Breaking News ଡ୍ରଗ୍ସ ମାମଲାରେ ଗିରଫ ହେଲେ ଧର୍ମା ପ୍ରଡକ୍ସନର ନିର୍ଦ୍ଦେଶକ Odisha Bhaskar Bureau Sep 26, 2020 ମୁୁମ୍ବାଇ,୨୬ ।୯: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଡ୍ରଗ୍ସ ମାମଲା ନୂଆ ମୋଡ ନେବା ପରେ ବଲିଉଡର ଅନେକ ସେଲିବ୍ରିଟମାନେ ଏବେ ଏନସିବି ରାଡାରକୁ ଆସିଛନ୍ତି । ଟିଭି କଳାକାରଙ୍କଠାରୁ ଆରମ୍ଭ କରି ପ୍ରସିଦ୍ଧ ସିନେମା…
Breaking News ଏନସିବି ଆଗରେ ଶ୍ରଦ୍ଧା କପୁରଙ୍କ ବଡ ଖୁଲାସା, ଜାଣନ୍ତୁ କଣ Odisha Bhaskar Bureau Sep 26, 2020 ମୁମ୍ବାଇ, ୨୬/୯: ଏନସିବି ଆଗରେ ଶ୍ରଦ୍ଧା କପୁର ଏକ ବଡ ଖୁଲାସା କରିିିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ସହ ପାର୍ଟିକୁ ଯିବା କଥା ସ୍ୱୀକାର କରିିିଛନ୍ତି ଶ୍ରଦ୍ଧା । କିନ୍ତୁ ସମସ୍ତ ପ୍ରକାର ଡ୍ରଗ୍ସ ଲିଙ୍କ ଓ…
Breaking News ଆଜିଠାରୁ ୭ଦିନ ବନ୍ଦ ରହିବ ରାଜ୍ୟର ଏହି ଅଞ୍ଚଳର ଦୋକାନ ବଜାର Odisha Bhaskar Bureau Sep 26, 2020 କନ୍ଧମାଳ, ୨୬ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ କନ୍ଧମାଳ…
Breaking News ୧୦ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କତା ଜାରି Odisha Bhaskar Bureau Sep 26, 2020 ଭୁବନେଶ୍ୱର, ୨୬ା୯(ଓଡ଼ିଶା ଭାସ୍କର):ବିହାରରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ଏକ ଟ୍ରପଲାଇନ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟରେ କେତକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୦ଜିଲ୍ଲାକୁ କାଳବୈଶାଖୀ…
Breaking News ସଂପର୍କୀୟଙ୍କ ମା ଓ ଝିଅକୁ ଛୁରୀ ଭୁସି ହତ୍ୟା ଉଦ୍ୟମ Odisha Bhaskar Bureau Sep 26, 2020 ଆଠଗଡ଼, ୨୬/୯(ଓଡିଶା ଭାସ୍କର): ଆଠଗଡରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମାଆ ଓ ତାର ୬ ବର୍ଷର ଝିଅକୁ ଛୁରି ଭୁସି ହତ୍ୟା ଉଦ୍ୟମ କରାଯାଇଥିବା ସୂଚନା ମିଳିଛି। ବାଇକରେ ଆଣୁଥିବା ସଂପର୍କୀୟ ହଠାତ୍ ସେମାନଙ୍କୁ…
Breaking News ବଡ଼ ଖବର: ଏନସିବି ଆଗରେ ଡ୍ରଗ୍ସ ଚାଟ କଥା ମାନିଲେ ଦୀପିକା Odisha Bhaskar Bureau Sep 26, 2020 ମୁମ୍ବାଇ, ୨୬ା୯: ଏନସିବି ସାମ୍ନାରେ ଦୀପିକା ପାଦୁକୋନ ବଡ଼ ସ୍ୱୀକାରୋକ୍ତିି କରିଛନ୍ତି । କରିସ୍ମା ସହ କରିଥିବା ଡ୍ରଗ୍ସ ଚାଟକୁ ମାନିଲେ ଦୀପିକା । ୨୦୧୭ରେ ହେସ ଯୋଗାଇ ଦେବା ପାଇଁ କରିସ୍ମାଙ୍କୁ କହିଥିଲେ । କୋକୋ…
Breaking News ନକଲି କରୋନା ଔଷଧ ଠାବ Odisha Bhaskar Bureau Sep 26, 2020 ଭୁବନେଶ୍ୱର, ୨୬ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭେଡ଼େନ ବ୍ଲକ ଋଷୁଢ଼ା ଗ୍ରାମର ଜଣେ କ୍ୱାକ ଘରେ ନକଲି କରୋନା ଔଷଧ ଠାବ ହୋଇଛି । ଉଲ୍ଲେଖଯୋଗ୍ୟ ଯେ କ୍ୱାକ…
Breaking News ରାଜ୍ୟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, ଆଜି ଆଉ ୧୬ ଜୀବନ ନେଲା ମହାମାରୀ କରୋନା Odisha Bhaskar Bureau Sep 26, 2020 ଭୁବନେଶ୍ୱର, ୨୬/୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୪୩୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪, ପୁରୀରୁ ୩, କୋରାପୁଟରୁ ୩,…
Breaking News ବଡ଼ ଖବର: ରାଜ୍ୟର ୩୦ ଜିଲ୍ଲାରୁ ୪୩୫୬ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଳାରୁ କେତେ Odisha Bhaskar Bureau Sep 26, 2020 ଭୁବନେଶ୍ୱର, ୨୬ା୯(ଓଡ଼ିଶା ଭାସ୍କର): ରାଜ୍ୟର ୩୦ ଜିଲ୍ଲାରୁ ୪୩୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୫୨୯ ସଙ୍ଗରୋଧ କେନ୍ଦ୍ରରୁ ଓ ୧୮୨୭ ସ୍ଥାନୀୟ ଅଞ୍ଚଳରୁ ଜଣ…
Breaking News ଟ୍ରକକୁ ପିଟିଲା ଟ୍ରକ୍, ୨ମୃତ Odisha Bhaskar Bureau Sep 26, 2020 ବ୍ରହ୍ମପୁର, ୨୬ା୯(ଓଡ଼ିଶା ଭାସ୍କର): ହଳଦିଆପଦର ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ସେହି ଛକ ନିକଟରେ ଏକ ଟ୍ରକ ଆଉ ଏକ ଟ୍ରକକୁ ପିଟିଥିବା ସୂଚନା ମିଳିଛି । ସେହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ…