ଦିଶାଙ୍କ ଘରକୁ ଗୁଳି ଘଟଣା, ଏନକାଉଣ୍ଟରରେ ୨ ଜଣଙ୍କ ମୃତ୍ୟୁ, ତୁରନ୍ତ ଆକ୍ସନ ପାଇଁ ଯୋଗୀ ଦେଇଥିଲେ ନିର୍ଦ୍ଦେଶ
ଉତ୍ତରପ୍ରଦେଶ: ବଲିଉଡ୍ ଅଭିନେତ୍ରୀ ଦିଶା ପଟାନିଙ୍କ ବରେଲିରେ ଥିବା ଘରେ ଗୁଳି ଚଳାଇଥିବା ଦୁଇ ଜଣଙ୍କୁ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ। ସ୍ପେଶାଲ୍ ଟାସ୍କ ଫୋର୍ସ () ସହିତ ଏନକାଉଣ୍ଟରରେ ଉଭୟ ଆହତ ହୋଇଥିଲେ ଏବଂ…