ରାଶିଫଳ(ଶନିବାର,୦୬ ମେ,୨୦୨୩)

ମେଷ - ଯଦି ଆପଣ ଅଧିକ ସମୟ ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭଲ ଲାଭ ମିଳିପାରେ । ନୂତନ ପାରିବାରିକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ଆବେଶରେ ଆସି କୌଣସି ବି ନିଷ୍ପତି ନିଅନ୍ତୁ…

ଭାଗ୍ୟ ଉପରେ ବିଶ୍ୱାସ ନଥିଲେ ନିଶ୍ଚୟ ଦେଖନ୍ତୁ ଏହି ଭିଡିଓ…. ଅତି ନିକଟରୁ ଅତିକ୍ରମ କଲା ମୃତ୍ୟୁ ! ଆନନ୍ଦ ମହିନ୍ଦ୍ରା ସେୟାର କରିଛନ୍ତି

ନୂଆଦିଲ୍ଲୀ : ଦୁନିଆରେ ଦୁଇ ପ୍ରକାରର ଲୋକଥାଆନ୍ତି । ଗୋଟିଏ ହେଉଛି ଯେଉଁମାନେ ନିଜ ପରିଶ୍ରମ ଉପରେ ବିଶ୍ୱାସ କରନ୍ତି, ଭାଗ୍ୟରେ ବିଶ୍ୱାସ ରଖନ୍ତ ନାହିଁ ଏବଂ ଅନ୍ୟମାନେ ହେଉଛନ୍ତି ଭାଗ୍ୟ ଉପରେ ବିଶ୍ୱାସ କରନ୍ତି, ସେହି…

ଜାମ୍ମୁ-କାଶ୍ମୀର ରଜୌରୀରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିକାଣ୍ଡ: ଦୁଇ ଯବାନ ସହିଦ, ଜଣେ ସେନା ଅଧିକାରୀଙ୍କ ସମେତ ୪ ଆହତ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ରଜୌରୀ ସେକ୍ଟରରେ ଶୁକ୍ରବାର ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିକାଣ୍ଡ ହୋଇଛି । ଏଥିରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ୪ ଆହତ ହୋଇଛନ୍ତି । କୁହାଯାଉଛି ଯେ,…

Cricket World Cup: ଏହି ୪ ଟିମ୍ ବିପକ୍ଷରେ ସ୍ପିନ୍ ପିଚ୍‌ରେ ଖେଳିବାକୁ ଚାହୁଁଛି ଭାରତ, ଅହମ୍ମଦାବାଦରେ ଖେଳାଯିବ ଭାରତ ବନାମ ପାକିସ୍ତାନ…

ମୁମ୍ବାଇ: ଚଳିତ ବର୍ଷ ଭାରତରେ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍। ଏଥିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇପାରେ। ୨୦୧୬ ପରେ ପ୍ରଥମ ଥର ଭାରତ…

ସୁନା ପରେ ରୁପା ଭାଙ୍ଗିଲା ରେକର୍ଡ: ସର୍ବକାଳୀନ ସର୍ବାଧିକ ଦରରେ ପହଞ୍ଚିଲା

ନୂଆଦିଲ୍ଲୀ: ସୁନା ଦର ଗତକାଲି ସର୍ବକାଳୀନ ସର୍ବାଧିକ ସ୍ତରରେ ପହଞ୍ଚିବା ପରେ ଆଜି ରୂପ ମଧ୍ୟ ସର୍ବକାଳୀନ ଉଚ୍ଚତମ ସ୍ତରରେ ପହଞ୍ଚିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ମଧ୍ୟ ସୁନା ଏବଂ ରୂପା ଦର ବୃଦ୍ଧି ପାଇବାରେ…

‘ସୀମା ପାର ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ …’, ଏସସିଓ ଶିଖର ସମ୍ମିଳନୀରେ ବିଲାୱାଲଙ୍କ ସମ୍ମୁଖରେ ସିଧା ସିଧା…

ଗୋଆ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଶୁକ୍ରବାର ସାଂଘାଇ ସହଯୋଗ ସଂଗଠନକୁ ସମ୍ବୋଧନ କରିଛନ୍ତି। ଏସସିଓ ଶିଖର ସମ୍ମିଳନୀରେ ସହଯୋଗୀ ଦେଶର ବୈଦେଶିକ ମନ୍ତ୍ରୀ ମାନଙ୍କ ଆଗରେ ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି।…

ଦୁନିଆରେ ପ୍ରଥମ ଥର ପାଇଁ ଡାକ୍ତରମାନେ କଲେ ଚମତ୍କାର, ମାତୃ ଗର୍ଭରେ ଥିବା ଶିଶୁର ହେଲା ମସ୍ତିଷ୍କ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ସଫଳ ହେଲା ବିରଳ ଅପରେସନ, ବିଶ୍ୱରେ ପ୍ରଥମ ଥର ପାଇଁ ଡାକ୍ତରଙ୍କ ଏକ ଟିମ୍ ମାତୃ ଗର୍ଭରେ ବଢୁଥିବା ଶିଶୁର ମସ୍ତିଷ୍କ ଅସ୍ତ୍ରୋପଚାର କରିଛନ୍ତି। ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ଏଭଳି ଅପରେସନ ପ୍ରଥମ ଥର…

ବଢ଼ିଲା ‘ଗୋ ଫାଷ୍ଟ’ର ଅଡୁଆ: ଆଗାମୀ ପାଞ୍ଚ ଦିନରେ ହରାଇପାରେ ୨୦ ଟି ବିମାନ, ପଞ୍ଜିକରଣ ବାତିଲ ପାଇଁ ଆବେଦନ କଲେ ଲିଜର୍ସ

ନୂଆଦିଲ୍ଲୀ: ସଙ୍କଟରେ ଚାଲୁଥିବା ଏୟାରଲାଇନ୍ ଗୋ ଫାଷ୍ଟ'ର ଅସୁବିଧା ବଢି ଚାଲିଛି । ଏବେ ଲିଜର୍ସ ମାନେ ମଧ୍ୟ କମ୍ପାନୀକୁ ଦେଇଥିବା ନିଜ ବିମାନର ପଞ୍ଜିକରଣ ବାତିଲ କରିବାକୁ ଆବେଦନ କରିବା ଆରମ୍ଭ କରି ଦେଇଛନ୍ତି ।…

Video: ଋଷ ପ୍ରତିନିଧିଙ୍କ ଉପରେ ୟୁକ୍ରେନ ସାଂସଦଙ୍କ ଆକ୍ରମଣ: ମାରିଲେ ଜବରଦସ୍ତ ମୁଥା, ପୁଣି ବଢ଼ିଲା ବିବାଦ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉ ନାହିଁ। ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ତୁର୍କୀର ରାଜଧାନୀ ଆଙ୍କାରରେ ଏକ ଆଲୋଚନାଚକ୍ରରେ ୟୁକ୍ରେନ…

ପୁଣି ସିନେମା ଘରକୁ ଆସିବ ‘ଏମଏସ ଧୋନି: ଦି ଅନଟୋଲ୍ଡ ଷ୍ଟୋରୀ’: ଜାଣନ୍ତୁ ଏହା କେଉଁ ଦିନ ରିଲିଜ ହେବ

ନୂଆଦିଲ୍ଲୀ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏମଏସ ଧୋନିଙ୍କ ଉପରେ ନିର୍ମିତ ବାୟୋପିକ ଅନଟୋଲ୍ଡ ଷ୍ଟୋରୀ ପୁଣି ଥରେ ସିନେମା ଘରେ ମୁକ୍ତିଲାଭ କରିବାକୁ ଯାଉଛି, ଯାହା ପ୍ରଶଂସକଙ୍କ ପାଇଁ ଉପହାରଠାରୁ କମ୍…