ଆମେରିକାକୁ ମୋଦୀଙ୍କ ପରି ନେତା ଆବଶ୍ୟକ, ବିଶ୍ୱ ପ୍ରସିଦ୍ଧ କମ୍ପାନୀର ମୁଖ୍ୟ କଲେ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସାରା ବିଶ୍ୱରେ କିପରି ରହିଛି ତାହା ଏହିଥିରୁ ଦେଖିବାକୁ ମିଳୁଛି କି ଏବେ ଲୋକମାନେ କହିବାକୁ ଲାଗିଲେଣି କି ତାଙ୍କ ଭଳି ନେତା ଆମେରିକାକୁ ବି ଆବଶ୍ୟକତା…

ମେ’ ୧ରୁ ଦେଶରେ ଏହିସବୁ କ୍ଷେତ୍ରରେ ହେବ ପରିବର୍ତ୍ତନ; ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ମେ’ ୧ରୁ ନୂଆ ମାସ ଆରମ୍ଭ ହେବାକୁ ଯାଉଛି । ଆଉ ମାତ୍ର ୬ ଦିନ ପରେ ଦେଶରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିବ ଯାହାର ସିଧା ପ୍ରଭାବ ଆପଣଙ୍କ ପକେଟ୍ ଉପରେ ପଡିବ । ପ୍ରାଇଭେଟ୍ ବ୍ୟାଙ୍କ ଠାରୁ ଆରମ୍ଭ କରି…

କଟକ ବାରବାଟୀରୁ ଏଥର ମୋକିମ୍ ନୁହଁନ୍ତି ଲଢିବେ ସୋଫିଆ !

କଟକ:ଏଥର କଟକ ବାରବାଟୀରୁ ମୋକିମଙ୍କ ବଦଳରେ ମୋକିମଙ୍କ ଝିଅ ଲଢିବା ନେଇ ଚର୍ଚ୍ଚା ହେଉଛି । ବାପାଙ୍କ ଆସନରୁ ସୋଫିଆ ଫିର୍ଦ୍ଦୋସ ଲଢିବେ ବୋଲି କୁହାଯାଉଛି । ଦିଲ୍ଲୀରୁ ଫେରିବା ପରେ କର୍ମୀଙ୍କ ସହ ଏ ବିଷୟରେ ଆଲୋଚନା…

ଏଲନ ମସ୍କଙ୍କ ଏହି ବଡ କମ୍ପାନୀରେ ଯିବ ୬,୦୦୦ଲୋକଙ୍କ ଚାକିରୀ, କାରଣ କ’ଣ ରହିଛି ଜାଣନ୍ତୁ

ନୂଆଦିଲ୍ଲୀ: ଅରବପତି ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରିଦେଇଛି । ଜାନୁୟାରୀ-ମାର୍ଚ୍ଚ ୩ ମାସ ସୁଦ୍ଧା କମ୍ପାନୀର ମୋଟ ଲାଭ ୫୫%…

ରାଏବରେଲୀରେ ଗାନ୍ଧୀ ବନାମ ଗାନ୍ଧୀ ଲଢେଇ! ୪୦ ବର୍ଷ ତଳର ଘଟଣାର ପୁଣି ହେବ ପୁନରାବୃତ୍ତି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଇ-ପ୍ରୋଫାଇଲ୍ ସିଟ୍ ରାଏବରେଲୀରୁ କଂଗ୍ରେସ ଓ ବିଜେପି ଉଭୟ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିନାହାନ୍ତି । କଂଗ୍ରେସ ପକ୍ଷରୁ କୁହାଯାଉଛି କି ରାଏବରେଲୀରୁ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ…

ଇସ୍ରାଏଲ ଆକ୍ରମଣରେ ଚାଲିଗଲେ ୮ମାସର ଗର୍ଭବତୀ , ମୃତ୍ୟୁ ପରେ ସୁରକ୍ଷିତ ଜନ୍ମନେଲା ଶିଶୁ

ନୂଆଦିଲ୍ଲୀ: ଗାଜା ଉପରେ ଇସ୍ରାଏଲ ପୁଣି ଏହାର ଆକ୍ରମଣକୁ ଜୋରଦାର କରିଦେଇଛି । ରବିବାର ଏହି ଆକ୍ରମଣରେ ଗୋଟିଏ ରାତିରେ ୨୨ ଜଣଙ୍କ ମୃତ୍ୟୁ ହୋଇଯାଇଛି ଓ ଜଣଙ୍କ ଜନ୍ମ ହୋଇଛି । ଇସ୍ରାଏଲ ଆକ୍ରମଣରେ ମୃତ୍ୟୁବରଣ କରିଥିବା…

ଅକ୍ଷୟ ତୃତୀୟାରେ କରନ୍ତୁ ଏହିସବୁ ଶୁଭ ମାଙ୍ଗଳିକ କାର୍ଯ୍ୟ, ବହୁ ଗୁଣରେ ମିଳିବ ସଫଳତା

ଓଡ଼ିଶା ଭାସ୍କର: ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଇଥାଏ । ଚଳିତ ବର୍ଷ ମେ’ ୧୦ ତାରିଖରେ ଅକ୍ଷୟ ତୃତୀୟା ପଡୁଛି । ଦୀପାବଳି ଓ ଧନତେରସ ପରି ଏହିଦିନ ବି ଲୋକମାନେ ସୁନା ରୂପା କିଣିଥାନ୍ତି…

ବିନା ଭୋଟ୍‌ରେ ଜିତିଗଲେ ବିଜେପିର ଏହି ପ୍ରାର୍ଥୀ, ଜୁନ୍ ୪ ପୂର୍ବରୁ ଖୋଲିଗଲା ବିଜେପିର ଖାତା

ସୁରଟ:ସୁରଟ ଲୋକସଭା ସିଟ୍‌ରୁ ବିଜେପିର ମୁକେଶ ଦଲାଲଙ୍କୁ ଛାଡି ସମସ୍ତ ପ୍ରାର୍ଥର୍ୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ୨୨ ଏପ୍ରିଲ ପର୍ଯ୍ୟନ୍ତ ନିର୍ବାଚନ କ୍ଷେତ୍ରରୁ କେବଳ ଜଣେ ପ୍ରାର୍ଥୀ ମଇଦାନରେ…

ରାମ ମନ୍ଦିର ଦର୍ଶନ ଲାଗି ଲାଗୁ ହେଲା ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା, ସୁରକ୍ଷାକୁ ଦୃଷ୍ଟିରେ ରଖି ବଦଳିଲା ନିୟମ

ଅଯୋଧ୍ୟା: ରାମ ମନ୍ଦିର ଉଦଘାଟନ ପରେ ବହୁ ସଂଖ୍ୟାରେ ଲୋକମାନେ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ପହଞ୍ଚୁଛନ୍ତି । ରାମ ମନ୍ଦିରରେ ପ୍ରବେଶ ଲାଗି କିଛି ନିୟମ ବି ନିର୍ଦ୍ଧାରିତ କରାଯାଇଥିଲା ଯାହାକୁ ଏବେ ପରିବର୍ତ୍ତନ…

କେଜ୍ରିୱାଲଙ୍କ ଉପରେ କୋର୍ଟ ଲଗାଇଲେ ୭୫ ହଜାର ଟଙ୍କା ଜୋରିମାନା, ଅନ୍ତରୀଣ ଜାମିନ ଲାଗି କରାଯାଇଥିଲା ଦାବୀ

ନୂଆଦିଲ୍ଲୀ:ଦିଲ୍ଲୀ ହାଇକୋର୍ଟ ସେହି ଜନହିତ ଯାଚିକାକୁ ଖାରଜ କରି ଦେଇଛନ୍ତି ଯେଉଁଥିରେ ଅରବିନ୍ଦ କେଜ୍ରିୱାଲଙ୍କ ଲାଗି ସମସ୍ତ ଅପରାଧିକ ମାମଲାରେ ଅନ୍ତରୀଣ ଜାମିନ ଦାବୀ କରାଯାଇଥିଲା । କୋର୍ଟ କେବଳ ଏହି ଜନହିତ…