ପ୍ରଥମଥର ପାଇଁ ଭାରତୀୟ ନୌସେନାର ଯୁଦ୍ଧ ହେଲିକାପ୍ଟରରେ ୨ ମହିଳା ଅଧିକାରୀ ନିଯୁକ୍ତ
ଭାରତୀୟ ନୌସେନା ପ୍ରଥମଥର ପାଇଁ ହେଲିକପ୍ଟର ଷ୍ଟ୍ରିମରେ ଦୁଇ ମହିଳା ଅଧିକାରୀଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି । ସବ ଲେଫନାଣ୍ଟ କୁମୁଦିନି ତ୍ୟାଗୀ ଓ ସବ ଲେଫନାଣ୍ଟ ରୀତି ସିଂଙ୍କୁ ନୌସେନାର ଯୁଦ୍ଧରେ…