fbpx

ଆଲୁମିନିୟମ ଫଏଲରେ କାହିଁକି ଆସିଥାଏ ଔଷଧ, ଜାଣନ୍ତୁ କାରଣ

ଓଡ଼ିଶା ଭାସ୍କର: ସାଧାରଣତଃ ସ୍ୱାସ୍ଥ୍ୟ ଖରାପ ହେଲେ ବ୍ୟକ୍ତି ବିଭିନ୍ନ ପ୍ରକାର ଔଷଧର ସେବନ କରିଥାଏ । ଏହି ଔଷଧ ଗୁଡ଼ିକ ବିଭିନ୍ନ ପ୍ରକାର କେମିକାଲରେ ତିଆରି ହୋଇଥାଏ । ସେଥିପାଇଁ ଅନେକ ଔଷଧ ପ୍ୟାକେଟରେ ଲେଖା ହୋଇଥାଏ…

କେଉଁ ବ୍ୟକ୍ତିଙ୍କ ଚରଣ ସ୍ପର୍ଶ କରିବା ଉଚିତ, ଜାଣନ୍ତୁ କ’ଣ କହୁଛି ଶାସ୍ତ୍ର ?

ହିନ୍ଦୁ ଧର୍ମରେ ବଡ଼ମାନଙ୍କ ପାଦ ଛୁଇଁ ଆର୍ଶୀବାଦ ନେବା ପ୍ରଚୀନ ପରମ୍ପରା ଅଟେ । ଏହା ସେମାନଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧାକୁ ଦର୍ଶାଇଥାଏ । କିନ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଲେକଙ୍କ ପାଦ ଛୁଇଁ ଆର୍ଶୀବାଦ ନେବା…

ଢ଼ାକାରେ ଏକ ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ, ୪ ଜୀବନ୍ତ ଦଗ୍ଧ

ଢ଼ାକା: ଢ଼ାକା: ବାଂଲାଦେଶରେ ନିର୍ବାଚନ ପୂର୍ବରୁ ଶୁକ୍ରବାର ହିଂସାକାଣ୍ଡ ଦେଖିବାକୁ ମିଳିଛି । ବାଂଲାଦେଶର ରାଜଧାନୀ ଢ଼ାକା ସ୍ଥିତ ଗୋପିବାଗ ଅଂଚଳରେ ବେନାପୋଲ ଏକ୍ସପ୍ରେସ ଯାତ୍ରୀବାହୀ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ…

ଶ୍ରୀ ଦାଣ୍ଡ ଓ ଶ୍ରୀ ସେତୁ ନିକଟରେ ହେବ ବିଶ୍ୱସ୍ତରୀୟ ଭେଣ୍ଡିଂ ଜୋନ୍

ଭୁବନେଶ୍ୱର: ଶ୍ରୀ ଦାଣ୍ଡ ଓ ଶ୍ରୀ ସେତୁ ନିକଟରେ ବିଶ୍ୱସ୍ତରୀୟ ଭେଣ୍ଡିଂ ଜେନ୍ ହେବା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ପୂର୍ତ୍ତ ସଚିବଙ୍କ ସହ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ…

ଶ୍ୱାତି ମାଲିୱାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରିଛି ‘ଆପ୍’, ଜାଣନ୍ତୁ ତାଲିକାରେ ଆଉ କାହାର ନାଁ ଅଛି ସାମିଲ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ଶ୍ୱାତି ମାଲିୱାଲଙ୍କୁ ଆମ ଆଦମୀ ପାର୍ଟି(ଆପ୍) ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ମନୋନିତ କରିଛି । ଶ୍ୱାତି ପ୍ରଥମ ଥର ପାଇଁ ରାଜ୍ୟସଭା ସଦସ୍ୟ ହେବେ । ସେହିପରି ଦଳର…

ସୋମାଲିଆ ନିକଟରେ ପୁଣି ହାଇଜ୍ୟାକ୍ ହେଲା ଜାହାଜ, ଭାରତୀୟ ନୌସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଆରବ ସାଗରର ସୋମାଲିଆ ତଟ ନିକଟରେ ଏକ ଜାହାଜକୁ ହାଇଜ୍ୟାକ୍ କରାଯାଇଥିବା ସୂଚନା ମିଳିଛି । ହାଇଜ୍ୟାକ୍ ହୋଇଥିବା ଜାହାଜର ନାମ ‘MV Lila Norfolk’ ବୋଲି ଜଣାପଡ଼ିଛି । ଏହି ଜାହାଜରେ ୧୫ ଭାରତୀୟ କ୍ରୁ…

ଜିଓ ଫାଇବର ଉପରେ BMCର ୫୦ ହଜାର ଜୋରିମାନା

ଭୁବନେଶ୍ୱର: ରାଜଧାନୀର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର ଦ୍ୱାରା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବାର ନଜିର ରହିଛି । ଏହି ପରିପ୍ରେକ୍ଷିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଲଗାଯାଇଥିବା…

ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ…ପୋଲିସ କର୍ମୀଙ୍କ ପାଖରେ ନଥାଏ ବନ୍ଧୁକ !

ଓଡ଼ିଶା ଭାସ୍କର: ଦୁନିଆରେ ଦିନକୁ ଦିନ ଅପରାଧ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଅନେକ ସମୟରେ ଲୋକମାନେ ଭୟଭୀତ ରହିଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱରେ ଏପରି ଏକ ସ୍ଥାନ ରହିଛି…

ଏହି କମ୍ପାନୀରେ ରହିଛି ଅଜବ ନିୟମ, ମଶା ଓ ମାଛିଙ୍କ ଆତ୍ମା ପାଇଁ କରାହୁଏ ଶାନ୍ତି ପ୍ରାର୍ଥନା !

ଓଡ଼ିଶା ଭାସ୍କର: କଥାରେ ଅଛି ଘୋଡ଼ା ଯଦି ଘାସ ସହ ବନ୍ଧୁତା କରିବ ତେବେ ଖାଇବ କ’ଣ ? ବିଶ୍ୱରେ ଏପରି ଅନେକ କମ୍ପାନୀ ରହିଛି ଯେଉଁମାନେ ମଶା, ମାଛି ଭଳି ଅନ୍ୟ କୀଟକୁ ନେଇ ବ୍ୟବସାୟ କରିଥାନ୍ତି । ଏବଂ ଏପରି କମ୍ପାନୀ ଯଦି…

‘ଡୋନେଟ୍ ଫର୍ ଦେଶ’ରେ କମ ପାଣ୍ଠି ଯୋଗାଡ଼ ନେଇ କଂଗ୍ରେସ କ୍ଷୁବ୍ଧ, ପ୍ରୟାସ ଜାରି କରିବା ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଳୀ: କଂଗ୍ରେସର ‘ଡୋନେଟ୍ ଫର୍ ଦେଶ’ ଅଭିଯାନର ଉଦ୍ଦେଶ୍ୟ ବିଫଳ ହେବା ନେଇ ସମ୍ଭାବନା ଦେଖା ଦେଇଛି । ଏନେଇ କଂଗ୍ରେସ ଅସନ୍ତୁଷ୍ଟ ଥିବା ଜଣା ପଡ଼ିଛି । ତେଣୁ ଦଳର ନେତା, କର୍ମକର୍ତ୍ତା ଏବଂ ସାଧାରଣ ଜନତାଙ୍କୁ…