ଇସରାଏଲ ବୈଦେଶିକ ମନ୍ତ୍ରୀ: ଆନ୍ତର୍ଜାତିକ ସମର୍ଥନ ମିଳୁ ବା ନ ମିଳୁ ଗାଜାରେ ଯୁଦ୍ଧ ଜାରି ରହିବ

ଆନ୍ତର୍ଜାତିକ ସମର୍ଥନ ମିଳୁ କିମ୍ବା ନ ମିଳୁ, ଗାଜାରେ ଯୁଦ୍ଧ ବଜାୟ ରହିବ ବୋଲି ଇସରାଏଲ ବୈଦେଶିକ ମନ୍ତ୍ରୀ ଏଲି କୋହେନ୍ ବୁଧବାର କହିଛନ୍ତି । ଇସରାଏଲ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ…

କେଉଁ ସମୟରେ ଛିଙ୍କିବା ଶୁଭ ସଂକେତ ଦେଇଥାଏ

ଛିଙ୍କ ଆସିବା ଏକ ସ୍ୱାଭାବିକ ପ୍ରକ୍ରିୟା । ବେଳେ ବେଳେ ଋତୁ ପରିବର୍ତ୍ତନ ସମୟରେ ବା ଆଲର୍ଜୀ ହେଲେ ଆମେ ଛିଙ୍କିଥାଉ । ସର୍ବସାଧାରଣ ସ୍ଥାନରେ ଛିଙ୍କିବା ଅନେକ ଲୋକମାନଙ୍କ ପାଇଁ ଅସୁବିଧାର କାରଣ ମଧ୍ୟ ପାଲଟିଥାଏ ।…

ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ଶପଥ ଗ୍ରହଣ ପୂର୍ବରୁ କ’ଣ କହିଥିଲେ ଶିବରାଜ?

ଭୋପାଲ: ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ଶପଥ ଗ୍ରହଣ କରିଛନ୍ତି । ବିଜେପି ପକ୍ଷରୁ ହୋଇଥିବା ବିଧାୟକ ଦଳ ବୈଠକରେ ଶିବରାଜ ସିଂ ଚୌହାନ ମୋହନ ଯାଦବଙ୍କ ନାଁ ସୁପାରିଶ କରିଥିଲେ । ଏହା ସମସ୍ତଙ୍କୁ…

ଦ୍ରୁତ ଗତିରେ ପହଁରିଥାଏ ‘ବ୍ଲାକ୍ ମର୍ଲିନ୍‌’

‘ବ୍ଲାକ୍ ମର୍ଲିନ୍‌’ ବିଶ୍ୱ ସବୁଠାରୁ ଦ୍ରୁତ ଗତିରେ ପହଁରୁଥିବା ମାଛ । ଏହି ମାଛର ତୀବ୍ରତା ସ୍ପୋର୍ଟ୍ସ କାରକୁ ମଧ୍ୟ ପଛରେ ପକାଇପାରେ । ଏହି ମାଛକୁ Sword fish ସହ ତୁଳନା କରାଯାଇଛି । ଏହି ମାଛର ଥଣ୍ଟ ଖଣ୍ଡା ପରି…

ଗୋଟିଏ ବୁନ୍ଦା ମଦର ମୂଲ୍ୟ ୩୩ ହଜାର ଟଙ୍କା…ମଦ ବୋତଲରେ ଜଡ଼ିତ ହୀରା ଓ ପ୍ଲାଟିନମ

- ବିଶ୍ୱର ସବୁଠାରୁ ମହଙ୍ଗା ମଦ ହେଉଛି Isabella’s Islay Whisky । ଏହାର ଗୋଟେ ବୋତଲ ମଦର ମୂଲ୍ୟ ପ୍ରାୟ ୫୦ କୋଟି ଟଙ୍କା । ଏହି ଗୋଟିଏ ବୋତଲରେ ମାତ୍ର ୭୫୦ ମିଲି (୧୫ ହଜାର ବୁନ୍ଦା) ରହିପାରେ । ଗୋଟିଏ ମିଲିରେ ୨୦…

୩ ରାଜ୍ୟର ଦାୟିତ୍ୱ ତୁଲାଇବେ ନୂତନ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ସେମାନେ କେତେ ସମ୍ପତ୍ତିର ମାଲିକ ?

ନୂଆଦିଲ୍ଲୀ: ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ଶେଷ ହୋଇଛି । ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ଅନେକ ନୂଆ ଚେହେରାଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି ।…

ଗାଜାରେ ଅସ୍ତ୍ରବିରତି ପାଇଁ ଜାତିସଂଘରେ ଆଗତ ହେଲା ପ୍ରସ୍ତାବ, ସପକ୍ଷରେ ଭୋଟ ଦେଲା ଭାରତ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଇସରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଛି । ଏହା ସମସ୍ତଙ୍କ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି । ଏହି ଯୁଦ୍ଧରେ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ଅନେକ ଏବେବି ବନ୍ଦି ଅଛନ୍ତି ।…

ସାଧାରଣତନ୍ତ୍ର ଦିବସରେ ସାମିଲ ହେବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ । କିନ୍ତୁ ବାଇଡେନ୍ ଏହି…

ଖରମାସରେ ଏହି କାର୍ଯ୍ୟ କରିବା ଶୁଭଫଳ ଦେଇଥାଏ, ଦାନ ଧର୍ମର ରହିଛି ବିଶେଷ ମହତ୍ୱ

ହିନ୍ଦୁ ଧାର୍ମରେ ସୂର୍ଯ୍ୟ ପୂଜାର ବିଶେଷ ମହତ୍ୱ ରହିଛି । ସୂର୍ଯ୍ୟ ଦେବଙ୍କୁ ସକଳ ଶକ୍ତିର ଆଧାର ବୋଲି ବିବେଚନା କରାଯାଇଛି । ଧନୁ ରାଶିରେ ସୂର୍ଯ୍ୟ ପ୍ରବେଶ କରିଲେ ଖରମାସ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଡିସେମ୍ବର…

ଅବସାଦ ଏବଂ ଚିନ୍ତାର କାରଣ ହୋଇପାରେ ହରମୋନ୍‌, ଡାଏଟ୍ ଚାର୍ଟରେ ସାମିଲ କରନ୍ତୁ ଏହି ୫ଟି ଖାଦ୍ୟ

ଆଜିକାଲି ବଦଳୁଥିବା ଜୀବନଶୈଳୀ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏହା ହରମୋନାଲ ଅସନ୍ତୁଳନର ମୁଖ୍ୟ କାରଣ ଅଟେ । ଶରୀରକୁ ସୁସ୍ଥ ଏବଂ ରୋଗ ମୁକ୍ତ ରଖିବା ପାଇଁ ହରମୋନର ବିଶେଷ ଗୁରୁତ୍ୱ ରହିଛି । ଏଥିମଧ୍ୟରୁ…