Breaking News କଳିଙ୍ଗ ଘାଟିରେ ପୁଣି ଓଲଟିଲା ବସ Odisha Bhaskar Bureau May 3, 2020 ବାଲିଗୁଡା ,୩/୫(ଓଡିଶା ଭାସ୍କର): କଳିଙ୍ଗ ଘାଟିରେ ପୁଣି ବସ ଦୁର୍ଘଟଣା। ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଗଞ୍ଜାମ ଫେରୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ସେଥିରେ ସୁୁୁରତରୁ ପ୍ରବାସୀ ଓଡିଆମାନେ ଫେରୁଥିଲେ…
Breaking News ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ Odisha Bhaskar Bureau May 3, 2020 ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତ ଜଣକ ଝାରସୁଗୁଡା ଜିଲ୍ଲା ର ବୋଲି…
Featured ନୀରବି ଯାଇଛି କୁମ୍ଭକାରର ଚକ, ଅଟକି ଯାଇଛି ହାତ Odisha Bhaskar Bureau May 3, 2020 ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର):କନ୍ଦାଉଛି କରୋନା।ବଢି ଚାଲିଛି ଲକଡାଉନ। ନୀରବି ଯାଇଛି କୁମ୍ଭକାରର ଚକ, ଅଟକି ଯାଇଛି ହାତ। ମାଟିକୁ ଚକଟିମକଟି ଝାଳନାଳ ହୋଇ ପ୍ରସ୍ତୁତ କରିଥାଏ ନୂଆ ନୂଆ ମାଟିପାତ୍ର। ବର୍ତ୍ତମାନର…
Breaking News ପୁଣି ୨କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୧୫୯ Odisha Bhaskar Bureau May 3, 2020 ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର):ରାଜ୍ୟରେ ଆଜି ଆଉ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଦୁଇଜଣ ଗଂଜାମ ଜିଲ୍ଲାର ।ଏହା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯ ରେ ପଂହଚିଛି । ଗତ କାଲି ପର୍ଯ୍ୟନ୍ତ…
Breaking News ଲକ ଡାଉନ ପାଇଁ ଘାଟାରେ ସମ୍ବାଦପତ୍ର ,୪ହଜାର ୫୦୦କୋଟି ଟଙ୍କାର କ୍ଷତି Odisha Bhaskar Bureau May 3, 2020 ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର):ଲକ ଡାଉନର ପ୍ରଭାବ ସବୁ କ୍ଷେତ୍ର ଉପରେ ପଡିଛି । ସଭିଏଁ ଅଳ୍ପେବହୁତ କ୍ଷତିସହିଛନ୍ତି । କେବଳ ସମ୍ବାଦପତ୍ର ଶିଲ୍ପ ର ୪ହଜାର ୫୦୦କୋଟି ଟଙ୍କାର କ୍ଷତି ହୋଇଛି । ଗତ ଦୁଇ ମାସରେ ଏହି…
Breaking News ବାତ୍ୟା ହେବନି Odisha Bhaskar Bureau May 3, 2020 ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର): ମେ ୩ । ଗତବର୍ଷ ଏହି ଦିନରେ ତାଣ୍ଡବ କରିଥିଲା ବାତ୍ୟା ଫନି । ଆଉ ଏ ବର୍ଷ ଆଜି ଦିନରେ ହିଁ ବଂଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ବାତ୍ୟାର ଆଶଙ୍କା ସୃଷ୍ଟି କରିଥିଲା…
Breaking News ମୋବାଇଲ ଗେମ ପାଇଁ ଗଲା ଜୀବନ Odisha Bhaskar Bureau May 3, 2020 ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର): ମୋବାଇଲ ଗେମ ପାଇଁ ଗଲା ଜୀବନ। ମାଆର ତାଗିଦରେ ରାଗିଗଲା ପୁଅ। ଆଉ ପାଇଖାନାରେ ପଶି ବେକରେ ଗାମୁଛା ଗୁଡ଼ାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ତେବେ ଝୁଲନ୍ତା ଅବସ୍ଥାରେ…
Featured ଖାଁ ଖାଁ, ବର୍ଷେ ତଳେ ଫନି ଏବେ କରୋନା Odisha Bhaskar Bureau May 3, 2020 ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର): ସବୁ ସମାନ । ଫରକ କେବଳ ଏତିକି ଯେ ସେତେବେଳେ କରେଣ୍ଟ ନ ଥିଲା ଏବେ କରେଣ୍ଟ ଅଛି । ନ ହେଲେ ସେତେବେଳେ ଗମନାଗମନ ଉପରେ ପ୍ରତିବନ୍ଧକ ଥିଲା ଏବେ ବି ତାହା । ହଁ ଅବଶ୍ୟ ସେତେବେଳେ…
Breaking News ବସ ଚାଲିବା ନେଇ ନିଷ୍ପତ୍ତି ଆଜି Odisha Bhaskar Bureau May 3, 2020 ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର): କରୋନା ଲକ ଡାଉନ ୩.୦ର ନିୟମ ଅନୁଯାୟୀ ଗ୍ରୀନରେ ବସ ଗଡିବାକୁ ମିଳିଛି ଗ୍ରୀନ ସିଗନାଲ । କିନ୍ତୁ ସର୍ତ୍ତ ଏହା ଯେ ୫୦% ଯାତ୍ରୀଙ୍କୁ ନେଇ ଗଡିବ ବସ । କିନ୍ତୁ ଏଭଳି ସର୍ତ୍ତରେ…
Astrology ଜାଣନ୍ତୁ, ଆଜି କଣ ରହିଛି ଆପଣଙ୍କ ରାଶିରେ (ମଇ ୩, ରବିବାର) Odisha Bhaskar Bureau May 3, 2020 ମେଷ - ଶୁଭ ଚନ୍ଦ୍ର ଚଳନ ହେତୁ ଆଜିର ଦିନଟି ଆନନ୍ଦୋଲ୍ଲାସରେ ଅତିବାହିତ ହେବ, କୌଣସି ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଷ ରହିବ, ଖଣ୍ଡିଆ ଖାବରା ହେବାର ସମ୍ବାବନା ତେଣୁ ସମସ୍ତ ଦିଗକୁ ଚିନ୍ତାକରି…