Video: ଲାଇଭ୍ ଟିଭି ଶୋରେ ଶୋଏବ ଜମାଇଙ୍କ ଉପରେ ଆକ୍ରମଣ କଲେ ସହ ପେନାଲିଷ୍ଟ ସୁବୁହୀ ଖାନ୍‌, ପ୍ରଥମେ ପିଟିଲେ ପୁଣି ଦୌଡ଼ାଇଲେ

ନୂଆଦିଲ୍ଲୀ: ନିଜକୁ ଇସଲାମବାଦୀ ଜ୍ଞାନୀ କହୁଥିବା ଶୋଏବ ଜମାଇ ଅନେକ ସମୟରେ ଟିଭିରେ ନଜର ଆସିଥାନ୍ତି। ଶୁକ୍ରବାର ଏକ ଲାଇଭ୍ ଟିଭି ଶୋରେ ଜଣେ ସାଥି ପେନାଲିଷ୍ଟ ଶୋଏବଙ୍କ ଉପରେ ଆକ୍ରମଣ କରି ଦେଇଛନ୍ତି। ଶୋ ଚାଲିଥିବା…

ପିଛା ଛାଡୁନି ଟ୍ରେନ୍ ଅଘଟଣ ; ଆଜି ପୁଣି କୋଇଲା ବୋଝେଇ ଟ୍ରେନ୍ ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ପିଛା ଛାଡୁନି ଟ୍ରେନ୍ ଅଘଟଣ । ପ୍ରତିଦିନ ଟ୍ରେନ୍ ଅଘଟଣକୁ ନେଇ ଖବର ଆସୁଛି । ଗୋଟିଏ ସପ୍ତାହ ମଧ୍ୟରେ ଅନେକ ଟ୍ରେନ୍ ଅଘଟଣ ଘଟି ସାରିଛି । ଆଜି ସକାଳୁ ଆଉ ଏକ ବଡ ଅଘଟଣ ଖବର ଆସିଛି । ବାଲେଶ୍ୱର ଜିଲା…

ମଧୁମେହ ଏବଂ ଉଚ୍ଚ ରକ୍ତଚାପ ସମେତ ୨୩ ଔଷଧର ରିଟେଲ ଦର ଧାର୍ଯ୍ୟ କଲା ଏପିପିଏ

ନୂଆଦିଲ୍ଲୀ: ଜାତୀୟ ଔଷଧ ନିୟନ୍ତ୍ରକ ଏନ୍‌ପିପିଏ ୨୩ ଟି ଔଷଧର ରିଟେଲ ଦର ଧାର୍ଯ୍ୟ କରିଛନ୍ତି । ମଧୁମେହ ଏବଂ ଉଚ୍ଚ ରକ୍ତଚାପ ପାଇଁ ଔଷଧ ମଧ୍ୟ ଏଥିରେ ସାମିଲ ଅଛି। ଗତମାସ ୨୬ ତାରିଖରେ ହୋଇଥିବା ଏନ୍‌ପିପିଏର ୧୧୩ ତମ…

ଶନି ଦେବଙ୍କ ଆଶୀର୍ବାଦ ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଭାଗ୍ୟ ଉଜ୍ଜ୍ୱଳ ହେବା ଆରମ୍ଭ କରେ

ଶନି ଦେବ ଶୁଭ ସଙ୍କେତ: ଜ୍ୟୋତିଷ ଶାସ୍ତ୍ରରେ ସପ୍ତାହର ସାତ ଦିନ ଗୋଟିଏ ଦେବତା ବା ଗ୍ରହ ପାଇଁ ଉତ୍ସର୍ଗୀ ହୋଇଥାଏ । ଶନିବାର ଶନି ଦେବଙ୍କ ଦିନ ବୋଲି ବିବେଚନା କରାଯାଏ । ଏହି ଦିନ ଲୋକମାନେ ଶନି ଦେବଙ୍କ ଆଶୀର୍ବାଦ…

ଭଞ୍ଜକଳା ମଣ୍ଡପରେ ଅଘଟଣ: ମଞ୍ଚରେ ଟଳିପଡ଼ିଲେ ଭାରତନାଟ୍ୟମ୍ ନୃତ୍ୟଗୁରୁ

ଭୁବନେଶ୍ୱର: ଭଞ୍ଜକଳା ମଣ୍ଡପରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ମଞ୍ଚ ଉପରେ ନୃତ୍ୟ କରୁଥିବା ସମୟରେ ଭାରତନାଟ୍ୟମ୍ ନୃତ୍ୟଗୁରୁ ଶ୍ରୀଗଣେଶନ୍ ଟଳି ପଡ଼ିଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ…

କଲବଲ କରୁଛି ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି: ୬ ଜିଲ୍ଲାକୁ ହିଟ୍‌ ୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କଲବଲ କଲାଣି। ତା ସହ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଲାଣି। ଶନିବାର ସକାଳୁ ଅସହ୍ୟ ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଭୁବନେଶ୍ୱର ରେ…

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ: ମଙ୍ଗୋଲିଆକୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କରିଛି…

WTC ଫାଇନାଲ: ସରିଲା ତୃତୀୟ ଦିନର ଖେଳ, ଅଷ୍ଟ୍ରେଲିଆ ୨୯୬ ରନରେ ଅଗ୍ରଣୀ

ଲଣ୍ଡନ: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ସ୍କୋର ୪୬୯ରନ୍ ଜବାବରେ ଭାରତ ପ୍ରଥମ ଇନିଂସରେ ୨୯୬ ରନ କରି ଅଲଆଉଟ ହୋଇଯାଇଛି । ଏହା ସହିତ…

ରାଶିଫଳ(ଶନିବାର,୧୦ ଜୁନ,୨୦୨୩)

ମେଷ - ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ହସଖୁସିରେ ସମୟ ବିତାଇବେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ…

୫,୫୫୧ କୋଟି ଫେମା ଉଲଂଘନ ମାମଲାରେ Xiaomi ଏବଂ ତିନି ବିଦେଶି ବ୍ୟାଙ୍କକୁ ନୋଟିସ୍ କଲା ED

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ସାଓମି ଇଣ୍ଡିଆ, ଏହାର ଅଧିକାରୀ ଏବଂ ତିନି ବ୍ୟାଙ୍କକୁ ଭାରତୀୟ ବିଦେଶୀ ମୁଦ୍ରା ନିୟମର ଉଲଂଘନ ପାଇଁ ନୋଟିସ୍ କରିଛି । ଯେଉଁଥିରେ ୫୫୫୧,୨୭ କୋଟିର କାରବାର ସାମିଲ ଅଛି ।…