fbpx

ଜାଡେଜା ନୁହଁନ୍ତି ଏହି ଖେଳାଳୀଙ୍କୁ ମିଳିଲା ବେଷ୍ଟ ଫିଲ୍ଡର ମେଡାଲ, ନାମ ଘୋଷଣା କଲେ ସଚ୍ଚିନ

ନୁଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ୱାନ ଡେ ୱାର୍ଲ୍ଡକପ୍ ୨୦୨୩ରେ ନିଜର ବିଜୟ ଅଭିଯାନ ଶ୍ରୀଲଙ୍କା ବିରୁଦ୍ଧ ମ୍ୟାଚ୍ରେ ବି ଜାରି ରଖିପାରିଛି । ଫଳରେ ଭାରତୀୟ ଟିମ୍ ଏବେ ସେମିଫାଇନାଲ ଲାଗି ନିଜର ସ୍ଥାନ ପୁରା ପକ୍କା…

ଜାଣନ୍ତୁ ଧନତେରସର ଶୁଭ ମୁହୂର୍ତ୍ତ, ବିଷକୁମ୍ଭ ଯୋଗ ଥିବାରୁ ଶୁଭ ମୁହୂର୍ତ୍ତ ପୂର୍ବରୁ କିଣିବା ହେବନି ଫଳଦାୟୀ

ନୂଆଦିଲ୍ଲୀ: ଧନତେରସ ପ୍ରତି ବର୍ଷ ଦୀପାବଳିର ଠିକ୍ ୨ ଦିନ ପୂର୍ବରୁ ମନାଯାଇଥାଏ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପାଳନ କରାଯାଇଥାଏ । ଧନତେରସକୁ ଧନତ୍ରୟୋଦଶୀ ବି କୁହନ୍ତି । ଏହିଦିନ ବିଭିନ୍ନ…

ଲିିଙ୍ଗ ପରିବର୍ତ୍ତନ କରି ସରିତାରୁ ହେଲେ ଶରଦ, ଏବେ ବରଯାତ୍ରୀ ନେଇ ଯିବେ ଗାର୍ଲଫ୍ରେଣ୍ଡ ଘରକୁ

ଶାହଜାହାନପୁର: ଝିଅରୁ ପୁଅ ପାଲଟି ଯାଇଥିବା ଶରଦ ସିଂହଙ୍କର ଏହାରି ମଧ୍ୟରେ ନିର୍ବନ୍ଧ ହୋଇସାରିଛି । ନିର୍ବନ୍ଧ ପରେ ଉଭୟଙ୍କର ବିବାହ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଯାଇଛି । ଶରଦ ଏହି ମାସରେ ନିଜ ଗାର୍ଲଫେଣ୍ଡଙ୍କ ଘରକୁ…

‘ମୋ ଶରୀରକୁ ଗିରଫ କରାଯାଇପାରେ ମନକୁ ନୁହେଁ’ , ଏପରି କାହିଁକି କହିଲେ କେଜରିୱାଲ ଜାଣନ୍ତୁ

ନୂଆଦିଲ୍ଲୀ:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନୋଟିସ୍‌କୁ ଅଣଦେଖା କରି ଗୁରୁବାର ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର ଲାଗି ପହଞ୍ଚିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜର ଗିରଫଦାରୀକୁ ନେଇ ଆଶଙ୍କା…

ସନି ଦେଓଲଙ୍କ ବିଷୟରେ ହେଲା ବଡ ଖୁଲାସା, ଜାଣିଲେ ଆପଣ  ଆଉ କହିବେନି Angry Young man

ମୁମ୍ବାଇ:’କଫି ଉଇଥ୍ କରଣ’ର ୮ମ ସଂସ୍କରଣ ଅକ୍ଟୋବର ୨୬ରୁ ଆରମ୍ଭ ହୋଇଯାଇଛି । ଶୋ’କୁ ନେଇ ଚର୍ଚ୍ଚା ବି ଜୋରଦାର ହେଉଛି । ସବୁଥର ପରି ଏଥର ମଧ୍ୟ ଶୋ’ରେ ଦୁଇଜଣ ଅତିଥି ଟେବୁଲରେ ନଜର ଆସୁଛନ୍ତି । ଦୀପିକା ପାଦୁକୋନ୍ ଓ…

ଭୋଟରଙ୍କୁ ଆକର୍ଷିତ କରିବାକୁ କ’ଣ ନ କରୁଛନ୍ତି ନେତା: ଗୋବରରେ କାନ୍ଥ ଲିପିଲେ, ହୋଟେଲରେ ଚା’ ତିଆରି କଲେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରାର୍ଥୀମାନେ ଜନତାଙ୍କୁ ନିଜ ଆଡକୁ ଆକର୍ଷଣ କରିବା ଲାଗି ଏବେ ଅଭିନବ ଉପାୟ ଆପଣାଇଛନ୍ତି । ରାଜଗଡ ଜିଲ୍ଲା ସାରଙ୍ଗପୁର ବିଧାନସଭାରୁ କଂଗ୍ରେସର ଜଣେ ପ୍ରାର୍ଥୀ…

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର, ଆଇସିୟୁରେ ଚାଲିଛି ଚିକିତ୍ସା

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଅଛି ବୋଲି ହସ୍ପିଟାଲ ପକ୍ଷରୁ…

ହାତରେ ପିସ୍ତଲ ବୁଲାଇ ଓ ବାଇକ୍ ଉପରେ ଷ୍ଟଣ୍ଟ କରି ରିଲ୍ସ କରୁଥିଲେ ଯୁବତୀ, ଘରୁ ଉଠାଇ ଆଣିଲା ପୋଲିସ

ମୁଜାଫରପୁର: ସୋସିଆଲ ମିଡିଆରେ ଫେମସ୍ ହେବା ଲାଗି ଲୋକମାନେ ଏବେ କିଛି ବି କରିବାକୁ ପ୍ରସ୍ତୁତ । ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବିହାର ମୁଜାଫରପୁରରେ ଯେଉଁଠି ଜଣେ ନାବାଳିକା ହାତରେ ପିସ୍ତଲକୁ ବୁଲାଇ…

ସାମ୍ନାକୁ ଆସିଲା ଡେଟିଂ ଆପ୍ ଜରିଆରେ ଲଭ୍‌, ସେକ୍ସ, ଧୋକା ମାମଲା; ପୋଲିସ ଠାବ କଲା ୧୫ ମହିଳାଙ୍କୁ ନେଇ ଚାଲୁଥିବା ବଡ ର‌୍ୟାକେଟ୍‌

ନୂଆଦିଲ୍ଲୀ: ଡେଟିଂ ଆପ୍‌ରେ ଲଭ୍‌, ସେକ୍ସ, ଧୋକା ମାମଲାର ପର୍ଦ୍ଦାଫାଶ କରିଛି ଗୋଆ ପୋଲିସ । ଗୁଜରାଟରୁ ଗୋଆ ଆସୁଥିବା ବ୍ୟବସାୟୀଙ୍କୁ ଏହି ମହିଳା ଟିମ୍ ଲୁଟୁଥିଲେ । ବ୍ୟବସାୟୀଙ୍କୁ ଟାର୍ଗେଟ୍ କରିବା ଲାଗି ଏହି…

ମହେନ୍ଦ୍ର ସିଂ ଧୋନୀ ଅଚାନକ ପହଞ୍ଚି ଯାଉଛନ୍ତି ଫ୍ୟାନ୍ସଙ୍କ ଘରେ! No Lay’s, No Game କ୍ୟାମ୍ପେନରେ ଦେଉଛନ୍ତି ସରପ୍ରାଇଜ୍‌,…

ନୂଆଦିଲ୍ଲୀ:ପେପ୍‌ସୀକୋ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହାର ଚିପ୍ସ ବ୍ରାଣ୍ଡ ଲେଜ୍‌ର ବ୍ରାଣ୍ଡ ଆମ୍ବାସଡର କରିଛି । ଏବେ ଧୋନୀଙ୍କର ଏହି ସରପ୍ରାଇଜ୍ ଇଣ୍ଟରନେଟ୍‌ରେ ଜବରଦସ୍ତ ଭାଇରାଲ୍ ହେଉଛି । ପୂର୍ବ ଭାରତୀୟ କ୍ରିକେଟ୍…