ଟାଇପ୍ ୨ ଡାଇବେଟିସ୍ ପାଇଁ ଲାଭଦାୟକ ଏହି ପତ୍ର, ନିୟମିତ ଚୋବାଇ ଖାଇଲେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ
ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନିୟମିତ ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନିମନ୍ତ୍ରଣ ଦେଉଛି । ଏମିତିରେ ଡାଇବେଟିସ୍ ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି । ଛୋଟ…