିଛି ଲଘୁଚାପ, ୧୮ ଓ ୧୯ରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୧୪ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ହେବ । ୧୮ ଓ ୧୯ରେ ରାଜ୍ୟରେ  ପ୍ରବଳରୁୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୮ରେ…

ପୁଣି ଓଲଟିଲା ପ୍ରବାସୀଙ୍କ ଗାଡ଼ି, ୮ଆହତ

ମହାରାଷ୍ଟ୍ର, ୧୪ା୫: ମହାରାଷ୍ଟ୍ର ସ୍ଥିତ ନାସିକ ସିଲପାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ ପ୍ରବାସୀଙ୍କ ଟ୍ରକ୍ ଗାଡ଼ି ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି ।…

ଖୁସିଖବର! ସରକାରୀ କର୍ମଚାରୀଙ୍କୁ ମିଳିପାରେ ଘରେ କାମ କରିବାର ବିକଳ୍ପ

କରୋନା ଭାଇରସ୍ କାରଣରୁ ସାରା ଦେଶରେ ବହୁ ଅଫିସ୍ ବନ୍ଦ ପଡିଛି । ସରକାରୀ ଅଫିସରେ ବହୁ କମ୍ ସଂଖ୍ୟକ ଲୋକ କାମରେ ଯାଉଛନ୍ତି । କେବଳ ଜରୁରି ସେବା ଯୋଗାଉଥିବା ଅଫିସ ଖୋଲା ରହିଛି । ବହୁ ପ୍ରାଇଭେଟ୍ ଅଫିସର କର୍ମଚାରୀ ଏହି…