ଦୂରଦର୍ଶନ ଲୋଗୋ ଗେରୁଆ ହେବାକୁ ନେଇ ଉଠିଲା ବିବାଦ, ମୋଦୀ ୩.୦ରେ ହେବ ଆହୁରି ଅନେକ ପରିବର୍ତ୍ତନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ଦୂରଦର୍ଶନର ନୂଆ ଲୋଗୋକୁ ନେଇ ବିବାଦ ତୀବ୍ରତର ହେବାରେ ଲାଗିଛି । ଦୂରଦର୍ଶନର ନୀଳ ରଙ୍ଗର ଲୋଗୋ କମଳା ରଙ୍ଗ ହେବାକୁ ନେଇ ବିବାଦର ସୂତ୍ରପାତ ହୋଇଛି । ବିଭିନ୍ନ ରାଜନୈତିକ ଦଳ…

ବାବା ରାମଦେବଙ୍କୁ ସୁପ୍ରିମ ଝଟ୍‌କା, ଏବେ ଯୋଗ ଶିବିର ଲାଗି ଭରିବାକୁ ହେବ ସର୍ଭିସ୍ ଟ୍ୟାକ୍ସ

ନୂଆଦିଲ୍ଲୀ:ସୁପ୍ରିମକୋର୍ଟରୁ ଯୋଗଗୁରୁ ବାବା ରାମଦେବଙ୍କୁ ବଡ ଝଟକା ଲାଗିଛି । ଏଣିକି ବାବା ରାମଦେବ ତାଙ୍କ ଯୋଗ ଶିବିର ଲାଗି ସର୍ଭିସ୍ ଟ୍ୟାକ୍ସ ପଇଠ କରିବେ । ସ୍ୱାମୀ ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂସ୍ଥା…

ଇସ୍ରାଏଲ ବିରୁଦ୍ଧରେ ଆମେରିକା ନେବ ବଡ କାର୍ଯ୍ୟାନୁଷ୍ଠାନ , ରାଗରେ ଜଳୁଛନ୍ତି ବେଞ୍ଜାମିନ୍ ନେତନ୍ୟାହୁ

ତେଲଆଭିଭ୍‌: ଇସ୍ରାଏଲ୍ ସେନା ପାଲେଷ୍ଟାଇନ୍ ୱେଷ୍ଟବ୍ୟାଙ୍କରେ ମାନବାଧିକାର ଉଲଙ୍ଘନ କରିଥିବା ନେଇ ଗମ୍ଭୀର ଅଭିଯୋଗ ହୋଇଛି । ଏହାରି ମଧ୍ୟରେ ଏପରି ଖବର ଆସିଛି କି ଆମେରିକା ସେଠାରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍…

ହନୁମାନ ଚାଳିଶା ପାଠ କରିବା ସମୟରେ କରନ୍ତୁନି ଏପରି ଭୁଲ୍‌; ମିଳିବନି ବଜରଙ୍ଗବାଲୀଙ୍କ କୃପା

ଓଡ଼ିଶା ଭାସ୍କର: ଆମ ମଧ୍ୟରୁ ଅଧିକାଂଶ ଘରେ ନିୟମିତ ଭାବରେ ହନୁମାନ ଚାଳିଶା ପାଠ କରିଥାଉ । ଦୈନିକ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ବ୍ୟକ୍ତିକୁ ବଜରଙ୍ଗବାଲୀଙ୍କ ବିଶେଷ କୃପା ମିଳିଥାଏ ଯଦ୍ଦ୍ୱାରା ବ୍ୟକ୍ତି ଜୀବନରେ…

ବିନାଶକ କ୍ଷେପଣାସ୍ତ୍ର ତିଆରି କରୁଥିଲା ପାକିସ୍ତାନ: ଆମେରିକା ନେଲା ବଡ କାର୍ଯ୍ୟାନୁଷ୍ଠାନ

ୱାଶିଂଟନ୍‌: ପାକିସ୍ତାନର ମିସାଇଲ୍ କାର୍ଯ୍ୟକ୍ରମ ଲାଗି ବିଭିନ୍ନ ଉପକରଣ ଯୋଗାଉଥିବା ଚୀନ୍‌ର ୩ ଓ ବେଲାରୁଷର ଏକ କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧ ଲଗାଇଛି । ଆମେରିକା ବିଦେଶ ବିଭାଗ କହିଛି ଯେଉଁ କମ୍ପାନୀ ଉପରେ…

ସବୁବେଳେ ଆପଣଙ୍କୁ ଆପଣଙ୍କ ପାର୍ଟନର ନିଜ ଦୁଃଖ ଯନ୍ତ୍ରଣା ବିଷୟରେ କହୁଛନ୍ତି କି? ସଂପର୍କରେ ଏପରି ସଂକେତକୁ କରନ୍ତୁନି ଅଣଦେଖା

ଓଡ଼ିଶା ଭାସ୍କର: ଯେ କୌଣସି ବି ସଂପର୍କ ହେଉ ତାହା ଭରସା ଓ ବିଶ୍ୱାସ ଉପରେ ଗଢି ଉଠିଥାଏ । କିନ୍ତୁ ବେଳେ ବେଳେ ବିଭିନ୍ନ କାରଣରୁ ସଂପର୍କର ମୂଳଦୂଆ ଦୂର୍ବଳ ହୋଇଯାଏ । ବେଳେ ବେଳେ ଆମେ ନିଜର ଚିନ୍ତା ଓ ଭାବନା ଉପରେ…

ICICI ଓ YES ବ୍ୟାଙ୍କରେ ଅଛି କି ଆପଣଙ୍କ ଆକାଉଣ୍ଟ? ବଦଳିଲା ନିୟମ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ପ୍ରାଇଭେଟ୍ ସେକ୍ଟର ICICI ଓ YES ବ୍ୟାଙ୍କ ସେଭିଂସ୍ ଆକାଉଣ୍ଟସ୍‌ରେ ସର୍ଭିସ୍ ଚାର୍ଜରେ ପରିବର୍ତ୍ତନ କରିବାକୁ ଯାଉଛି । ଏହାସହିତ ଏହି ଦୁଇ ବ୍ୟାଙ୍କ କିଛି ଆକାଉଣ୍ଟ ବି ବନ୍ଦ କରିବାକୁ ଯାଉଛି । ଏହି…

ଚକୋଲେଟ୍ ଖାଇବା ପରେ ଦେଢ ବର୍ଷର ଶିଶୁର ହେଲା ରକ୍ତ ବାନ୍ତି, ଯାଞ୍ଚ ପରେ ଜଣାପଡିଲା ଏପରି କାରଣ

ଲୁଧିଆନା: ପଞ୍ଜାବରେ ଚକୋଲେଟ୍ ଖାଇବା ଦ୍ୱାରା ଏକ ଦେଢ ବର୍ଷର ଶିଶୁର ରକ୍ତବାନ୍ତି ହୋଇଥିଲା । ଶିଶୁଟିର ଘର ଲୁଧିଆନାରେ ହୋଇଥିବା ବେଳେ ତା’ ପାଇଁ ଚକୋଲେଟ୍ ସେହି ପଟିଆଲା ସହରରୁ କିଣାଯାଇଥିଲା ଯେଉଁଠି କିଛିଦିନ ତଳେ…

ଜେଲ୍‌ରେ କେଜ୍ରିୱାଲଙ୍କୁ ଦିଆଯାଉଛି ସ୍ଲୋ ଡେଥ୍‌, ବଡ ଅଭିଯୋଗ ଆଣିଲେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ବନ୍ଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଆମ ଆଦମୀ ପାର୍ଟି ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ବହୁ ଅଭିଯୋଗ ଆଣିଛି । ଏପରିକି କୁହାଯାଉଛି କି କେଜ୍ରିୱାଲଙ୍କୁ…

କୃଷକ ଓ ସରକାରଙ୍କ ଲାଗି ବଡ ଖବର, ଚଳିତ ବର୍ଷ ଲାଗି IMD ଦେଲା ବର୍ଷାର ଅପଡେଟ୍

ନୂଆଦିଲ୍ଲୀ: ଭାରତର ପାଣିପାଗ ବିଜ୍ଞାନ ବିଭାଗ(IMD) ଏଥର ବର୍ଷାଋତୁରେ ଜୋରଦାର ବର୍ଷା ହେବା ନେଇ ଆଗୁଆ ସୂଚନା ଦେଇଛି । ଏହି ପୂର୍ବାନୁମାନ କେନ୍ଦ୍ର ଓ ରାଜ୍ୟ ଲାଗି ପରୋକ୍ଷରେ ଏକ ଚେତାବନୀ ଅଟେ । ଏହାଦ୍ୱାରା କେନ୍ଦ୍ର…