ଦାବିଦାର ବିହୀନ ବ୍ୟାଙ୍କ ଜମା ସମ୍ପର୍କରେ ଜନସାଧାରଣ ଅନୁସନ୍ଧାନ କରିପାରିବେ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଘୋଷଣା କଲେ ୱେବ ପୋର୍ଟାଲ

ନୂଆଦିଲ୍ଲୀ: ଦାବିଦାର ବିହୀନ ବ୍ୟାଙ୍କ ଜମା ସମ୍ପର୍କରେ ଜନସାଧାରଣଙ୍କୁ ଅନୁସନ୍ଧାନ କରିବାର ସୁଯୋଗ ଦେବାକୁ ନିଷ୍ପତି ନେଇଛନ୍ତି ପାଇଁ ରିଜର୍ଭ ବ୍ୟାଙ୍କ। ଗୁରୁବାର ଆରବିଆଇ ଗଭର୍ଣ୍ଣର ଏନେଇ ଏକ ୱେବ ପୋର୍ଟାଲ ଘୋଷଣା…

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ଜିଲ୍ଲାପାଳଙ୍କ ଭିନ୍ନ ପ୍ରୟାସ; ‘ମୋ ପିଲା ସ୍କୁଲ ଯିବେ’

ଭୁବନେଶ୍ୱର: ଦେବଗଡ ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ‘ମୋ ପିଲା ସ୍କୁଲ ଯିବେ’ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ…

ମହଙ୍ଗା ଦରକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କ ପ୍ରୟାସ, କମିଛି ଏସବୁ ଜନିଷର ଦର : କେନ୍ଦ୍ର ମନ୍ତ୍ରୀଙ୍କ ଦାବି

ନୂଆଦିଲ୍ଲୀ : ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଲଗାତାର ଚେଷ୍ଟା କରୁଛନ୍ତି ବୋଲି ଦାବି କରି ଆସୁଛନ୍ତି । ଏପ୍ରିଲ ୧ରୁ ନୂଆ ଆର୍ଥିକ ନିୟମ ଲାଗୁ ହେବା ପରେ ଅନେକ ପରିବର୍ତ୍ତନ ଆସିଛି । ଏଥିରେ କେତେକ…

ଓଡ଼ିଶାର ସମସ୍ତ ଦୋକାନ ଓ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ, ଖିଲାପ କଲେ ଗଣିବେ ଜୋରିମାନା

ଭୁବନେଶ୍ୱର: ଏଣିକି ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ ଓଡ଼ିଆ ନାମ ଫଳକ। ରାଜ୍ୟ ସରକାର ପୁର୍ବରୁ ଏହି ନିଷ୍ପତି ନେଇଥିବା ବେଳେ ଏବେ ଏହାକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ରାଜ୍ୟ ଶ୍ରମ ଓ ରାଜ୍ୟ…

ହଠାତ୍ ଗାଏବ୍ ହୋଇଗଲା ସେନା ହେଲିକପ୍ଟର , ୧୦ରୁ ଅଧିକ ଥିଲେ !

ନୂଆଦିଲ୍ଲୀ : ଜାପାନର ସାମରିକ ହେଲିକପ୍ଟର ହଠାତ୍ ନିଖୋଜ ହୋଇଯାଇଛି । ଯାହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ଜାପାନ କୋଷ୍ଟଗାର୍ଡ ଗୁରୁବାର ହେଲିକପ୍ଟର ନିଖୋଜ ହୋଇଯାଇଥିବା ସୂଚନା ଦେଇଛନ୍ତି। ବିମାନରେ ୧୦ ଜଣ କ୍ରୁ…

କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଦଳ ମାନ୍ୟତା ପାଇବ କି ଆପ୍ ? ଏପ୍ରିଲ ୧୩ ସୁଦ୍ଧା ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଗୁଜୁରାଟ ସ୍ଥିତି ନିର୍ବାଚନ ପରେ ଆମ୍ ଆଦମୀ ପାର୍ଟି ଏକ ଜାତୀୟ ଦଳ ହୋଇପାରିଛି ବୋଲି ଦାବି କରାଯାଇଛି । କିନ୍ତୁ ତଥାପି ଏପର୍ଯ୍ୟନ୍ତ ନର୍ବାଚନ ଅୟୋଗଙ୍କ ପକ୍ଷରୁ ସେଭଳି କୌଣସି ସୂଚନା ଦିଆଯାଇନାହିଁ ।…

Hackers ଙ୍କ ଟାର୍ଗେଟରେ ସରକାରୀ ଏଜେନ୍ସି, ଆୟକର ବିଭାଗଠାରୁ ଆରମ୍ଭ କରି CRPF ପର୍ଯ୍ୟନ୍ତ

ନୂଆଦିଲ୍ଲୀ: ସୂଚନା-ଚୋରି ମାଲୱେୟାର ଯାହା ସାଧାରଣତ ଇମେଲ ମାଧ୍ୟମରେ ବିତରଣ କରାଯାଇଥାଏ। କିଛି ବର୍ଷ ପୂର୍ବେ ରେକନ ଷ୍ଟିଲର କେନ୍ଦ୍ରୀୟ ସଶସ୍ତ୍ର ବଳ ଏବଂ ଆୟକର ବିଭାଗ ସମେତ ଆଠଟି କେନ୍ଦ୍ର ସରକାରୀ ସଂସ୍ଥାକୁ…

Covid Latest News: ଗୋଟିଏ ଦିନରେ ୫ ହଜାର ନୂଆ ମାମଲା , ଜୁଲାଇରେ ଦୈନିକ ୨୦ ହଜାରରୁ ଅଧିକ ହେବେ ସଂକ୍ରମିତ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାରରୁ ଅଧିକ କୋଭିଡ ମାମଲା ରେଜିଷ୍ଟର ହୋଇଛି । ପ୍ରାୟ ୭ ମାସ ପରେ ଗୋଟିଏ ଦିନରେ ଏତେଗୁଡ଼ିଏ ମାମଲା ସାମ୍ନାକୁ ଆସିଛି । ଅନେକ ରାଜ୍ୟରେ କୋଭିଡ୍ ଗ୍ରାଫ୍ ବୃଦ୍ଧି ପାଉଛି…

ଗୁଡ ଫ୍ରାଇ ଡେ ରେ ପରସ୍ପରକୁ ଶୁଭେଚ୍ଛା ଦିଆଯାଏ ନାହିଁ କାହିଁକି ….?

ଭୁବନେଶ୍ୱର : ଏପ୍ରିଲର ପ୍ରଥମ ସପ୍ତାହରେ ପଡୁଥିବା ଶୁକ୍ରବାର କୁ ଶୁଭ ଶୁକ୍ରବାର ବା ଗୁଡ ଫ୍ରାଇ ଡେ ବୋଲି କୁହାଯାଏ । ଏହି ଦିନ ଖ୍ରୀଷ୍ଟିଆନ ଧର୍ମର ଲୋକଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ବିଶ୍ୱର ଅଧିକାଂଶ ଦେଶ ସହ…

ବୈଦେଶିକ ପାଣ୍ଠିର ଅପବ୍ୟବହାର ଅଭିଯୋଗ: Oxfam ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଳାୟ ଅକ୍ସଫାମ ଉପରେ ସିବିଆଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦେଶରୁ ଚାନ୍ଦା ନେବା ମାମଲାରେ ସଂସ୍ଥା ଉପରେ ନିୟମର ଉଲଂଘନ କରିବା ଅଭିଯୋଗ ହୋଇଥିଲା। ଯାହାର ପୁର୍ବରୁ ତଦନ୍ତ…