ଯନ୍ତ୍ରଣା ସତ୍ତ୍ୱେ ହେଭି ପେନକିଲର ନେଇ ସେଟ୍‌କୁ ଫେରିଲେ ଭାରତୀ , ସୁଟିଂ ସରିଲେ ପୁଣି ଯିବେ ହସ୍ପିଟାଲ

ଓଡ଼ିଶା ଭାସ୍କର: ଜଣେ କଳାକାର ନିଜ କାମକୁ ନେଇ କେତେ ଉତ୍ସର୍ଗୀକୃତ ତାହାର ପ୍ରମୁଖ ଉଦାହରଣ ହେଉଛନ୍ତି କମେଡିଆନ୍ ଭାରତୀ ସିଂହ । ସେ ଯନ୍ତ୍ରଣା ଭିତରେ ବି ସୁଟିଂ କରିବାକୁ ପହଞ୍ଚିଛନ୍ତି । ସୋମବାର ଭାରତୀଙ୍କୁ…

ଶୀଘ୍ର ଶୀଘ୍ର ସରିଯାଉଛି କି ଆପଣଙ୍କ ଫୋନ୍‌ର ଡାଟା, ତୁରନ୍ତ ଅଫ୍ କରି ଦିଅନ୍ତୁ ଫୋନ୍‌ରେ ଏହି ସେଟିଂ

ଓଡ଼ିଶା ଭାସ୍କର: ସ୍ମାର୍ଟଫୋନ୍ ଆମ ସମସ୍ତଙ୍କ ଜୀବନର ଏକ ଜରୁରୀ ଅଂଶ ପାଲଟିଯାଇଛି । ଏହାସହିତ ଇନଷ୍ଟାଗ୍ରାମ ପରି ଆପ୍ ବହୁ ଲୋକଙ୍କ ଦୈନିକ ଜୀବନର ଏକ ଅଂଶ ପାଲଟିଯାଇଛି । ଇନଷ୍ଟାଗ୍ରାମ ରିଲ୍ସରେ ଲୋକମାନେ ଘଣ୍ଟାଘଣ୍ଟା…

ଘରେ ବସି SMS କରି ପାଆନ୍ତୁ ଭୋଟର ସ୍ଲିପ୍‌, ଏହି ନମ୍ବରରେ କରନ୍ତୁ ମେସେଜ୍‌

ନୂଆଦିଲ୍ଲୀ:ସାରା ଦେଶରେ ଲୋକସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି । ଏପରି ସ୍ଥିତିରେ ଯଦି ଆପଣଙ୍କୁ ଏ ପର୍ଯ୍ୟନ୍ତ ଭୋଟର ସ୍ଲିପ୍ ମିଳି ନାହିଁ ତେବେ ଏହି ସହଜ ଉପାୟରେ ଏହାକୁ ହାସଲ କରନ୍ତୁ । ଘରେ…

ସାଂସଦଙ୍କ ସଭାସ୍ଥଳ ନିକଟରେ ଫୁଟିଲା ବମ୍‌; ଜଣେ ମୃତ, ୨ ଗୁରୁତର

ହୁଗୁଳି:ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ପାଣ୍ଡୁଆ ଅଞ୍ଚଳରେ ସୋମବାର ଏକ ଦେଶୀ ବମ୍ ଫୁଟି ଜଣେ ଶିଶୁର ମୃତ୍ୟୁ ହୋଇଯାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପିଲାଟି ଏହି ବମ୍‌କୁ ଏକ ବଲ୍…

ଦିଲ୍ଲୀ ପରେ ଏବେ ଅହମ୍ମଦାବାଦରେ ଆତଙ୍କ, ସ୍କୁଲକୁ ବମ୍‌ରେ ଉଡାଇଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ସ୍କୁଲକୁ ବମ୍‌ରେ ଉଡାଇଦେବାକୁ ମିଳିଥିବା ନକଲି ଧମକ ପରେ ଏବେ ଗୁଜରାଟର ଅହମ୍ମଦାବାଦର କିଛି ସ୍କୁଲକୁ ଧମକଭରା ଇ-ମେଲ୍ ମିଳିଛି ଯେଉଁଥିରେ ସ୍କୁଲକୁ ବମ୍‌ରେ ଉଡାଇ ଦେବାକୁ ଧମକ ମିଳିଛି ।…

ଧରାପଡିିଲା ନକଲି ମସଲା ପ୍ରସ୍ତୁତ କରୁଥିବା ବଡ ଗ୍ୟାଙ୍ଗ, ମସଲାରେ ଯାହା ବ୍ୟବହାର ହେଉଥିଲା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ନୂଆଦିଲ୍ଲୀ: ଏବେ ଦେଶରେ ନକଲି ମସଲାକୁ ବିକ୍ରୀକୁ ନେଇ ଗ୍ରାହକଙ୍କ ମଧ୍ୟରେ ଭୟ ଖେଳିଯାଇଛି । ଏହି କ୍ରମରେ ଦିିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚ ନକଲି ମସଲା ପ୍ରସ୍ତୁତ କରୁଥିବା ଓ ତାହାକୁ ଦିଲ୍ଲୀ ବଜାରରେ ଯୋଗାଣ…

ଭଗବାନଙ୍କୁ ଭୋଗ ଲଗାଇବା ସମୟରେ କରନ୍ତୁନି ଏହି ଭୁଲ୍‌, ଅନ୍ୟଥା ଘଟିଯିବ ଅନର୍ଥ

ଓଡ଼ିଶା ଭାସ୍କର: ଆମେ ପ୍ରତିଦିନ ଆମ ଘରେ ଭଗବାନଙ୍କୁ ପୂଜାପାଠ କରିଥାଉ ଓ ତାଙ୍କୁ ପ୍ରସନ୍ନ କରିବା ଲାଗି ଭୋଗ ଲଗାଇଥାଉ । କିଛି ଲୋକ ନିଜ ଘରେ ତିଆରି ହେଉଥିବା ଭୋଜନକୁ ହିଁ ଭଗବାନଙ୍କ ପାଖରେ ଭୋଗ ଆକାରରେ ଲଗାଇଥାନ୍ତି…

‘ପୁଣି ୨ ଭାଗ ହୋଇଯିବ କଂଗ୍ରେସ, ରାୱଲପିଣ୍ଡିରୁ ନିର୍ବାଚନ ଲଢନ୍ତୁ ରାହୁଲ ଗାନ୍ଧୀ,’ କିଛି ଏପରି ବୟାନ ରଖିଛନ୍ତି କଂଗ୍ରେସର ପୂର୍ବତନ ନେତା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ୱେୟନାଡ ବ୍ୟତିତ ଉତ୍ତରପ୍ରଦେଶର ରାୟବରେଲୀ ଆସନରୁ ବି ଲୋକସଭା ନିର୍ବାଚନ ଲଢୁଛନ୍ତି । ପ୍ରିୟଙ୍କା ଗାନ୍ଧୀ ଏଥର ନିର୍ବାଚନ ଲଢିବା ନେଇ ଅଟକଳ କରାଯାଉଥିଲା କିନ୍ତୁ ସେ…

(video)ଦିଲ୍ଲୀର କନ୍ନଟ୍ ପ୍ଲେସ୍‌ରେ ଖେଳିଗଲା ଆତଙ୍କ, ସନ୍ଦେହଜନକ ଅବସ୍ଥାରେ ମିଳିଲା ଏକ ପରିତ୍ୟକ୍ତ ବ୍ୟାଗ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା କିଛି ସ୍କୁଲକୁ ବମ୍ ବ୍ଲାଷ୍ଟ କରି ଉଡାଇଦେବାକୁ ମିଳିଥିବା ଧମକ ଭରା ଇ-ମେଲ୍ ମାମଲା ଏ ପର୍ଯ୍ୟନ୍ତ ସମାଧାନ ହୋଇପାରି ନ ଥିବା ବେଳେ ଶନିବାର ପୁଣି ଥରେ ଏପରି ଏକ ଘଟଣା ଆତଙ୍କ…

ରାହୁଲଙ୍କୁ ପ୍ରଶଂସାରେ ପୋତି ପକାଇଲେ ଏହି ପାକିସ୍ତାନୀ ନେତା, କହିଲେ ରାହୁଲ ହିଁ ଭାରତର ପ୍ରଧାନମନ୍ତ୍ରୀ ହେବା ଉଚିତ

ନୂଆଦିଲ୍ଲୀ:ପାକିସ୍ତାନରେ ଇମରାନ୍ ଖାନ୍ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ଚୌଧରୀ ଫବାଦ ହୁସେନ ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରଶଂସା କରିଛନ୍ତି । ସେ ରାହୁଲଙ୍କ ତୁଳନା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ…