ଋଷ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ନିର୍ବାଚନୀ ବିଜୟକୁ ନେଇ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ବର୍ଷ ଅତିକ୍ରମ କରିଥିଲେ ବି ତାହା ବନ୍ଦ ହେବାର ନାଁ ନେଉ ନାହିଁ। ଯାହାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ଆଉ ଏହା ଭିତରେ ଆଜି ଋଷ ରାଷ୍ଟ୍ରପତି…

(Video)’ମତେ ‘କିଙ୍ଗ କୋହଲି’ ବୋଲି ଡାକନ୍ତୁ ନାହିଁ, just call me Virat’…ପ୍ରଶଂସକଙ୍କୁ ବିରାଟଙ୍କ…

ନୂଆଦିଲ୍ଲୀ: 'କିଙ୍ଗ କୋହଲି' ନକହିବାକୁ ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲି। ଗତକାଲି ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି…

ବିଜେଡି-ବିଜେପି ମେଣ୍ଟକୁ ନେଇ ଅମିତ ଶାହାଙ୍କ ବଡ଼ ବୟାନ: ‘କିଛି ବି ହେଇପାରେ…

ଓଡ଼ିଶା ଭାସ୍କର: ପୁଣି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଆରମ୍ଭ ହେବା ଭିତରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେପି ଚାଣକ୍ୟ ବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ମେଣ୍ଟ ପ୍ରସଙ୍ଗକୁ ନେଇ ଏକ ପ୍ରଶ୍ନରେ ଶାହା କହିଛନ୍ତି,…

IPL ପୂର୍ବରୁ ନାମ ପରିବର୍ତ୍ତନ କଲା RCB: ”ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର” ରୁ ହେଲା ”ରୟାଲ ଚ୍ୟାଲେଞ୍ଜର୍ସ…

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ପୂର୍ବରୁ "ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର' (ଆରସିବି) ମଙ୍ଗଳବାର ଦିନ ଫ୍ରାଞ୍ଚାଇଜ୍ ନାମରେ ପରିବର୍ତ୍ତନ ଘୋଷଣା କରିଛି। ବାଙ୍ଗାଲୋର ଭିତ୍ତିକ…

ବିଜୟ ଅମୃତ କୁଲାଙ୍ଗେ ହେଲେ ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ

ଓଡ଼ିଶା ଭାସ୍କର: ୨୦୧୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ପୂର୍ବତନ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କୁ ମିଳିଲା ବଡ଼ ଦାୟିତ୍ୱ । ତାଙ୍କୁ ଆଜି ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ…

ଘରୁ ପଦାକୁ ବାହାରିବାକୁ ଡରୁଛନ୍ତି ଲୋକେ: କୁକୁର କାମୁଡ଼ାରେ ୧୬୬ ଜଣ ଆହତ!

ଓଡ଼ିଶା ଭାସ୍କର: ବଣାଇ ଅଞ୍ଚଳରେ ଦେଖିବାକୁ ମିଳିଛି ବିଚିତ୍ର ଘଟଣା। ଉକ୍ତ ଅଞ୍ଚଳରେ ପାଗଳ କୁକୁର ଆତଙ୍କ ଖେଳାଇଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ କୁକୁର କାମୁଡ଼ାରେ ୧୬୬ ଜଣ ଆହତ ହୋଇଥିବା ଜଣାପଡିଛି।…

କାହିଁକି ସୋସିଆଲ ମିଡ଼ିଆରେ ‘ହାର୍ଟ ବ୍ରେକିଙ୍ଗ୍’ ଷ୍ଟୋରୀ ସେୟାର କଲେ ସୂର୍ଯ୍ୟକୁମାର ଯାଦବ?

ନୂଆଦିଲ୍ଲୀ: ଶୁକ୍ରବାର ଅର୍ଥାତ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ୨୦୨୪ ଆଇପିଏଲ ମହାକୁମ୍ଭ। ଯାହାକୁ ନେଇ ସମସ୍ତ କ୍ରୀଡ଼ାପ୍ରେମୀମାନେ ବେଶ ଉତ୍ସାହିତ ରହିଛନ୍ତି। ଅପରପକ୍ଷେ ମ୍ୟାଚରେ ଯୋଗଦେବାକୁ ଥିବା ୧୦ଟି ଦଳ…

ନିର୍ବାଚନ ପୂର୍ବରୁ ପୁଣି କଂଗ୍ରେସକୁ ବଡ଼ ଝଟକା: ଦଳରୁ ଇସ୍ତଫା ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଓଡ଼ିଶା ଭାସ୍କର: ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ରାଜ୍ୟ କଂଗ୍ରେସକୁ ବଡ଼ ଝଟକା । ଦଳରୁ ଇସ୍ତଫା ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ। ବର୍ତ୍ତମାନ ସେ କଂଗ୍ରେସର ସବୁ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ…

ତାମିଲନାଡୁରେ ମେଣ୍ଟ ପାଇଁ ଭାଗବଣ୍ଟା ଶେଷ: ପିଏମ୍‌କେକୁ ୧୦ଟି ଆସନ ଦେଲା ବିଜେପି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାମିଲନାଡୁ ପଟ୍ଟାଲି ମକ୍କାଲ କାଟ୍‌ଚି (ପିଏମକେ) ଭାଜପା ସହ ମେଣ୍ଟ କରିବାକୁ ଗତକାଲି ଘୋଷଣା କରିଥିଲା। ଆଉ ଆଜି ଉଭୟ ଦଳ ମଧ୍ୟରେ ଆସନ ଭାଗବଣ୍ଟା ଶେଷ ହୋଇଛି। ମେଣ୍ଟ…

Car କୁ ବଦଳାଇ ହେଲିକ୍ୟାପ୍ଟର ଭଳି ଯୁବକ ପ୍ରସ୍ତୁତ କରୁଥିଲେ “କାର କ୍ୟାପ୍ଟର”, ଥାନାକୁ ଜବତ କରି ନେଲା ପୋଲିସ

ଉତ୍ତରପ୍ରଦେଶ: ଆମ୍ବେଦକର ନଗର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଘଟଣା। ସୋମବାର ଏକ 'କାର କ୍ୟାପ୍ଟର' ଜବତ କରି ଥାନାକୁ ନେଇଛି ଆମ୍ବେଦକର ନଗର ପୋଲିସ। ଯାହାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ଦେଖିବାକୁ…