GST Council Meeting:ହେଲଥ ଇନସ୍ୟୁରାନ୍ସରେ ମିଳିବ ଆଶ୍ୱସ୍ତି, ଲଗଜରି ଇଲେକ୍ଟ୍ରି ଗାଡ଼ିରେ ବଢ଼ିବ ଟ୍ୟାକ୍ସ
ନୂଆଦିଲ୍ଲୀ: ଜିଏସଟି ପରିଷଦ କରଦାତାଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେବାକୁ ପ୍ରସ୍ତୁତ ହେଉଛି। ରିପୋର୍ଟ ଅନୁଯାୟୀ ପରିଷଦ ବୀମା ପଲିସି ଉପରେ ଜିଏସଟି ହାର ହ୍ରାସକୁ ଅନୁମୋଦନ କରିପାରେ, ଯାହା ଦ୍ୱାରା ସ୍ୱାସ୍ଥ୍ୟ ଏବଂ ଜୀବନ…