ସୁଶାନ୍ତଙ୍କ ମୃତ୍ୟୁ ତଦନ୍ତ ପାଇଁ ସିବିଆଇର ଟିମ୍, ଜାଣନ୍ତୁ କିଏ କିଏ ଅଛନ୍ତି ସାମିଲ?
ମୁମ୍ବାଇ,୬ ।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ସିବିଆଇ । ଏନେଇ ମାମଲାର ତଦନ୍ତ ପାଇଁ ସିବିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ଅନୁସନ୍ଧାନ ଟିମ୍ ଗଠନ କରାଯାଇଛି । ଗୁଜରାଟ କ୍ୟାଡର…