କଂଗ୍ରେସ ଡିନର ମିଟିଂରୁ ଦୁରେଇଲେ ଉଦ୍ଧବ ଠାକରେ; ୧୮ ବିରୋଧୀ ଦଳ ନେଲେ ନୂଆ ସଂକଳ୍ପ
ନୁଆଦିଲ୍ଲୀ: ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ହରାଇବା ପରେ କଂଗ୍ରେସ ଦେଶବ୍ୟାପି ବିରୋଧ ପ୍ରଦର୍ଶନ କରୁଛି। ଏହାରି ମଧ୍ୟରେ ଦେଶର ସମସ୍ତ ବିଜେପି ବିରୋଧୀ ଦଳକୁ ଏକାଠି କରି ମୋଦୀ ସରକାରଙ୍କୁ ଘେରିବାକୁ ଚେଷ୍ଟା ଯୋଜନା…