ରାଜଧାନୀ ରାସ୍ତାର ହାଲ ବେହାଲ୍: ମରଣଯନ୍ତା ପାଲଟିଛି ମଞ୍ଚେଶ୍ୱର ଅଞ୍ଚଳର ମୁଖ୍ୟ ରାସ୍ତା, ଦେଖନ୍ତୁ ଫଟୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ରାସ୍ତାର ହାଲ ବେହାଲ୍, ମରଣଯନ୍ତା ପାଲଟିଛି ସ୍ମାର୍ଟସିଟି ଭୁବନେଶ୍ୱର ମଞ୍ଚେଶ୍ୱର ରାସ୍ତା। ଟିକିଏ ବାଲାନ୍ସ ଫେଲ୍ ହେଲେ ଦୁର୍ଘଟଣା ହେବା ନିଶ୍ଚିତ। ସାଧାରଣ ଦିନରେ ରାସ୍ତାରେ…

ଛତିଶଗଡ ଆକ୍ରମଣରେ ଲାଗିଥିଲା ୫୦ କେ.ଜି ବମ୍, ଭଡା ଗାଡ଼ିରେ ଯାଉଥିଲେ ସହିଦ ଯବାନ: ବିସ୍ଫୋରଣରେ ଉଡିଗଲା ଗାଡ଼ି

ମାଲକାନଗିରି: ଛତିସଗଡ଼ ଦାନ୍ତେୱାଡ଼ାରେ ମାଓବାଦୀ ମାନେ ଘାତ ଲଗାଇ କରିଥିବା ଆକ୍ରମଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆରଜି)ର ୧୦ ଯବାନ ସହିଦ ହୋଇଛନ୍ତ, ଯବାନ ମାନଙ୍କ ସହିଦ ଗାଡ଼ିର ଡ୍ରାଇଭର ମଧ୍ୟ ଜୀବନ ହରାଇଛନ୍ତି ।…

ଗଞ୍ଜେଇ ଚୋରା ଚାଲାଣ ପାଇଁ ସିଙ୍ଗାପୁର ଭାରତୀୟ ମୂଳ ବ୍ୟକ୍ତିଙ୍କୁ ଫାଶୀ, ବ୍ରିଟିଶ ବ୍ୟବସାୟୀ କହିଲେ- ‘ଏଠାରେ ଭୁଶୁଡ଼ି ପଡ଼ିଛି…

ନୂଆଦିଲ୍ଲୀ: ସିଙ୍ଗାପୁରରେ ଗଞ୍ଜେଇ ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି । ଏହି ବ୍ୟକ୍ତି ଜଣଙ୍କର ନାମ ତଙ୍ଗରାଜୁ ସୁପୈୟା ଅଟେ ଏବଂ ସେ ଜଣେ ଭାରତୀୟ ମୂଳ ବାସିନ୍ଦା ଥିଲେ କିନ୍ତୁ ତାଙ୍କର…

‘ସମଲିଙ୍ଗୀ ବିବାହ ମାମଲାରେ ଶୁଣାଣି କରନ୍ତୁ ନାହିଁ, ଏହାକୁ ସଂସଦ ଉପରେ ଛାଡିଦିଅନ୍ତୁ’: ସୁପ୍ରିମକୋର୍ଟରେ ନିବେଦନ କଲେ ସରକାର

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ମାମଲାରେ ଶୁଣାଣି ଜାରି ରହିଛି । ପ୍ରଧାନ ବିଚାରପତି ଡି.ୱାୟୀ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହରୀ ଏଲଟି ଶ୍ରେଣୀ ତର୍କ କେବଳ ଚନ୍ଦ୍ରଚୂଡ କହିଛନ୍ତି…

କାଳବୈଶାଖୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ଓ ବର୍ଷାର ସମ୍ଭାବନା: ୧୪ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: କାଳବୈଶାଖୀର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା ରହିଛି। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ନୂଆପଡ଼ା,…

ଅତୁଟ ଆତ୍ମବିଶ୍ୱାସ ! ୫୬ ଥର ଫେଲ ହେବା ପରେ ୫୭ ଥରରେ ଦଶମ ପାସ୍ କଲେ ବୃଦ୍ଧ

ନୂଆଦିଲ୍ଲୀ ; ଶିକ୍ଷା ଲାଭର ବୟସ ନାହିଁ, ଏବଂ ବୟସର ସୀମା ନାହିଁ । ଏହାକୁ ପ୍ରମାଣ କରିଛନ୍ତି ୭୭ ବର୍ଷୀୟ ହୁକୁମଦାସ ବୈଷ୍ଣବ । ଦୃଢ ଆତ୍ମବିଶ୍ୱାସ ଆଗରେ ହାର ମାନିଛି ସବୁକିଛି । ୟୁପି ବୋର୍ଡ ପରୀକ୍ଷା ଫଳାଫଳ…

ରଥନିର୍ମାଣ ସେବକଙ୍କ ପାଇଁ ବୀମା କରିବେ ସରକାର, ଦେବେ ୫ ଲକ୍ଷ ଟଙ୍କା

ଭୁବନେଶ୍ୱର : ରଥନିର୍ମାଣ ସେବକଙ୍କ ପାଇଁ ବୀମା ବ୍ୟବସ୍ଥା କରାଯିବ ବୋଲି ଆଜି ସରକାର ଘୋଷଣା କରିଛନ୍ତି । ପ୍ରତ୍ୟେକଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯିବ । ୫ଟି ପର୍ଯ୍ୟାୟରେ କରାଯିବ ଏହି ବୀମା…

ରିସର୍ଚ୍ଚ ରକେଟ୍ ପଡିଲା ପଡୋଶୀ ଦେଶରେ …ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବସ୍ତି ବାସିନ୍ଦା

ନରୱେ: ସ୍ୱିଡେନର ସ୍ପେସ୍ କର୍ପ (ଏସଏସସି) ଦ୍ୱାରା ଉତ୍ତର ସ୍ୱିଡେନର ଏସରଞ୍ଜ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିବା ଏକ ଅନୁସନ୍ଧାନ ରକେଟ୍ ହଠାତ୍ ତ୍ରୁଟିପୂର୍ଣ୍ଣ ହୋଇ ପଡୋଶୀ ନରୱେରେ ଖସିପଡିଥିଲା । ମାତ୍ର ୧୫…

Vaishakh Purnima 2023 : ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ରାତିରେ ଏହି ଉପାୟ କରନ୍ତୁ , ମାତା ଲକ୍ଷ୍ମୀ ନିଜେ ଆସିବେ ଘରକୁ

ନୂଆଦିଲ୍ଲୀ : ହିନ୍ଦୁ ଧର୍ମରେ ବୈଶାଖ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି । ଏହା ବୁଦ୍ଧ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଯାଏ । ଏହି ଦିନ ଭଗବାନ ବୁଦ୍ଧଙ୍କ ଜନ୍ମଦିନ ଭାବରେ ପାଳନ କରାଯାଏ। ଏଥର ବୈଶାଖ ପୂର୍ଣ୍ଣିମା ୫…

ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ ; ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଗ୍ରେଟର ନୋଏଡାର ଗୌର ସିଟିରେ ହୁ ହୁ ହୋଇଛି ଜଳୁଛି ବିଲ୍ଡିଂ । ୧୪ ଆଭେନ୍ୟୁରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଏହାକୁ ନିୟନ୍ତ୍ରଣକୁ କରିବାକୁ ଉଦ୍ୟମ କରୁଛନ୍ତି ।…