ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ମାଓ ମୁକାବିଲା ନେଇ ସମୀକ୍ଷା

ଭୁବନେଶ୍ୱର: ଦିନକୁ ଦିନ ନକ୍ସଲ ଏବଂ ମାଓବାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବାବେଳେ ଓଡ଼ିଶା ପୋଲିସ ପକ୍ଷରୁ ଗରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଛି । ନକ୍ସଲ- ମାଓ ଦମନ ନେଇ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଡିଜି…

ରାମ ନବମୀରେ ରାମଲଲାଙ୍କ ହେବ ସୂର୍ଯ୍ୟ ତିଲକ, ଜାଣନ୍ତୁ ଗର୍ଭଗୃହ ଭିତରେ କେତେ ସମୟ ପର୍ଯ୍ୟନ୍ତ ରହିବ ସୂର୍ଯ୍ୟ କିରଣ ?

ଲକ୍ଷ୍ନୌ: ଚଳିତ ବର୍ଷ ଏପ୍ରିଲ ୧୭ରେ ପବିତ୍ର ରାମ ନବମୀ ଉତ୍ସବ ପାଳନ ହେବ । ତେବେ ଅଯୋଧ୍ୟାରେ ପ୍ରଥମ ଥର ପାଇଁ ରାମ ନବମୀ ଉତ୍ସବ ପାଳନକୁ ନେଇ ଲୋକମାନେ ବେଶ ଉତ୍ସାହିତ ଅଛନ୍ତି । ଏଥିପାଇଁ ଶ୍ରୀରାମ ଜନ୍ମଭୂମି…

PAK vs NZ: ଦଳ ସିଲେକ୍ସନକୁ ନେଇ କ୍ରୋଧିତ ହେଲେ ପାକିସ୍ତାନର ପୂର୍ବତନ ଅଧିନାୟକ, ‘ଏକ୍ସ’ରେ ଲେଖିଲେ ଏପରି ପୋଷ୍ଟ…

ଇସଲାମାବାଦ: ଆସନ୍ତା ଜୁନରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍ । ଚଳିତ ବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ଆୟୋଜକ ରହିଥିବା ବେଳେ ସମସ୍ତ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ ନୁ୍ୟଜିଲାଣ୍ଡ ବିପକ୍ଷ…

ବୟସ ବଢ଼ିବା ସହ ଆପଣ Introvert ହେଉ ନାହାଁନ୍ତି ତ ? କେମିତି ଜାଣିବେ ?

ଓଡ଼ିଶା ଭାସ୍କର: ଦୁନିଆରେ ଅନେକ ପ୍ରକାର ଲୋକ ଅଛନ୍ତି । ସମସ୍ତଙ୍କ ପ୍ରକୃତି ଏବଂ ସ୍ୱଭାବ ଭିନ୍ନ । ସମସ୍ତେ ଭିନ୍ନ ଭିନ୍ନ ଅନ୍ଦାଜରେ ଜୀବନ ଜୀଇଁବା ପସନ୍ଦ କରିଥାନ୍ତି । ବିଶେଷ କରି ୨ ପ୍ରକାର ବ୍ୟକ୍ତିଙ୍କୁ ନେଇ…

ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ଝଟକା, OHRDC ଦୁର୍ନୀତି ମାମଲାରେ ଆବେଦନ ଖାରଜ

କଟକ: ମୋହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ବଡ଼ ଝଟକା । OHRDC  ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ନିମ୍ନ ଅଦାଲତ । ପରେ ନିମ୍ନ…

ପୋଷା କୁକୁରଙ୍କ ଡାଏଟରେ ଏହି ଜିନିଷ କରନ୍ତୁ ସାମିଲ, ନିରୋଗ ରହିବ ସ୍ୱାସ୍ଥ୍ୟ

ଓଡ଼ିଶା ଭାସ୍କର: କଥାରେ ଅଛି କୁକୁର ସବୁଠାରୁ ବିଶ୍ୱସ୍ତ ପଶୁ । ସେଥିପାଇଁ ଅଧିକାଂଶ ଲୋକମାନେ କୁକୁରକୁ ପୋଷା ଭାବରେ ରଖିବା ପସନ୍ଦ କରିଥାନ୍ତି । ଘରେ ପୋଷା କୁକୁର ରଖିବା ଯଥେଷ୍ଟ ନୁହେଁ ବରଂ ସେମାନଙ୍କ ଉଚିତ…

ନିର୍ବାଚନୀ ପ୍ରସ୍ତୁତି; ଆଜି ପ୍ରଧାନମନ୍ତ୍ରୀ ମୋଦୀ ତାମିଲନାଡୁ ଏବଂ ମହାରାଷ୍ଟ୍ରରେ କରିବେ ପ୍ରଚାର, ଜନସଭାକୁ ସମ୍ବୋଧିତ କରି ଦେବେ…

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଭାରତ ଉପରେ ବିଶେଷ ଗୁରୁତ୍ୱ ଦେଉଥିବାର…

ଭାରତୀୟ ବୈଜ୍ଞାନିକଙ୍କ କମାଲ, ISROର ଚନ୍ଦ୍ରଯାନ ୩ ମିଶନ ଟିମକୁ ମିଳିଲା L ‘Jack’ swigert Jr. Award

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ISRO) ପୁଣି ଥରେ ଭାରତକୁ ଗର୍ବାନ୍ୱିତ କରିଛି । ୨୦୨୩ ଅଗଷ୍ଟରେ ଚନ୍ଦ୍ରଯାନ ୩ର ସଫ୍ଟ ଲ୍ୟାଣ୍ଡି କରି ଇତିହାସ ରଚିଥିଲା ISRO । ଏହି ସଫଳତା ପରେ ବର୍ତ୍ତମାନ ଭାରତର…

ଆୟରଲ୍ୟାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହେଲେ ସାଇମନ୍ ହାରିସ୍‌, କନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ଡବଲିନ୍‌: ଆୟରଲ୍ୟାଣ୍ଡର ଶାସକ ଫାଇନ୍ ଗେଲ ଦଳ(Fine Gael Party) ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ସାଇମନ୍ ହାରିସଙ୍କୁ ଚୟନ କରିଛି । ମଙ୍ଗଳବାର ଆୟରଲ୍ୟାଣ୍ଡ ସଂସଦରେ ସାଇମନ୍ ହାରିସଙ୍କ ସମର୍ଥନରେ ମୋଟ୍ ୮୮ ଭୋଟ…

୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ତେଜିଲା ପୁରୁଣା ବସଷ୍ଟାଣ୍ଡ ଅଧୁନୀକରଣ ଦାବି

କଣ୍ଟାବାଞ୍ଜି: ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ନୂଆ ବସଷ୍ଟାଣ୍ଡକୁ ବିରୋଧ ଏବଂ ପୁରୁଣା ବସଷ୍ଟାଣ୍ଡକୁ ଆଧୁନୀକରଣ ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି । କଣ୍ଟାବାଞ୍ଜି ନଗର କମିଟି ଏବଂ…