ନିର୍ବାଚନ ଆୟୋଗରେ ୨ ଜଣ ସଦସ୍ୟ, କିପରି ହେବ ନିର୍ବାଚନ, କ’ଣ କହୁଛି ନିୟମ ?

ନୂଆଦିଲ୍ଲୀ: ପାଖେଇ ଆସିଲାଣି ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଫେବୃଆରୀ ୧୫ରେ ନିର୍ବାଚନ କମିଶନର ଅନୁପ ପାଣ୍ଡେଙ୍କ ଅବସର ଗ୍ରହଣ କରିଥିଲେ । ବର୍ତ୍ତମାନ…

(Video): ପାଟନାରୁ ଲକ୍ଷ୍ନୌ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌, ବିହାରବାସୀଙ୍କ ପାଇଁ ରାମଲଲାଙ୍କ ଦର୍ଶନ କରିବା ହେବ ସହଜ

ପାଟନା: ବିହାରବାସୀଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନର ଲାଭ ଉଠାଇପାରିବେ ରାଜ୍ୟବାସୀ । ଏହି ବନ୍ଦେ ଭାରତ ଟ୍ରେନକୁ ସ୍ୱିକୃତି ମିଳିଯାଇଛି । ମାର୍ଚ୍ଚ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଚେହେରାରେ ଦେଖାଯିବନି ବୟସର ଛାପ, ରାତିରେ କରନ୍ତୁ ଫେସ୍ ମସାଜ, ତ୍ୱଚା ରହିବ ହେଲ୍‌ଦୀ ଏବଂ ଗ୍ଲୋଇଂ

ଓଡ଼ିଶା ଭାସ୍କର: ଅଧିକାଂଶ ସମୟରେ ଆମେ ଫେସିଆଲ କରିବା ସମୟରେ ଫେସ୍ ମସାଜ କରିଥାଉ । ଏହା ଦ୍ୱାରା ତ୍ୱଚାର ମାଂସଂପେଶୀକୁ ଆରାମ ମିଳିଥାଏ । ତ୍ୱଚା ହେଲ୍‌ଦୀ ଏବଂ ଗ୍ଲୋଇଂ ଦେଖାଯାଏ । କିନ୍ତୁ ସବୁବେଳେ ପାର୍ଲର ଯାଇ ପେସ୍…

ଆଜି ରତ୍ନଭଣ୍ଡାର କମିଟି ବୈଠକ, କଳାଧନ ସମ୍ପର୍କିତ ହେବ ଆଲୋଚନା

ଭୁବନେଶ୍ୱର: ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଚ୍ଛିତ ମହାପ୍ରଭୁଙ୍କ ଅଳଙ୍କାର ଗଣତି ହେବ । ଏଥିପାଇଁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତିି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ…

ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ଦିନର ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର…

ବିଜେପିରେ ଯୋଗ ଦେଲେ କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ

କୋଲକାତା: କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ବିଜେପିରେ ଯୋଗ ଦେଇଛନ୍ତି । ଜଷ୍ଟିସ ଗଙ୍ଗୋପାଧ୍ୟାଙ୍କ ସହ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର, ପଶ୍ଚିମବଙ୍ଗ ବିଧାନସଭାର…

ଛୋଟ ପିଲାଙ୍କ କାଶକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ଓଡ଼ିଶା ଭାସ୍କର: ଋତୁ ପରିବର୍ତ୍ତନ ହେଲେ ଥଣ୍ଡା, କାଶ, ଜ୍ୱର ଭଳି ସାଧାରଣ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । କିନ୍ତୁ ବେଳେ ବେଳେ ଦୀର୍ଘ ଦିନ ଧରି କାଶ ସମସା ଦେଖାଦେଇଥାଏ । ଅନେକ ପ୍ରକାର ଔଷଧ ସେବନ କରିବା ପରେ…

ଇସ୍ତଫା ଦେଲେ ତ୍ରିପୁରାର ମୁଖ୍ୟ ବିରୋଧୀ ଦଳ ନେତା ଅନିମେଶ ଦେବବର୍ମା, ଆଜି କରିବେ ଶପଥ ଗ୍ରହଣ

ଓଡ଼ିଶା ଭାସ୍କର: ଲୋକସଭା ନିର୍ବାଚନ ପୂର୍ବରୁ ତ୍ରିପୁରାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତ୍ରିପୁରାର ମୁଖ୍ୟ ବିରୋଧୀ ଦଳ ଟିପରା ମୋଥା(Tipra Motha) ର ବରିଷ୍ଠ ନେତା ଅନିମେଶ ଦେବବର୍ମା ଗୁରୁବାର ରାଜ୍ୟ ବିଧାନସଭାର…

ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଏବେବି ଅନେକ ଲୋକ ଫସି ରହିଥିବା ଅନୁମାନ

ନଆଦିଲ୍ଲୀ: ଗୁରୁବାର ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜିଲ୍ଲା ସ୍ଥିତ ଗ୍ରେଟର ନୋଏଡାରେ ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗୌର ସିଟି(Gaur City) ୨ର ୧୬ତମ ଏଭେନ୍ୟୁରେ ୨ଟି ଫ୍ଲାଟରେ ନିଆଁ ଲାଗିଥିଲା ।…

ଅରବିନ୍ଦ କେଜରିୱାଲଙ୍କ ଅଡ଼ୁଆ ବଢ଼ିଲା, ମାର୍ଚ୍ଚ ୧୬ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୁଣି ଅଡ଼ୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୮ ଥର ସମନ ଜାରି କରିସାରିଛି ।…