ଦିଲ୍ଲୀର ଏକ କାର ଶୋ’ରୁମ୍ ଉପରେ ଦୁର୍ବୃତ୍ତଙ୍କ ଗୁଳିମାଡ଼, ପୋଲିସର ତଦନ୍ତ ଜାରି

ନୂଆଦିଲ୍ଲୀ: ନୂଆଦିଲ୍ଲୀର ତିଲକ ନଗର ଅଞ୍ଚଳରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି । କିଛି ଦୁର୍ବୃତ୍ତମାନେ ଏକ କାର ଶୋ’ରୁମ ଉପରେ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ସୂଚନା ପାଇ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି…

ମଙ୍ଗଳବାର ମାଙ୍କଡ଼ଙ୍କୁ ଦିଅନ୍ତୁ ଏହି ଜିନିଷ, ଦୂରେଇ ଯିବ ଆର୍ଥିକ ସଂକଟ ଅଟକିଥିବା କାମରେ ମିଳିବ ସଫଳତା

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ସପ୍ତାହର ୭ଟି ଦିନ ବିଶେଷ ଦେବୀ ଦେବତାଙ୍କୁ ସମର୍ପିତ । ମଙ୍ଗଳବାର ଦିନ ସଙ୍କଟ ମୋଚନ ହନୁମାନଙ୍କୁ ସମର୍ପିତ । ଏହି ଦିନ ପବିତ୍ର ମନରେ ପ୍ରଭୁଙ୍କ ବ୍ରତ ଏବଂ ପୂଜାର୍ଚ୍ଚନା କଲେ…

ଜେଲରୁ କିଛି ଘଣ୍ଟା ପାଇଁ ବାହାରକୁ ଆସିଥିଲେ ହେମନ୍ତ ସୋରେନ୍, ନୂଆ ଲୁକକୁ ନେଇ ଚର୍ଚ୍ଚା

ରାଞ୍ଚି: ଝାଡ଼ଖଣ୍ଡରେ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ବିର୍ସା ମୁଣ୍ଡା ଜେଲରୁ ବାହାରିଛନ୍ତି । ସୋମବାର ହାଇକୋର୍ଟଙ୍କ ଆଦେଶାନୁସାରେ ପୋଲିସ ହେପାଜତରେ କିଛି ଘଣ୍ଟା ପାଇଁ…

ଦେଶରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଉଦ୍ୟୋଗ, ବର୍ତ୍ତମାନ ସୁଦ୍ଧା ୧.୮୫ ଲକ୍ଷ କମ୍ପାନୀ ପଞ୍ଜିକୃତ

ନୂଆଦିଲ୍ଲୀ: ଦେଶରେ ଉଦ୍ୟୋଗ, ଶିଳ୍ପସ୍ତର ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଉଦ୍ୟୋଗୀ ଏବଂ କମ୍ପାନୀଗୁଡ଼ିକ ସଫଳତା ହାସଲ କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ଏକ ବିଜ୍ଞପ୍ତିରୁ ପ୍ରକାଶ ପାଇଛି ।…

ଜେଟ୍ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଆଶ୍ୱସ୍ତି, ମନି ଲଣ୍ଡରିଂ ମାମଲାରେ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ

ମୁମ୍ବାଇ: ଜେଟ୍ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ମୁମ୍ବାଇ ଅଦାଲତରୁ ମିଳିଲା ଆଶ୍ୱସ୍ତି । ମନି ଲଣ୍ଡରିଂ ମାମଲାରେ ନରେଶଙ୍କୁ ୨ ମାସ ମଧ୍ୟବର୍ତ୍ତୀକାଳୀନ ଜାମିନ୍ ପ୍ରଦାନ କରିଛନ୍ତି ମୁମ୍ବାଇ ହାଇକୋର୍ଟ ।…

ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହଳଦୀ ତେଲ, ଜାଣନ୍ତୁ ଏହାର ମାଲିଶ ଦ୍ୱାରା କ’ଣ ମିଳିଥାଏ ଲାଭ ?

ଓଡ଼ିଶା ଭାସ୍କର: ଆୟୁର୍ବେଦରେ ହଳଦୀକୁ ଅନେକ ରୋଗର ସମସ୍ୟାକୁ ଦୂର କରିବା ପାଇଁ ବ୍ୟବହାର କରାଯାଏ । ଏହାର ସାଇଣ୍ଟିଫିକ୍ ନାମ ହେଉଛି ‘କର୍କୁ୍ୟମା ଲୋଙ୍ଗା’ । ଭିଟାମିନ୍ C, ଭିଟାମିନ୍ B6 ସହ ଏଣ୍ଟି ଆଲର୍ଜିକ, ଏଣ୍ଟି…

ଭେଟେରାନ୍ ଅଭିନେତ୍ରୀ ଶବାନା ଆଜମୀଙ୍କୁ ସମ୍ମାନଜନକ ‘ଫ୍ରିଡମ୍ ଅଫ୍ ଦି ସିଟି ଅଫ୍ ଲଣ୍ଡନ’ ପୁରସ୍କାର, ୟୁକେ ଏସିଆନ୍ ଫିଲ୍ମ ମହୋତ୍ସବରେ ହେବେ…

ନୂଆଦିଲ୍ଲୀ: ବଲିଉଡ୍ ଇଣ୍ଡଷ୍ଟ୍ରିର ୯୦ ଦଶକର ଭେଟେରାନ୍ ଅଭିନେତ୍ରୀ ଶବାନା ଆଜମୀ । ସେ ନିଜ ବଳିଷ୍ଠ ଅଭିନୟ ପାଇଁ ବେଶ ପରିଚିତ । ତାଙ୍କ ନିକ୍ଷୁଣ ଅଭିନୟର ଜାଦୁ ଏବେ ବି ଦର୍ଶକ ଭୁଲି ପାରିନାହାଁନ୍ତି । ଚଳିତ ବର୍ଷ…

ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ‘ସପା’ର ବଡ଼ ନିଷ୍ପତ୍ତି, ୟୁପିର ନୂତନ ପ୍ରଦେଶ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବେ ଶ୍ୟାମ ଲାଲ ପାଲ

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ସମାଜବାଦୀ ପାର୍ଟି ବଡ଼ ନିଷ୍ପତ୍ତି ନେଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ଆଦେଶାନୁସାରେ ଶ୍ୟାମ ଲାଲ ପାଲଙ୍କୁ ଉତ୍ତର ପ୍ରଦେଶର ନୂତନ…

‘ଚନ୍ଦୁ ଚମ୍ପିଆନ୍’ ଟ୍ରେଲରକୁ ନେଇ ଅପଡେଟ୍ ଦେଲେ କାର୍ତ୍ତିକ, ଇନଷ୍ଟାଗ୍ରାମରେ ଶେୟାର କଲେ ଡବିଂର ଝଲକ

ମୁମ୍ବାଇ: ବଲିଉଡ଼ର ଯୁବ ଷ୍ଟାର ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ସେ ତାଙ୍କ ଷ୍ଟାଇଲ୍ ଏବଂ ଅଭିନୟ ପାଇଁ ସବୁବେଳେ ଲାଇମ୍ ଲାଇଟରେ ରହି ଆସିଛନ୍ତି । ଫିଲ୍ମରେ ତାଙ୍କର ନିଆରା ଅନ୍ଦାଜ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ…

ଆମେଥିରୁ ମିଳିନା ନାହିଁ ଟିକେଟ୍, ସୋସିଆଲ ମିଡିଆରେ ଭାବପୂର୍ଣ୍ଣ ପୋଷ୍ଟ ଶେୟାର କଲେ ରବର୍ଟ ଭଦ୍ରା

ନଆଦିଲ୍ଲୀ: ନିର୍ବାଚନକୁ ନେଇ ଆମେଥିର ରାଜନୈତିକ ମାହୋଲ ବେଶ୍ ସରଗରମ ରହିଛି । ଆମେଥିରୁ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ କଂଗ୍ରେସ ଟିକେଟ ଦେବା ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଥିଲା ।…