ଜେଲରେ ତାଙ୍କୁ ସ୍ଲୋ ପଇଜନ୍ ଦିଆଯାଇଛି, ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ସାନ ପୁଅଙ୍କ ପ୍ରତିକ୍ରିୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କୁଖ୍ୟାତ ମାଫିଆ ଡନ୍ ଭାବେ ପରିଚିତ ମୁଖତାର ଅନସାରୀ । ଗୁରୁବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଥିମଧ୍ୟରେ ମୁଖତାରଙ୍କ ସାନ ପୁଅର ପ୍ରତିକ୍ରିୟା ସାମ୍ନାକୁ…

ସକାଳୁ ଉଠିବେ ସତେଜ୍‌, ସୁନିଦ୍ରା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ବ୍ୟକ୍ତି ବୃତ୍ତିଗତ ଏବଂ ବ୍ୟକ୍ତିଗତ ଦାୟିତ୍ୱ ମଧ୍ୟରେ ଦବି ଯାଉଛି । ଅନେକ ସମୟରେ ସେମାନେ ଚାପଗ୍ରସ୍ତ ରହିଥାନ୍ତି । ଏହା ସେମାନଙ୍କ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ…

ପାହାଡ଼ ତଳକୁ ଖସି ଜଳିଗଲା ତୀର୍ଥଯାତ୍ରୀ ବସ, ୪୫ ମୃତ, ଜଣେ ଗୁରୁତର

ଓଡ଼ିଶା ଭାସ୍କର: ଦକ୍ଷିଣ ଆଫ୍ରିକାରେ ବଡ଼ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଗୁରୁବାର ଉତ୍ତର ଲିମ୍ପୋପୋ…

(Video):ମୋଦୀ- ବିଲ୍ ଗେଟ୍ସ ଚାୟ ପେ ଚର୍ଚ୍ଚା; ଜଳବାୟୁ ପରିବର୍ତ୍ତନ, AI ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ୱ ବିଶଷୟରେ ଜାଣିବା ପାଇଁ ପ୍ରାୟ ସମସ୍ତଙ୍କ ଇଚ୍ଛା ରହିଛି । ଏହି କ୍ରମରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ପ୍ରଧାନମନ୍ତ୍ରୀ…

ଦିଲ୍ଲୀରେ ପୁଣି ଲଜ୍ଜ୍ୟା, ୩ ବର୍ଷର ଶିଶୁ ସହ ଦୁର୍ଷ୍କମ, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ପୁଣି ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ରାଜଧାନୀର ପଶ୍ଚିମ ବିହାର ୱେଷ୍ଟ ଥାନା ଅନ୍ତର୍ଗତ ପୀରାଗଢ଼ିରେ ୩ ବର୍ଷର ଶିଶୁ ସହ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଗୁରୁବାର ଏହି…

ଯୀଶୁଙ୍କ ମହାପ୍ରଣାୟ ଦିବସକୁ କାହିଁକି କୁହାଯାଏ ‘ଗୁଡ୍ ଫ୍ରାଇଡ଼େ’

ଓଡ଼ିଶା ଭାସ୍କର: ଆଜି ଗୁଡ୍ ଫ୍ରାଇଡ଼େ ବା ଶୁଭ ଶୁକ୍ରବାର । ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଦିନ । ମାନ୍ୟତା ଅନୁଯାୟୀ ଏହି ଦିନ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ କରାଯାଇଥିଲା । ସମାଜ କଲ୍ୟାଣ…

ମୋବାଇଲ ଚାର୍ଜିଂ ସମୟରେ ଲାଗିପାରେ ନିଆଁ, ସୁରକ୍ଷା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ

ଓଡ଼ିଶା ଭାସ୍କର: ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ବର୍ତ୍ତମାନ ଏହା ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟିଯାଇଛି କହିଲେ ଅତୁ୍ୟକ୍ତି ହେବ ନାହିଁ । ଏହା ଦ୍ୱାରା ଘରେ ବସି ଅନେକ ଜରୁରୀ କାର୍ଯ୍ୟ ସହ ଭିଡ଼ିଓ…

SBI ଗ୍ରାହକଙ୍କୁ ବଡ଼ ଝଟକା; ବୃଦ୍ଧି ପାଇବ କ୍ରେଡିଟ୍ କାର୍ଡ଼ର ବାର୍ଷିକ Maintenance Charge

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଭାବେ ପରିଚିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI ) । ଅଧିକାଂଶ ଲୋକମାନେ SBI ବ୍ୟାଙ୍କରେ ନିଜ ଖାତା ଖୋଲିଥାନ୍ତି ଏବଂ SBI ଡେବିଟ୍ କାର୍ଡର ବ୍ୟବହାର ମଧ୍ୟ କରିଥାନ୍ତି ।…

ସଂସଦରେ କେଉଁ ସାଂସଦ ପଚାରିଥିଲେ ସର୍ବାଧିକ ପ୍ରଶ୍ନ, ଜାଣନ୍ତୁ କ’ଣ କହୁଛି ADR ରିପୋର୍ଟ

ନୂଆଦିଲ୍ଲୀ: ୧୭ତମ ଲୋକସଭାର କାର୍ଯ୍ୟକାଳ ସମୟରେ କେଉଁ ସାଂସଦ ଅଧିକ ଉପସ୍ଥାନ ରହିଛି, କିଏ ସର୍ବାଧିକ ପ୍ରଶ୍ନ ପଚାରିଥିଲେ ଏବଂ କେତେ ସମୟ ମଧ୍ୟରେ କେତେଟା ବିଲ୍ ପାସ୍ ହୋଇଥିଲା । ଏନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍…

ବିଶ୍ୱବିଦ୍ୟାଳୟରେ ଜାତିଆଣ ସ୍ଲୋଗାନ୍‌, ବିଭିନ୍ନ ମହଲରୁ ଛାତ୍ରଛାତ୍ରୀଙ୍କୁ ସମାଲୋଚନା, ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ: ହରିୟାଣାର ଅଶୋକ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତିଆଣ ସ୍ଲୋଗାନ ଦିଆଯାଉଥିବାରୁ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’…