Breaking News ବିହାର ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ଦେଲେ ଜେଡିୟୁ ଅଧ୍ୟକ୍ଷ ଲଲନ ସିଂ Sasmita Jamuda Dec 26, 2023 ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡ଼(ଜେଡିୟୁ) ଅଧ୍ୟକ୍ଷ ଲଲନ ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ତାଙ୍କ ଇସ୍ତଫା ଗ୍ରହଣ ହୋଇନଥିବା ବେଳେ ଡିସେମ୍ବର ୨୯ରେ ଦିଲ୍ଲୀରେ ହେବାକୁ ଥିବା ଜେଡିୟୁର ରାଷ୍ଟ୍ରୀୟ…
ମନୋରଞ୍ଜନ ଏହି ଆକ୍ଟର ମନ୍ଦିରରେ କଲେ ୩ୟ ବିବାହ, ପୁଅ ହେଲା ସାମିଲ, ଭିଡ଼ିଓ ଭାଇରାଲ… Sasmita Jamuda Dec 26, 2023 ମୁମ୍ବାଇ: ନିକଟରେ ସଲମାନ ଖାନଙ୍କ ସାନ ଭାଇ ଅରବାଜ୍ ଖାନ ଦ୍ୱିତୀୟ ବିବାହ କରିଛନ୍ତି । ଅରବାଜ୍ ନିଜ ସାନ ଭଉଣୀ ଅର୍ପିତା ଖାନଙ୍କ ଘରେ ସୀମିତ ବନ୍ଧୁବାନ୍ଧବଙ୍କ ଗହଣରେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିଲା ।…
ଖବର କ୍ରୁଜରେ ଜମା ମନୁଷ୍ୟ ବର୍ଜ୍ୟର କ’ଣ ହୁଏ ? ସମୁଦ୍ର ଜଳକୁ ଏହା ଦୂଷିତ କରିଥାଏ କି ? Sasmita Jamuda Dec 26, 2023 ଓଡ଼ିଶା ଭାସ୍କର: ଅଧିକାଂଶ ଲୋକମାନେ କ୍ରୁଜରେ ଯାତ୍ରା କରିଥିବେ । କ୍ରୁଜରେ ବଡ଼ ବଡ଼ ରେଷ୍ଟୁରାଣ୍ଟ, ହୋଟେଲ, ଭିଆଇପି ରୁମ୍ ସହ ବିଭିନ୍ନ ପ୍ରକାର ମନୋରଞ୍ଜନ ସୁବିଧା ରହିଛି । ସମୁଦ୍ର ମଧ୍ୟରେ କ୍ରୁଜରେ ଯାତ୍ରା କରିବାର…
Featured Travelling Tips: ପିଲାଙ୍କ ସହ ଟ୍ରିପ୍ ପ୍ଲାନ୍ କରୁଛନ୍ତି କି ! ଏହି ସବୁ ଜିନିଷ ପାଖରେ ରଖନ୍ତୁ… Sasmita Jamuda Dec 26, 2023 ଓଡ଼ିଶା ଭାସ୍କର: ଆସୁଛି ନୂଆ ବର୍ଷ । ପରିବାର ଏବଂ ସାଙ୍ଗସାଥିଙ୍କ ସହ ସମସ୍ତେ ଭ୍ୟାକେସନ୍ ପ୍ଲାନ କରିବାରେ ବ୍ୟସ୍ତ । ବର୍ତ୍ତମାନ ପିଲାମାନଙ୍କ ୱିଣ୍ଟର ଭ୍ୟାକେସନ୍ । ସେମାନେ ବୁଲାବୁଲି କରିବା ପାଇଁ ବେଶି ଉତ୍ସାହିତ…
Top Stories ଇସରାଏଲ ଏୟାର ଷ୍ଟ୍ରାଇକରେ ଇରାନ କମାଣ୍ଡର ସୟଦ ରଜା ମୋସଭିଙ୍କ ମୃତ୍ୟୁ Sasmita Jamuda Dec 26, 2023 ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଇସରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନି । ଏଥିମଧ୍ୟରେ ଇରାନକୁ ଲାଗିଛି ଏକ ବଡ଼ ଝଟକା । ଇସରାଏଲ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକରେ ଇରାନର ଟପ୍ ମିଲିଟାରୀ…
Featured ଶୀତ ଦିନେ ଛୋଟ ପିଲା ଓ ବୟସ୍କଙ୍କୁ ଆଟାକ୍ କରିଥାଏ ହାଇପୋଥର୍ମିଆ, ଜାଣନ୍ତୁ ଏହାର ଲକ୍ଷଣ… Sasmita Jamuda Dec 26, 2023 ଓଡ଼ିଶା ଭାସ୍କର: ଋତୁଚକ୍ରରେ ପରିବର୍ତ୍ତନ ଆମ ଶରୀର ଉପରେ ପ୍ରଭାବ ପକାଇଥାଏ । ବିଶେଷ କରି ଶୀତ ଦିନ ଆସିଲେ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ବେଶି ସଜାଗ ହୋଇଯାନ୍ତି । ଶୀତ ଦିନେ ଶରୀରର ତାପମାତ୍ରା କମି ଯିବାରୁ…
Breaking News ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ୩.୭ ରେକର୍ଡ଼ Sasmita Jamuda Dec 26, 2023 ନୂଆଦିଲ୍ଲୀ: ଆଜି ସକାଳୁ ସକାଳୁ ଭାରତର ଲେହ-ଲଦାଖ ସହ ଜାମ୍ମୁ କାଶ୍ମୀର ଅଂଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଲେହ-ଲଦାଖରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଏବଂ ଜାମ୍ମୁ କାଶ୍ମୀରରେ ୩.୭…
ଖବର କେବଳ ୩ ମିନିଟ ପାଇଁ ଉବର ଡ୍ରାଇଭରଙ୍କ ନାଁରେ ୩ ଲକ୍ଷ ଟଙ୍କାର ଚାଲାଣ Sasmita Jamuda Dec 25, 2023 ନୂଆଦିଲ୍ଲୀ: ଦିନକୁ ଦିନ ଯାନବାହନ ବୃଦ୍ଧି ହେବା ସହ ପାର୍କିର୍ଂ ଜନିତ ସମସ୍ୟା ଦେଖା ଦେଖାଯାଉଛି । ସେଥିପାଇଁ ଲୋକମାନଙ୍କୁ ଅନେକ ସମୟରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି…
ଖବର ଏହି ଗାଁର ଲୋକମାନଙ୍କୁ କିଛି ମନେ ରୁହେ ନାହିଁ, ମାଗଣାରେ କିଣିଥାନ୍ତିି ଜିନିଷ ! Sasmita Jamuda Dec 25, 2023 ଓଡ଼ିଶା ଭାସ୍କର: ବିଶ୍ୱରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଭୁଲିବା ରୋଗ ଥାଏ । ଏହି ଭୁଲିବା ରୋଗକୁ Dementia କୁହାଯାଏ । ଏହି ରୋଗ ଲୋକଙ୍କ ଜୀବନକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ । ଭୁଲା ରୋଗୀମାନଙ୍କୁ…
Top Stories ମଧ୍ୟପ୍ରଦେଶ କ୍ୟାବିନେଟ ବିସ୍ତାର; ମନ୍ତ୍ରୀପଦ ପାଇଁ ତାଲିକାରେ ସାମିଲ ରହିଛି ଏହି ନାମ… Sasmita Jamuda Dec 25, 2023 ଭୋପାଳ: ଆଜି ହେଉଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ । ତାଙ୍କ ଜନ୍ମଦିନକୁ ଦେଶରେ ସୁଶାସନ ଦିବସ(Good Governance Day) ଭାବରେ ପାଳନ କାଯାଇଥାଏ । ଏହି ଅବସରରେ ମଧ୍ୟପ୍ରଦେଶ…