COVID-19 in India : ଭାରତରେ ପୁଣି କରୋନା ସଂକ୍ରମଣରେ ବୃଦ୍ଧି, ୧୧୩ ଦିନ ପରେ ୫୦୦ରୁ ଅଧିକ ମାମଲା ଚିହ୍ନଟ
ନୂଆଦିଲ୍ଲୀ : କରୋନା ଭାଇରସ୍ କୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଭାରତରେ କରୋନା ଭାଇରସ୍ ଚିହ୍ନଟ କରାଯାଇଛି । ୧୧୩ ଦିନ ପାରେ ପ୍ରାୟ ଶହରୁ ଅଧିକ ରୋଗୀ ଚିହ୍ନଟ କରାଯାଇଛି ।…