କାହିଁକି ନିଲାମ କଲେ ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ଼, ଖୁଲାସା କରିଲେ ବିଜୟ ଦେବରାକୋଣ୍ଡା
ମୁମ୍ବାଇ: ସାଉଥ୍ ଷ୍ଟାର ବିଜୟ ଦେବରାକୋଣ୍ଡା ୨୦୧୭ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ ମାଧ୍ୟମରେ ରାତାରାତି ଷ୍ଟାର ପାଲଟିଯାଇଥିଲେ । ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ବିବାଦୀୟ ଏବଂ ବହୁ…