CHARIDHAM

ଅମୃତପାଲ ସିଂ ବିରୋଧରେ ପଞ୍ଜାବ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୭୮ ସମର୍ଥକ ଗିରଫ ହେଲେ; ଅନେକ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ପଞ୍ଜାବ ପୋଲିସ ଶନିବାର ଦିନ 'ୱାରିସ୍ ପଞ୍ଜାବ ଦେ' ସହ ସାମିଲ ଲୋକଙ୍କ ବିରୋଧରେ ପୁରା ରାଜ୍ୟରେ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ ଏପର୍ଯ୍ୟନ୍ତ ୭୮ ଜଣଙ୍କୁ ଗିରଫ…

ସୈନିକ ନିଯୁକ୍ତି ପାଇଁ ପର୍ଣ୍ଣ ୱେବସାଇଟ୍ ବ୍ୟବହାର କରୁଛି ଋଷ, ୟୁକ୍ରେନ ସହିତ ଯୁଦ୍ଧ ପାଇଁ ନୂତନ ପ୍ରସ୍ତୁତି

ନୂଆଦିଲ୍ଲୀ: ଋଷ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ପାଇଁ ସୈନିକ ନିଯୁକ୍ତି ପାଇଁ ପର୍ଣ୍ଣ ୱେବସାଇଟ୍ ବ୍ୟବହାର କରୁଛି। ନ୍ୟୁୟର୍କ ପୋଷ୍ଟ ରିପୋର୍ଟ କରିଛି ଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସେନା ୱାଗନର୍ ଗ୍ରୁପ୍…

ପାକିସ୍ତାନରେ ରାଜନୈତିକ ଝଡ଼: ଇମ୍ରାନ ଖାନଙ୍କ ଗେଟ୍ ଭାଙ୍ଗି ଘରେ ପଶିଲା ପୋଲିସ

ନୁଆଦିଲ୍ଲୀ: ପାକିସ୍ତାନରେ ଇମ୍ରାନ୍ ଖାନ୍‌ଙ୍କ ଗିରଫକୁ ନେଇ ରାଜନୈତିକ ହଲଚଲ ଜାରି ରହିଛି । ଏଭଳି ସମୟରେ ପାକିସ୍ତାନ ତେହେରିକ-ଇ-ଇନସାଫ ଦଳର ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତୋସାଖାନା ମାମଲାର…

‘ଭାରତକୁ ଅପମାନିତ କରି ଚୀନ୍‌ର ପ୍ରଶଂସା …’, ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କଲେ ଏସ. ଜୟଶଙ୍କର

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଲୋକସଭା ଠପ ରହିଛି। ଏହାରି ମଧ୍ୟରେ ସରକାରୀ ଦଳ ଏବଂ କଂଗ୍ରେସ ନେତା ମୁହାଁମୁହିଁ ହୋଇଛନ୍ତି । ବିଦେଶ ମନ୍ତ୍ରୀ ଏସ୍.…

୬ ସମର୍ଥକଙ୍କ ସହିତ ଅମୃତପାଲ ସିଂ ଗିରଫ, ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ପଞ୍ଜାବରେ ଇଣ୍ଟରନେଟ୍ ବନ୍ଦ

ନୂଆଦିଲ୍ଲୀ: ଚର୍ଚ୍ଚିତ ଖଲିସ୍ଥାନୀ ସମର୍ଥକ ଅମୃତପାଲ ସିଂହକୁ ପଞ୍ଜାବ ପୋଲିସ ଗିରଫ କରିଛି। ଜଳନ୍ଧର ମେହତପୁର ଅଞ୍ଚଳରୁ ୬ ସମର୍ଥକଙ୍କ ସହିତ ଅମୃତପାଲକୁ ଗିରଫ କରିଛି ପୋଲିସ। ଅମୃତପାଲକୁ ଗିରଫ କରିବା ପରେ ରାଜ୍ୟରେ…

ପଶ୍ଚିମା ଝଡ଼ ପ୍ରଭାବ: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କେତେକ ଅଞ୍ଚଳରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାଜ୍ୟରେ ପଶ୍ଚିମା-ଝଡ଼ର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଜୁଳି, ଘଡ଼ଘଡ଼ି, କୁଆପଥର ସହ ପ୍ରବଳ ବର୍ଷା ଏବଂ ଘଂଟା ପ୍ରତି ୪୦ ରୁ ୫୦…

ପୁଣି କମ୍ପିଲା ପୃଥିବୀ : ଆସାମରେ ଭୂକମ୍ପ ଝଟକା, ୨ ଦିନ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡରେ ଦ୍ୱିତୀୟ ଭୂକମ୍ପ , ତୀବ୍ରତା ୫.୦

ଆସାମ : ଆଜି ସକାଳେ ଉତ୍ତର-ପୂର୍ବ ଆସାମରେ ଭୂକମ୍ପ ଅନୁଭୂତ ହୋଇଛି। ଆସାମର ଦକ୍ଷିଣ ଜୋରହାଟରେ ସକାଳ ପ୍ରାୟ ୯:୦୩ ରେ କମ୍ପନ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର…

ହେଲମେଟ୍ ପିନ୍ଧିଥିଲେ ମୋ ଭଉଣୀ ବଞ୍ଚିଥାନ୍ତା , ସଡକ ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ, ଶୁଦ୍ଧିକ୍ରିୟାରେ ପରିବାର ବାଣ୍ଟିଲେ ୪୦ଟି ହେଲମେଟ

ନୂଆଦିଲ୍ଲୀ : ସରକାର ଏବଂ କୋର୍ଟ ହେଲମେଟ ଉପରେ ଅନେକ କଠୋର ନିୟମ ଲାଗୁ କରିଛନ୍ତି । କୋର୍ଟ ବର୍ତ୍ତମାନ ହେଲମେଟକୁ ବାଧ୍ୟତାମୂଳକ କରିଛନ୍ତି । ବାଇକ ଚାଳକ ଏବଂ ବାଇକ୍ ପଛରେ ବସିଥିବା ଲୋକଙ୍କ ପାଇଁ ହେଲମେଡ୍…

Coronavirus Source : ବାଦୁଡି ନୁହେଁ, ଏହି ପ୍ରାଣୀ ଠାରୁ ବ୍ୟାପିଥିଲା କରୋନା! ଚୀନ୍ ବୈଜ୍ଞାନିକଙ୍କ ବଡ ଦାବି, ତଥ୍ୟ ପ୍ରକାଶ

ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି । କେଉଁ ଦେଶ ଏବଂ କେଉଁ ପ୍ରାଣୀ ଠାରୁ କରୋନା ଭୂତାଣୁ ବିସ୍ତାର ହୋଇଛି ସେନେଇ ବିତର୍କ ଜାରି ରହିଛି। ଏହା ପୂର୍ବରୁ ବାଦୁଡି…

ବିଦେଶରୁ ମିଳିଥିବା କୋଟି କୋଟି ଟଙ୍କା ଉପହାର କୁଆଡେ ଗଲା? ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଆଇନ ଉଲ୍ଲଂଘନ ଅଭିଯୋଗ

ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାରକୁ ବିଦେଶୀ ରାଷ୍ଟ୍ରରୁ କୋଟି କୋଟି ଟଙ୍କାର ଉପହାର ମିଳିଥିଲା । ଟ୍ରମ୍ପଙ୍କ ପରିବାରକୁ ଭାରତ ସମେତ ଅନ୍ୟାନ୍ୟ ରାଷ୍ଟ୍ରରୁ ୧୦୦ ରୁ…