ବଡ଼ ଖବର: ରାଜ୍ୟର ୨୮ଜିଲ୍ଲାରୁ ଆଜି ୧୦୬୮ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୯ା୭(ଓଡ଼ିଶା ଭାସ୍କର): ରାଜ୍ୟର ୨୮ଜିଲ୍ଲାରୁ ୧୦୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣ ସଙ୍ଗରୋଧ କେନ୍ଦ୍ରରୁ ୬୬୨ ଓ ୪୦୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…

୩ ରଥର ସଂରକ୍ଷଣ ପାଇଁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର, ୨୯/୭(ଓଡିଶା ଭାସ୍କର):ଚଳିତବର୍ଷ ୩ ରଥର ସଂରକ୍ଷଣ ପାଇଁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ସୁରକ୍ଷିତ ଭାବରେ ରଥ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ସେବକ ଓ ପରିଚାଳନା କମିଟି…

ଆଜି ଭାରତରେ ପହଞ୍ଚିବ ୫ଟି ରାଫେଲ ବିମାନ

ନୂଆଦିଲ୍ଲୀ,୨୯/୭: ଶତ୍ରୁର କଡ଼ା ଜବାବ ଦେବା ପାଇଁ ଆଜି ଭାରତରେ ପହଞ୍ଚିବ ୫ଟି ରାଫେଲ ବିମାନ। ଫ୍ରାନ୍ସରୁ ଆସୁଛି ୨ଟି ଟ୍ରେନର ଓ ୩ଟି ଲଢୁଆ ରାଫେଲ ବିମାନ। ଆଜି ହରିୟାଣାର ଅମ୍ବାଲା ବିମାନ ଘାଟିରେ ପହଞ୍ଚିବ ଏହି…

ଅଧିକ ଅଦା ପକାଇ ଚା’ ପିଉଛନ୍ତି କି? ତେବେ ସାବଧାନ୍

ପ୍ରାୟତଃ ଲୋକମାନେ ଚା’ରେ ଅଦା ପକାଇ ପିଇବାକୁ ଅଧିକ ପସନ୍ଦ କରନ୍ତି । ଏହି ପରି ସେମାନେ ଦିନକୁ ୨ ଥର ବା ଅଧିକ ଥର ଚା’ ପିଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଅଧିକ ଅଦା ଖାଇବା ବି ଶରୀର ପାଇଁ କ୍ଷତିକାରକ ହୋଇଥାଏ…

ଲିଭରକୁ ସୁସ୍ଥ ରଖିବାକୁ ହେଲେ ଜାଣନ୍ତୁ କିଛି ଟିପ୍ସ

ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଲିଭର। ଲିଭର ରକ୍ତରେ ସର୍କରା ନିୟନ୍ତ୍ରଣ, ବିଷାକ୍ତ ପଦାର୍ଥକୁ ବାହାର କରିବା ,ହର୍ମୋନ ତିଆରି କରିବା , ପ୍ରୋଟିନ୍‌ ପୋଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ଭଳି କେତେକ କାର୍ଯ୍ୟ…

ରାଶିଫଳ (୨୯ ଜୁଲାଇ ୨୦୨୦, ବୁଧବାର)

ମେଷ- ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚିନ୍ତି ନିଅନ୍ତୁ । ବୃଷ- ଆଜି…

କୋଭିଡ୍‌ ଯୋଦ୍ଧାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୨୮/୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କୋଭିଡ୍‌ ଯୋଦ୍ଧାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼…

ରାଜ୍ୟରେ ଆଉ ୬୮୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୮ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୬୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୮୦୬୦କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…