ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସାର୍ପ ଶୁଟର ଗିରଫ, ସାଇବର ଅପରାଧର ବି ଥିଲା ମାଷ୍ଟରମାଇଣ୍ଡ

ପାଟନା: ବିହାର ପୋଲିସକୁ ଏକ ବଡ ସଫଳତା ମିଳିଛି । ରାଜସ୍ଥାନର ମୋଷ୍ଟ ୱାଣ୍ଟେଡ୍ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସାର୍ପ ଶୁଟରକୁ ଅରରିଆ ଜିଲ୍ଲା ଯୋଗବନୀରୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିର ନାମ କୃଷ୍ଣ କୁମାର ଓରଫ…

ମହିଳାଙ୍କୁ ସ୍ୱିଟି କିମ୍ବା ବେବୀ କହି ଡାକିବା କ’ଣ ଅଶ୍ଳୀଳ ଇଙ୍ଗିତ ଦେଉଛି କି? ହାଇକୋର୍ଟ ଦେଲେ ଏପରି ଟିପ୍ପଣୀ

କୋଲକାତା: ଏକ ନିଷ୍ପତ୍ତିରେ କୋଲକତା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି କି ମହିଳାଙ୍କୁ ସ୍ୱିଟି କିମ୍ବା ବେବୀ କହିବା ସର୍ବଦା ଭୁଲ୍ ହୋଇ ନ ଥାଏ । ହାଇକୋର୍ଟ କହିଛନ୍ତି କିଛି ସାମାଜିକ କ୍ଷେତ୍ରରେ ମହିଳାଙ୍କ ଲାଗି ଏହି ନାମ…

ଆସନ୍ତାକାଲି ଟ୍ୱିନସିଟିରେ ପ୍ରବଳ ବର୍ଷା; ଖୋର୍ଦ୍ଧା, କଟକ ସହିତ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତାକାଲି ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ଏହା ବ୍ୟତିତ ଖୋର୍ଦ୍ଧା, କଟକ ସହିତ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

ଗୁଗଲ କ୍ରୋମ୍ ୟୁଜର୍ସଙ୍କ ଲାଗି ଆଣୁଛି ଏହି ନୂଆ ଫିଚର, ଜାଣନ୍ତୁ କ’ଣ ମିଳିବ ଫାଇଦା

ଓଡ଼ିଶା ଭାସ୍କର: ଗୁଗଲ ଖୁବ୍ ଶୀଘ୍ର ଡେସ୍କଟପ୍‌ରେ କ୍ରୋମ ୟୁଜର୍ସଙ୍କ ଲାଗି ଏକ ନୂଆ ଫିଚର ଆଣିବାକୁ ଯାଉଛି ଯାହାର ନାମ ‘ସର୍କଲ ଟୁ ସର୍ଚ୍ଚ’ । ଏହି ଫିଚର ସର୍ବପ୍ରଥମେ ସାମସଙ୍ଗ ଏସ୍‌୨୪ ସିରିଜ୍ ଫୋନ୍‌ରେ ଆସିଥିଲା ଓ…

ମୋଦୀଙ୍କ ରୋଡ୍ ଶୋ’ ଲାଗି ଭୁବନେଶ୍ୱରର ଏହି ରାସ୍ତାରେ କାଲି ଗାଡି ଚଳାଚଳ ମନା, କମିଶନରେଟ୍ ପୋଲିସ୍ ଜାରି କଲା କଟକଣା

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ଲାଗି ଟ୍ରାଫିକ୍ କଟକଣା । ଜନପଥରେ ଟ୍ରାଫିକ୍ କଟକଣା ଜାରି କଲା କମିଶନରେଟ୍ ପୋଲିସ୍ । କାଲି ଅପରାହ୍ନ ୨ଟାରୁ ରୋଡ୍ ଶୋ’ ସରିବା ଯାଏ ଗାଡି ଚଳାଚଳ ମନା ।…

ମାତ୍ର ୩ ନମ୍ବର କମିଯିବାରୁ ଟପ୍ପର ହୋଇପାରିଲେନି ଛାତ୍ରୀ, ନେଲେ ଏହି ଚରମ ପଦକ୍ଷେପ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଫତେହପୁର ଜିଲ୍ଲାରୁ ଏକ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ୬୦୦ରୁ ୫୭୨ ମାର୍କ ହାସଲ କରିବା ପରେ ବି ଜଣେ ଛାତ୍ରୀ ଚରମ ପଦକ୍ଷେପ ନେଇଛନ୍ତି । କୁହାଯାଉଛି ମାତ୍ର ୩ ମାର୍କ କମ୍…

ରୁବେଲା ଭାଇରସ୍‌କୁ ନେଇ ଏପରି କହିଲେ ସ୍ୱାସ୍ଥ୍ୟ ସଚିବ, ଗର୍ଭବତୀଙ୍କୁ ସତର୍କ ରହିବାକୁ ଦେଲେ ବିଶେଷ ପରାମର୍ଶ

ଭୁବନେଶ୍ୱର:ଏବେ ରାଜ୍ୟରେ ରୁବେଲା ଭାଇରସ୍ ଚିନ୍ତାର କାରଣ ପାଲିଟିଛି । ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ଏହି ଭାଇରସରେ ପୀଡିତ ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନ ଏହାକୁ ନେଇ ତତ୍ପର ହୋଇଉଠିଛି । ଆଜି ସ୍ୱାସ୍ଥ୍ୟ…

Moon-Express : ଚନ୍ଦ୍ରରେ ଟ୍ରେନ୍ ଚଲାଇବ ନାସା, ଏହି ବଡ ପ୍ରୋଜେକ୍ଟ ଉପରେ ଆରମ୍ଭ କରିଦେଇଛି କାମ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଚନ୍ଦ୍ରରେ ଅସମ୍ଭବ ପ୍ରକାର ପ୍ରୋଜେକ୍ଟ ସଫଳ ହୋଇଛି । ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ଇସ୍ରୋ ଚନ୍ଦ୍ରଯାନ ୩ର ଅବତରଣ କରାଇ ଏହାର ସବୁଠାରୁ ବଡ ଉଦାହରଣ ଉପସ୍ଥାପନ କରିଛି । ଗତ…

ମାଗଣାରେ ଉପମା, ଜିଲାପି ସହ ଫିଲ୍ମ ଟିକେଟ୍ ବି ମିଳୁଛି, ଏହି ସହରରେ ଭୋଟରଙ୍କୁ ବମ୍ପର ଅଫର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଲାଗି ୩ ପର୍ଯ୍ୟାୟ ମତଦାନ ହୋଇସାରିଛି । ଏବେ ୪ର୍ଥ ପର୍ଯ୍ୟାୟରେ ମେ’ ୧୩ ତାରିଖରେ ଭୋଟ ଗ୍ରହଣ ହେବ । ଭୀଷଣ ଗରମ ଓ ଲୁ ପ୍ରବାହ ଭିତରେ ବମ୍ପର ମତଦାନ ଏବେ ବି ନିର୍ବାଚନ କମିଶନଙ୍କ…

ମାଲକାନଗିରିରେ ଆସାମ ମୁଖ୍ୟମନ୍ତ୍ରୀ, ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ

ଭୁବନେଶ୍ୱର: ମାଲକାନଗିରିରେ ଆଜି ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଏକ ସ୍ୱତନ୍ତ୍ର ବିମାନରେ  ମାଲକାନଗିରିରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ପ୍ରଥମେ ସେ ଏମପିଭି ୮୨ରେ ଏକ ନିର୍ବାଚନୀ…