ଏପ୍ରିଲରେ ବ୍ୟାଙ୍କ ଛୁଟି ; ମୋଟ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ ଛୁଟି କେଉଁ ରାଜ୍ୟରେ..
ନୂଆଦିଲ୍ଲୀ : ନୂତନ ଆର୍ଥିକ ବର୍ଷ ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ମାସରେ ବ୍ୟାଙ୍କଗୁଡିକ ମୋଟ ୧୫ ଦିନ ବନ୍ଦ ରହିବ। ଏପ୍ରିଲ୍ ୨୦୨୩ ପାଇଁ ୧୫ ଦିନର ବ୍ୟାଙ୍କ ଛୁଟି ତାଲିକାରେ…