fbpx

ସୁନା ୩୦୦ ଟଙ୍କାରୁ ଅଧିକ ହ୍ରାସ ପାଇ ୬୦୦୫୨ ଓ ରୂପା ୧୦୦ ଟଙ୍କା ହ୍ରାସ ପାଇ ରହିଛି ୭୦୧୯୧ଟଙ୍କା

ନୂଆଦିଲ୍ଲୀ:ସୁନା ଓ ରୂପା ଦର ଚଳିତ ସପ୍ତାହରେ ଲଗାତର ଉପର ତଳ ହେବାରେ ଲାଗିଛି । ତେବେ ଏବେ ଦର ହ୍ରାସ ପ୍ରକିୟା ଜାରି ରହିଛି । ରୂପା ମୂଲ୍ୟ ଗତ ୨୦ ଦିନରେ ୭୦୦୦ଟଙ୍କା ଓ ସୁନା ୧୭୦୦୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜଦଣ୍ଡ ବା ସେନଗୋଲ ପ୍ରଦାନ କରିବାକୁ ଯାଉଥିବା ପୂଜାରୀଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ:ଯେଉଁ ପୂଜାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜଦଣ୍ଡ ବା ସେନଗୋଲ ପ୍ରଦାନ କରିବେ ସେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏକ ବଡ କଥା କହିଛନ୍ତି । ସେ କହିଛନ୍ତି ନରେନ୍ଦ୍ର ମୋଦି ୨୦୨୪ରେ ପୁନର୍ବାର…

ଚକୋଲେଟ୍ ଖାଇଲେ ବଢିବ ଗାଈ, ମଇଁଷିଙ୍କ କ୍ଷୀର ଦେବାର କ୍ଷମତା

ନୂଆଦିଲ୍ଲୀ:ଏପରି ଏକ ଖବର ଶୁଣି ଆପଣଙ୍କ ମୁଣ୍ଡ ବିଗିଡିଯିବ ନିଶ୍ଚୟ । ଘାସ, ତୋରାଣୀ, କୁଣ୍ଡା, ନଡା ଖାଉଥିବା ଗାଈ, ମଇଁଷିଙ୍କୁ ଚକୋଲେଟ୍ କିପରି ରୁଚିବ ଏହି ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରିବ । କିନ୍ତୁ ଏହା ସତ ।…

ପ୍ରଥମେ ପଶୁ ମାନଙ୍କ ଠାରେ ବ୍ୟାପିବ ଓ ପରେ ମଣିଷଙ୍କୁ ସଂକ୍ରମିତ ହେବ

ୱାଶିଂଟନ୍:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡ୍ରୋସ ଅଦନୋମ୍ ଘେବ୍ରେୟସସ୍ ଏକ ଚେତାବନୀ ଦେଇଛନ୍ତି ଯେ, ବିଶ୍ୱକୁ ଆଗାମୀ ମହାମାରୀ ଲାଗି ସତର୍କ ରହିବାକୁ ପଡିବ ଯାହାକି କୋଭିଡ୍ ୧୯ ମହାମାରୀ ଠାରୁ ଅଧିକ ଘାତକ…

ଫାଟିଲା ମେକ୍ସିକୋର ବୃହତ ଆଗ୍ନେୟଗିରି, ୨.୫ କୋଟି ଲୋକ ପ୍ରଭାବିତ

ନୂଆଦିଲ୍ଲୀ:ମେକ୍ସିକୋରେ ଏକ ବୃହତ ଆଗ୍ନେୟଗିରି ବିସ୍ଫୋରଣ ଫଳରେ ପୁରା ଆକାଶ ଧୂଆଁମୟ ହୋଇଯାଇଛି । ଏହା ଦ୍ୱାରା ସେଠାରେ ଲକ୍ଷାଧିକ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏହି ଆଗ୍ନେୟଗିରି ଫାଟିବାର ଏକ ଭିଡିଓ…

ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ସମର୍ଥନ କିନ୍ତୁ କାର୍ଯ୍ୟ ବ୍ୟସ୍ତତା କାରଣରୁ ଯୋଗ ଦେଇପାରିବେନି

ନୂଆଦିଲ୍ଲୀ:ନୂଆ ସଂସଦ ଭବନ ଉଦଘାଟନକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନା ଧରୁନାହିଁ । ଏହି ମାମଲାରେ ଏବେ ବହୁଜନ ସମାଜବାଦୀ ପାର୍ଟି ସାଂସଦ ମାୟାବତୀଙ୍କ ବୟାନ ସାମ୍ନାକୁ ଆସିଛି । ମାୟାବତୀ ଗୋଟିଏ ପଟେ ସରକାରଙ୍କ…

ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ଇଣ୍ଡିଆ:ଦି ମୋଦୀ କୋଶ୍ଚିନ’ ଅଷ୍ଟ୍ରେଲିଆ ସଂସଦରେ ପ୍ରଦର୍ଶିତ, ଭାରତରେ ଲାଗିଛି ପ୍ରତିବନ୍ଧ

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆ ସଂସଦରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରସ୍ତୁତ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହୋଇଛି । ବିବିସି ପକ୍ଷରୁ ମୋଦୀଙ୍କ ଉପରେ ଏହି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଛି ।…

କାନ୍ସରୁ ଭାଇରାଲ୍, ଅନୁରାଗ କଶ୍ୟପଙ୍କ ଜୋତାରେ ଫଶିଗଲା ସନିଙ୍କ ଗାଉନ୍

ଅନୁରାଗ କଶ୍ୟପ ଓ ସନି ଲିଓନି ଏବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେମାନଙ୍କ ଆଗାମୀ ଫିଲ୍ମ କେନେଡିର ପ୍ରିମିୟରରେ ସାମିଲ ହୋଇଛନ୍ତି । ଏବେ ସେମାନଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଳାଗିଛି ।…

ସୁପ୍ରିମ କୋର୍ଟରେ ପହଞ୍ଚିଲା ନୂଆ ସଂସଦ ଭବନ ମାମଲା, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ବିରୋଧରେ ଯାଚିକା ଦାୟର କଲେ ବ୍ୟକ୍ତି

ନୂଆଦିଲ୍ଲୀ:ଆଗାମୀ ୨୮ ତାରିଖରେ ହେବାକୁ ଥିବା ସଂସଦ ଭବନ ଉଦଘାଟନ ମାମଲା ଏବେ ସୁପ୍ରିମ କୋର୍ଟରେ ପହଞ୍ôଚ ଯାଇଛି । ଜଣେ ବ୍ୟକ୍ତି ସର୍ବୋଚ୍ଚ ନ୍ୟାୟାଳୟରେ ପିଆଇଏଲ୍ ଦାୟର କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ସଂସଦ…

୧୩୮ ଘଣ୍ଟାରେ ରାମଚରିତ ମାନସକୁ ଗୀତରେ ଗାଇ ଗିନିଜ୍ ରେକର୍ଡ କଲେ କେରଳର ଜଗଦୀଶ ପିଲାଇ

ବାରଣାସୀ:ଧର୍ମ ନଗରୀ କାଶୀରେ ରହୁଥିବା କେରଳର ଜଗଦୀଶ ପିଲାଇ ୧୩୮ ଘଣ୍ଟାରେ ରାମଚରିତ ମାନସକୁ ଗୀତ ଆକାରରେ ଗାଇ ୱାର୍ଲ୍ଡ ରେକର୍ଡ କରିଛନ୍ତି । ୧୫ ହଜାରରୁ ଅଧିକ ଚଉପାଇକୁ ସଙ୍ଗୀତରେ ସଜାଇ ବିଶ୍ୱର ସବୁଠାରୁ ଦୀର୍ଘ ଗୀତ…