ଏହା ହେଉଛି ବିଶ୍ୱର ସବୁଠାରୁ ଅଦ୍ଭୁଦ ଦେଶ, ଯାହାର ନାହିଁ ରାଷ୍ଟ୍ରୀୟ ଫୁଲ
ପ୍ରତ୍ୟେକ ଦେଶରେ କିଛି ନା କିଛି ଭିନ୍ନ ଘଟଣା ଦେଖିବାକୁ ମିଳିଥାଏ । ସେହିଭଳି ପୂର୍ବ ଆଫ୍ରିକାର ୟୁଗାଣ୍ଡା ଦେଶରେ କିଛି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ତେବେ ୟୁଗାଣ୍ଡା ବିଷୟରେ ତ ଅଳ୍ପେ ବହୁତେ ସମସ୍ତେ କିଛି ନା…