Breaking News ବୋଲେରୋକୁ ଧକ୍କା ଦେଲା ହାଇୱା, ଜଣେ ମୃତ, ୬ ଆହତ Sasmita Jamuda Feb 11, 2024 ଓଡ଼ିଶା ଭାସ୍କର: ଭଦ୍ରକ ଅରଡ଼ିରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅରଡ଼ି ଛକରେ ଏକ ବୋଲେରୋକୁ ଧକ୍କା ଦେଲା ହାଇୱା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ୨ ଜଣ ଭଦ୍ରକ…
Top Stories ଜ୍ଞାନବାପୀ ମାମଲା: ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କଲେ ଟିଏମସି ନେତା, କହିଲେ ଯୋଗୀ ପଶ୍ଚିମବଙ୍ଗ ଆସିଲେ… Sasmita Jamuda Feb 10, 2024 ଲକ୍ଷ୍ନୌ: ଥମିବାର ନାଁ ଧରୁନି ଜ୍ଞାନବାପୀ ମାମଲା । ପଶ୍ଚିମବଙ୍ଗର ଜାମିଆତ୍ ଉଲେମା-ଏ-ହିନ୍ଦ ତଥା ଟିଏମସି ନେତା ସିଦ୍ଦିକୁଲାହ ଚୌଧୁରୀ ଜ୍ଞାନବାପୀ ମାମଲାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ…
Top Stories ଓଡ଼ିଶାରେ ନିର୍ମାଣ ହେବ EV କାରଖାନା, ସୃଷ୍ଟି ହେବ ୧୧ ହଜାର ରୋଜଗାର ସୁଯୋଗ Sasmita Jamuda Feb 10, 2024 ଓଡ଼ିଶା ଭାସ୍କର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ପ୍ରଥମ ଥର ପାଇଁ ବିଦ୍ୟୁତ ଚଳିତ ଗାଡ଼ି (ଇଭି) ଓ ବ୍ୟାଟେରୀ ନିର୍ମାଣ କାରଖାନା କରାଯିବ । ଏଥିପାଇଁ ଓଡ଼ିଶା ସରକାର ଏବଂ ଜେଏସ୍ଡବ୍ଲ୍ୟୁ ମଧ୍ୟରେ ବୁଝାମଣା…
ବାଣିଜ୍ୟ ୮୨ ବର୍ଷ ପୁରୁଣା କମ୍ପାନୀ କିଣିଲେ ମୁକେଶ ଅମ୍ବାନୀ, ଏତିକି ଟଙ୍କାରେ ହେଲା ଡିଲ୍ ଫାଇନାଲ୍ Sasmita Jamuda Feb 10, 2024 ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଦେଶର ସବୁଠାରୁ ଧନୀ ବ୍ୟକ୍ତି । ନିଜ ବ୍ୟବସାୟକୁ ବିସ୍ତାର କରିବା ପାଇଁ ସେ ୮୨ ବର୍ଷ ପୁରୁଣା ଏକ କମ୍ପାନୀ ସହ ଚୁକ୍ତି…
Top Stories ମିଥୁନ ଦା’ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଆରୋଗ୍ୟ କାମନା କଲେ ପ୍ରଶଂସକ Sasmita Jamuda Feb 10, 2024 କୋଲକାତା: ଅଭିନେତା ଏବଂ ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ସେ ଅସୁସ୍ଥ ଅଛନ୍ତି । ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ ହେବା କାରଣରୁ କାଲକାତାର ଏକ ଘରୋଇ…
Breaking News ଇଟାଭାଟିରେ ଚାଲିଗଲା ୪ ଜଣଙ୍କ ଜୀବନ, ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ Sasmita Jamuda Feb 10, 2024 ଓଡ଼ିଶା ଭାସ୍କର: ଢ଼େଙ୍କାନାଳ କଣ୍ଟାବଣିଆ ଥାନା କମଳାଙ୍ଗ ନିକଟ ଇଟାଭାଟିରେ ଅଘଟଣ । ଇଟାଭାଟିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ ମଧ୍ୟ ସାମିଲ ଅଛି । ତେବେ ଶ୍ୱାସରୁଦ୍ଧ…
ଦେଶ Spectrum Auction 2024-25କୁ ମିଳିଲା ଅନୁମୋଦନ, ଜାଣନ୍ତୁ କେଉଁ ଟେଲିକମ୍ କମ୍ପାନୀ ଲଗାଇବେ ବେଟ୍ Sasmita Jamuda Feb 10, 2024 ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣି ଥରେ Spectrum ନିଲାମ କରିବାକୁ ଯାଉଛି । ଫେବୃଆରୀ ୮ରେ କ୍ୟାବିନେଟ୍ ବିଭିନ୍ନ Bandsର ସ୍ପେକ୍ଟ୍ରମ ନିଲାମକୁ ଅନୁମୋଦନ ପ୍ରଦାନ କରିଛି । ଏହା ଅନ୍ତର୍ଗତ ୧୦, ୫୨୩.୧୫ ର…
ଦେଶ ୮ ଜଣ ସାଂସଦଙ୍କ ସହ Lunch କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ସେମାନେ କେଉଁ ଦଳର Sasmita Jamuda Feb 10, 2024 ନୂଆଦିଲ୍ଲୀ: ଶୁକ୍ରବାର ସଂସଦ ଭବନର କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ମୋଦୀ କେତେକ ସାଂସଦଙ୍କ ଗହଣରେ ମଧ୍ୟାହ୍ନ ଭୋଜନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୮ ଜଣ ସାଂସଦଙ୍କ ପାଖକୁ ଏକ କଲ୍ ଯାଇଥିଲା ଯେ…
Astrology ଶନି ଦେବଙ୍କୁ ଅର୍ପଣ କରନ୍ତୁ ତାଙ୍କ ପ୍ରିୟ ଭୋଗ, ଦୂର ହେବ ଶନି ଦୋଷ Sasmita Jamuda Feb 10, 2024 ଓଡ଼ିଶା ଭାସ୍କର: ଶନି ଦେବ ହେଉଛନ୍ତି ନ୍ୟାୟର ଦେବତା । କିନ୍ତୁ ସାଧାରଣତଃ ଶନି ଦେବଙ୍କୁ ସମସ୍ତେ ଭୟ କରିଥାନ୍ତି । କାରଣ ଶନି ଦେବଙ୍କ କୁଦୃଷ୍ଟି ଯାହା ଉପରେ ଥରେ ପଡ଼ିଥାଏ ସେହି ବ୍ୟକ୍ତିକୁ ଜୀବନରେ ଅନେକ ପ୍ରକାର…
Top Stories ‘ଧର୍ମନିରପେକ୍ଷ’ ଓ ‘ସମାଜବାଦୀ’ ଶବ୍ଦକୁ ପ୍ରସ୍ତାବନାରୁ ହଟାଇବା ନେଇ ଶୁବ୍ରମଣ୍ୟମ ସ୍ୱାମୀଙ୍କ ଆବେଦନ, ଏପ୍ରିଲ୨୨ରୁ ହେବ ଶୁଣାଣି Sasmita Jamuda Feb 10, 2024 ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ପ୍ରସ୍ତାବନା(ପ୍ରିଏମ୍ବଲ)ରୁ ଧର୍ମନିରପେକ୍ଷ(Secular) ଏବଂ ସମାଜବାଦୀ (Socialist)ଶବ୍ଦକୁ ହଟାଇବା ପାଇଁ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ…