Watch Video: ଦକ୍ଷିଣ ଚୀନରେ ମହାବାତ୍ୟାର ପ୍ରଳୟ; ଡ୍ରମ, ବାଲ୍ଟି ଧରି ରାସ୍ତାରେ ମାଛ ଧରିଲେ ଚାଇନିଜ୍
ଚାଇନା: ଚୀନର ମାକାଉ ସହରରୁ ଏକ ଅଦ୍ଭୁତ ଏବଂ ଆକର୍ଷଣୀୟ ଦୃଶ୍ୟ ସାମ୍ନାକୁ ଆସିଛି। ସୁପର ଟାଇଫୁନ୍ ରାଗାସା ଯୋଗୁଁ ପ୍ରବଳ ଗେବରେ ପବନ ବହିବା ସାଙ୍ଗକୁ ଢେଉ ମଧ୍ୟ ମାଡ଼ିଆସିଥିଲା। ଝଡ଼ ତୁଫାନ ଯୋଗୁଁ ସମୁଦ୍ର ପାଣି…