ସାବଧାନ! ଓଡ଼ିଶା ସହିତ ଦେଶର ଏହି ସମସ୍ତ ରାଜ୍ୟରେ ୫ ଦିନ ଧରି ଗମ୍ଭୀର ଲୁ ପ୍ରବାହ ଜାରି

ନୂଆଦିଲ୍ଲୀ: ଏବେ ଦେଶର ଅଧିକାଂଶ ଭାଗରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନ ୧୦ଟାରୁ ଘରୁ ବାହାରିବା ଅସମ୍ଭବ ହୋଇ ପଡୁଛି । ତାପମାତ୍ରା ବିଭିନ୍ନ ସ୍ଥାନରେ ୪୩ ଡିଗ୍ରୀ ଉପରେ ରହୁଛି । ଏପରିକି ବହୁ ସ୍ଥାନରେ…

ଭୋଟ ନ ଦେଲେ ଶ୍ୱଶୁର ଘର ଯିବିନି: ବିବାହ ମଣ୍ଡପରୁ ସିଧା ଭୋଟିଂ କେନ୍ଦ୍ରରେ ଏକାଧିକ ବର-ବଧୂ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଭୋଟିଂ ସମୟରେ ଆଜି ମତଦାତାଙ୍କ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଦେଖିବାକୁ ମିଳୁଛି କି ଭୋଟର ଯିଏ ଯେଉଁଠି ଯେଉଁ ଅବସ୍ଥାରେ…

ଭୀଷଣ ଗରମରେ ସ୍ମାର୍ଟଫୋନ୍ ସହ କରନ୍ତୁନି ଏପରି ଭୁଲ୍‌, ନଷ୍ଟ ହୋଇଯିବ ଆପଣଙ୍କ ଫୋନ୍‌

ଓଡ଼ିଶା ଭାସ୍କର: ଭୀଷଣ ଗରମ ଓ ତାତି ଆପଣଙ୍କ ଉପରେ ଯେପରି ପ୍ରଭାବ ପକାଇଥାଏ ଆପଣଙ୍କ ଦାମୀ ସ୍ମାର୍ଟଫୋନ୍ ଉପରେ ବି ସେହିପରି ପ୍ରଭାବ ପକାଇଥାଏ । ଯେତେବେଳେ ଏହା ଓଭରହିଟ୍ ହୋଇଯାଏ ସେତେବେଳେ ଏହା କାମ କରିବା ବନ୍ଦ…

(Video) ୬ ବର୍ଷର ଶିଶୁ ସ୍କେଟିଂରେ କଲା କମାଲ, ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନାମ ଦାଖଲ

ନୂଆଦିଲ୍ଲୀ:ଅହମ୍ମଦାବାଦରେ ରହୁଥିବା ତକ୍ଷବୀ ବଘାନୀ ଏପରି କମାଲ କରି ଦେଖାଇଛି ଯେଉଁ କାରଣରୁ ତାର ନାମ ଗିନିଜ୍ ୱାର୍ଲ୍ଡ ରେକର୍ଡ ବୁକ୍‌ରେ ସ୍ଥାନ ପାଇଛି । ଖେଳିବା ବୁଲିବା ସମୟରେ ତକ୍ଷବୀ ଯାହା କରିଛି ସେଥିରେ ସେ…

ଆମେରିକାରେ ହିନ୍ଦୁମାନଙ୍କ ପ୍ରତି ବଢୁଛି ଅସହିଷ୍ଣୁତା, ଏହି Hindu Phobia ପଛରେ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଆମେରିକାରେ ଗତ କିଛି ଦିନ ଭିତରେ ବହୁ ଭାରତୀୟଙ୍କୁ ହତ୍ୟା କରାଯିବା ସହ ମନ୍ଦିର ଉପରେ ବି ଆକ୍ରମଣ କରାଯାଉଛି । ଏପରିକି ସେଠାରେ ଥିବା ଭାରତୀୟ ଦୂତାବାସକୁ ବି କ୍ଷତି ପହଞ୍ଚାଯାଉଛି । ଭାରତୀୟ ବଂଶୋଦ୍ଭବ…

ରେଷ୍ଟୁରାଣ୍ଟରେ ପତଳା ଲୋକଙ୍କୁ ମିଳୁଛି ୧୦୦% ଡିସ୍‌କାଉଣ୍ଟ, ଆପଣଙ୍କୁ ଏଥିପାଇଁ କେବଳ ଏହି କାମ କରିବାକୁ ହେବ

ଓଡ଼ିଶା ଭାସ୍କର:ବିଶ୍ୱର ବିଭିନ୍ନ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ଏକାଧିକ ଆକର୍ଷଣୀୟ ଅଫର ଦିଆଯାଉଛି । ଏହି କ୍ରମରେ ଚୀନ୍‌ର ଏକ ରେଷ୍ଟୁରାଣ୍ଟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏହି…

କୋର୍ଟରେ ଇଡି କଲା ବଡ଼ ଖୁଲାସା, କହିଲା କାହିଁକି ବଢୁଛି କେଜ୍ରିୱାଲଙ୍କ ସୁଗାର

ନୂଆଦିଲ୍ଲୀ: ଭିଡିଓ କନଫେରନ୍ସ ଜରିଆରେ ନିୟମିତ ଡାକ୍ତରଙ୍କୁ ଯୋଗାଯୋଗ କରିବାକୁ ଅନୁମତି ଦେବା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋର୍ଟରେ କରିଥିବା ଆବେଦନ ଉପରେ ଗୁରୁବାର ଇଡି ଏହାର ଜବାବ ରଖିଛି । ଇଡି…

ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ, ୯୭ କୋଟିରୁ ଅଧିକ ମୂଲ୍ୟର ସଂପତ୍ତି ଜବତ କଲା ଇଡି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୁଦ୍ଧରେ ବଡ ପଦକ୍ଷେପ ନେଇଛି ଇଡି । ଇଡିର ମୁମ୍ବାଇ ବ୍ରାଞ୍ଚ ପିଏମଏଲ୍‌ଏ ଆକ୍ଟ ଜରିଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ…

ଦେଶରେ କାଲିଠୁ ଆରମ୍ଭ ନିର୍ବାଚନ:ବିନା ଭୋଟର ପରିଚୟପତ୍ରରେ ବି ଆପଣ ଦେଇପାରିବେ ଭୋଟ୍

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୧୦୨ ସିଟ୍ ଲାଗି କାଲି ଅର୍ଥାତ୍ ଏପ୍ରିଲ୍ ୧୯ ତାରିଖରେ ଭୋଟ ଗ୍ରହଣ ହେଉଛି । ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମତଦାତା କାଲି ସେମାନଙ୍କ ମତ…

ହାତ ଧରିଲେ ସିପ୍ରା ମଲ୍ଲିକ, ବିଧିବଦ୍ଧ ଭାବରେ କଂଗ୍ରେସରେ ହେଲେ ସାମିଲ

ଭୁବନେଶ୍ୱର: ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ନେତାଙ୍କ ଦଳଡିଆଁ ପର୍ବ ଶେଷ ହେବାର ନାଁ ଧରୁନାହିଁ । କିଏ ଟିକେଟ ପାଇବା ଆଶାରେ ଦଳ ବଦଳ କରୁଛି ତ ଆଉ କିଏ ଦଳରେ ଅଣଦେଖା କାରଣରୁ ଦଳ ବଦଳ କରୁଛି ।…