ବାଃ ରେ ବନ୍ଧୁ ପ୍ରେମ! ଲକ୍-ଡାଉନ୍ ବେଳେ ସାଙ୍ଗକୁ ସୁଟକେସରେ ପୁରାଇ ଆଣିଲା ଛାତ୍ର
ମାଙ୍ଗାଲୁର,୧୩ ।୪: କରୋନେ ଭାଇରସ୍ ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଚାଲିଥିବା ବେଳେ ଲୋକଙ୍କୁ ଘରେ ରହିବାକୁ ଆଦେଶ ଦିଆଯାଇଛି । ଏହାରି ମଧ୍ୟରେ ମାଙ୍ଗାଲୁର ପୋଲିସ ଜଣେ ଛାତ୍ରକୁ ଧରିଛନ୍ତି, ଯେ ନିଜ ବନ୍ଧୁକୁ…