ଅଦ୍ଭୁତ ଶିଷ୍ୟ: କବରରୁ ମୃତ ତାନ୍ତ୍ରିକକୁ କାଢ଼ି କାଟିଲା ମୁଣ୍ଡ, କଟା ମୁଣ୍ଡ ନେଇ କଲା କ’ଣ ? ଜାଣନ୍ତୁ ସମ୍ପୁର୍ଣ୍ଣ ରହସ୍ୟ…
ପାଟଣା: ବିହାରର କିଶନଗଞ୍ଜରୁ ଅନ୍ଧବିଶ୍ୱାସର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜର ତାନ୍ତ୍ରିକ କ୍ରିୟା ପାଇଁ ଏଭଳି କିଛି କାଣ୍ଡ କରିଛନ୍ତି, ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ସେ କବରରୁ…