CHARIDHAM

ଅଡୁଆରେ ‘ଭାରତ ମ୍ୟାଟ୍ରିମୋନି’ ; ହୋଲି ଭିଡିଓକୁ ନେଇ ବଏକଟ୍ ଅପିଲ

ନୂଆଦିଲ୍ଲୀ : ଅନଲାଇନ୍ ରିଲେସନସିପ୍ ୱେବସାଇଟ୍ 'ଭାରତ ମ୍ୟାଟ୍ରିମୋନି' ହୋଲିରେ ଟ୍ୱିଟରରେ ଏଭଳି ଭିଡିଓ ପୋଷ୍ଟ କରିଛି ଯାହାକୁ ନେଇ ଏକ ବିତର୍କ ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ବିରୋଧ…

ଆସନ୍ତା ୨୬ରେ ଓଡିଶା ଆସିବେ ଅମିତ୍ ଶାହା, ଧାମନଗରରେ ହେବ ବିଜେପିର ମହାସଭା

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ଅମିତ୍ ଶାହା ଦିନିକିଆ ଓଡିଶା ଗସ୍ତରେ ଆସିବେ । ଧାମନଗରରେ ଏକ ବିଶାଳ ସଭାର ଆୟୋଜନ କରାଯିବ । ସେହି ସଭାରେ ଉଦବୋଧନ ଦେବା ପାଇଁ ଅମିତ ଶାହା ଓଡିଶାଗସ୍ତରେ ଆସିବେ । ସଭା ପୂର୍ବରୁ ସେ…

ଆରମ୍ଭ ହେଲା ମିଶ୍ରଣ ପର୍ବ ; ବିଜେପିରେ ମିଶିଲେ ଅଭିନେତ୍ରୀ ଜିନା , ସ୍ୱାମୀ ରୁଦ୍ର

ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଦଳକୁ ସୁଦୃଢ କରିବା ପାଇଁ ଦଳୀୟ ସୁପ୍ରିମୋମାନେ ମଙ୍ଗ କଶିବା ଆରମ୍ଭ କରି ସାରିଲେଣି । ତେବେ ରାଜ ନୀତି ସରଗରମ ଥିବା ବେଳେ ଏହି ଋତୁରେ ଏକ ପର୍ବ…

ED Raid : ଲାଲୁ ଯାଦବ ଝିଅ ଓ ପୁଅ ଘରୁ ବାହାରିଲା ୭୦ ଲକ୍ଷ ଟଙ୍କା ଓ ୨ କେଜି ସୁନା…. ଆଉ କ’ଣ କ’ଣ ମିଳିଲା ଜାଣନ୍ତୁ

ନୂଆଦିଲ୍ଲୀ : ଆରଜେଡି ସଭାପତି ଲାଲୁ ଯାଦବଙ୍କ ଘର କାର୍ଯ୍ୟାଳୟ ସମେତ ତାଙ୍କ ଜ୍ଞାତିକୁଟୁମ୍ବଙ୍କ ଘରେ ଏକାକାଳୀନ ଚଢଉ ଜାରି ରହିଛି । ଯାଦବଙ୍କ ସାନ ପୁଅ ଏବଂ ବିହାରର ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କ ସମେତ ଲାଲୁଙ୍କ…

ସ୍ୱାମୀ ଶରୀରରେ ନିଜ ଟାଟୁ ଦେଖି କାହିଁକି ରାଗିଲେ ମହିଳା ….

ନୂଆଦିଲ୍ଲୀ : ଆଜିକାଲି ଟାଟୁ କରି ପ୍ରେମ ଦେଖାଇବା ଅତି ସାଧାରଣ କଥା ହୋଇଗଲାଣି । ପୂର୍ବରୁ ମଧ୍ୟ ଆମ ଜେଜେମା-ବାପାଙ୍କ ଅମଳରେ ସେମାନେ ବି ଟାଟୁ କରୁଥିଲେ ବା ଚିତା କୁଟାଉଥିଲେ । ନିଜ ନାଁ ହାତରେ ଲେଖୁଥିଲେ ବା ନିଜର…

ଶ୍ରୀ କ୍ଷେତ୍ରରେ ପୁଣି ନିଆଁ ; ରେଳ ଷ୍ଟେସନ ଆଶ୍ରମ ଛକରେ ହୁତୁହୁତୁ ଜଳୁଛି

ପୁରୀ : ଶ୍ରୀକ୍ଷେତ୍ରରେ ଲିଭୁନି ନିଆଁ । ସପ୍ତାହ ମଧ୍ୟରେ ଥରେ କି ଦୁଇ ଥର ନୁହେଁ, ବାରମ୍ବାର ଅଗ୍ନିକାଣ୍ଡ ଘଟୁଛି । ଗୋଟିଏ ଅଗ୍ନିକାଣ୍ଡର ଧୂଆଁ ଥମି ନଥିବା ବେଳେ ଏବେ ଆଉ ଗୋଟେ ଅଗ୍ନିକାଣ୍ଡର ଧୂଆଁ ପୁରୀ ସହରରକୁ…

ଏକ ବର୍ଷର ଶିଶୁ ମସ୍ତିଷ୍କରେ ଭ୍ରୁଣ, ବାହାରିବ କିପରି…. ଡାକ୍ତରମାନେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଡାକ୍ତରୀ ବିଜ୍ଞାନରେ ଅନେକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଥାଏ । ସେହିପରି ଆଉ ଏକ ମାମଲା ସାମ୍ନାକୁ ଆସିଛି ଯାହା ସମଗ୍ର ଚିକିତ୍ସା ଜଗତକୁ ଆଶ୍ଚର‌୍ୟ୍ୟ କରି ଦେଇଛି। ଏହି ଘଟଣାଟି ଚୀନରେ ଘଟିଛି । ଏକ…

Business Idea : କମ୍ ବିନିଯୋଗରେ ଆରମ୍ଭ କରନ୍ତୁ ବ୍ୟବସାୟ , ପ୍ରତି ମାସରେ ୫୦ ହଜାର ଟଙ୍କା ରୋଜଗାର !

ନୂଆଦିଲ୍ଲୀ : ଆଜି ଆମେ ଆପଣଙ୍କୁ ଏପରି ବ୍ୟବସାୟ ବିଷୟରେ କହୁଛୁ ଯାହାକୁ ଆପଣ ସହର କିମ୍ବା ଗାଁର ଯେକୌଣସି ଠାରେ ଆରମ୍ଭ କରିପାରିବେ । ଏହାର ନିଶ୍ଚିତ ଭାବରେ ସଫଳତା ହାସଲ କରିପାରିବେ । କେବଳ ଏତିକି ନୁହେଁ, ବର୍ଷସାରା…

ମୁଖାଗ୍ନି ପୂର୍ବରୁ ବାପା ମୁହଁରେ ମଦ ଢାଳିଲା ପୁଅ, ତାପରେ ଦେଲା ନିଆଁ….

ସମ୍ବଲ : ମୃତ୍ୟୁ ବେଳେ ମୁହଁରେ ତୁଳସୀ ଜଳ ବା ନିର୍ମାଲ୍ୟ ଦିଆଯାଏ । ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଏ । କିନ୍ତୁ ମୁଖାଗ୍ନି ପୂର୍ବରୁ ମୁହଁରେ ମଦ ଦେବା କେବେ ଶୁଣିଛନ୍ତି କି? ଆଜ୍ଞା ହଁ ଏଭଳି ଏକ ଘଟଣା ଘଟିଛି ୟୁପିର…

ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ମୂଲ୍ୟାଙ୍କନ ଓ ମାନ୍ୟତା ପ୍ରଦାନରେ ବିସଙ୍ଗତି ପ୍ରସଙ୍ଗ: ସ୍ପଷ୍ଟୀକରଣ ରଖିଲା NAAC

ଜାତୀୟ ମୂଲ୍ୟାଙ୍କନ ଏବଂ ମାନ୍ୟତା ପରିଷଦ (ନାକ୍‌) ଦ୍ବାରା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ମାନ୍ୟତା ପ୍ରଦାନ କରାଯିବା କ୍ଷେତ୍ରରେ କେତେକ ବିସଙ୍ଗତିକୁ ନେଇ ନିକଟରେ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ଏ…