Big breaking:କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ନବୀନ ପଟ୍ଟନାୟକ, ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ହେବେ ପ୍ରାର୍ଥୀ

ଭୁୁବନେଶ୍ୱର: ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା । କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥର ୨ଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ସହ…

(Video)ଗୁଗଲ ସିଇଓ ଅଫିସ୍‌ରେ ପଶିଲା ପୋଲିସ୍‌, ବହୁ ଲୋକ ଗିରଫ, କ’ଣ ରହିଛି କାରଣ

ନୂଆଦିଲ୍ଲୀ:ଗୁଗଲର କର୍ମଚାରୀଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ଏହି ସମସ୍ତ କର୍ମଚାରୀ ନ୍ୟୁୟର୍କ ଓ କାଲିଫର୍ଣ୍ଣିଆର ସ୍ଥିତ ଅଫିସ୍‌ରେ ଆନ୍ଦୋଳନ କରୁଥିଲେ । ଏହାପରେ ସେମାନଙ୍କୁ ଗିରଫ କରାଯାଇଛି । ପ୍ରଦର୍ଶନକାରୀଙ୍କ…

ରାମନବମୀରେ ସୃଷ୍ଟି ହେଉଛି ଗଜ କେଶରୀ ଯୋଗ, ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ଏହି ରାଶିଙ୍କ ଭାଗ୍ୟ ଫେରିବ

ଓଡ଼ିଶା ଭାସ୍କର: ଏଥର ରାମନବମୀ ଏପ୍ରିଲ ୧୭ ବୁଧବାର ପାଳନ କରାଯିବ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିରେ ରାମନବମୀ ପାଳନ କରାଯାଇଥାଏ । ଏମିତିରେ ତ ଚୈତ୍ର ନବରାତ୍ରୀ ନବମୀ ତିଥି ବହୁତ…

ସିଙ୍ଗାପୁରରେ ପଦ ଛାଡିବେ ପ୍ରଧାନମନ୍ତ୍ରୀ, କ’ଣ ରହିଛି କାରଣ ଓ କିଏ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ୍ ଲୁଙ୍ଗ ସୋମବାର କହିଛନ୍ତି କି ସେ ମେ’ ୧୫ ତାରିଖରେ ନିଜ ପଦ ଛାଡିବେ । ଏହାସହିତ ସେ ଘୋଷଣା କରିଛନ୍ତି କି ତାଙ୍କ ସ୍ଥାନ ଉପପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ ନେବେ ।…

ପାକିସ୍ତାନରେ ଭୀଷଣ ବର୍ଷାରେ ୩୯ ମୃତ, ସରକାର କଲେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଇସଲାମବାଦ:ପାକିସ୍ତାନର ବେଲୁଚିସ୍ତାନରେ ଲଗାତର ୩ ଦିନ ଧରି ଭୀଷଣ ବର୍ଷା ଜାରି ରହିଛି । ଫଳରେ ସହରର ବିଭିନ୍ନ ଗଳି ପୁରା ଜଳାର୍ଣ୍ଣବ ହୋଇଗଲାଣି । ଏପରିକି ବହୁ ସ୍ଥାନରେ ରାସ୍ତାଘାଟ ଭାସିଯାଇଛି । ପରିସ୍ଥିତି ଏପରି…

(Video)ଜେଲ୍‌ ଯାଇଥିବାରୁ ମୋଦୀଙ୍କୁ ଧନ୍ୟବାଦ ଦେଲେ ଆପ୍ ନେତା ସଂଜୟ ସିଂହ, ଭିଡିଓ ଜାରି କରି ଦେଲେ ଏପରି ବୟାନ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍‌) ନେତା ସଂଜୟ ସିଂହଙ୍କ ଏକ ଭିଡିଓ ଏବେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ସେ କହିଛନ୍ତି ତାଙ୍କ ବିରୁଦ୍ଧରେ ମିଛ ମାମଲା ଲଗାଇ ତାଙ୍କୁ ଜେଲ୍‌ରେ ପଠାଇ ଦିଆଯାଇଥିଲା ସତ କିନ୍ତୁ…

ଏଥର ସ୍ୱଭାବିକ ଠାରୁ ହେବ ଅଧିକ ବର୍ଷା, ପ୍ରେସମିଟ୍‌ରେ ସୂଚନା ଦେଲେ ଆଇଏମଡି ଡିଜି

ଭୁବନେଶ୍ୱର:ଏଥର ମୌସୁମୀରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏକ ପ୍ରେସମିଟ୍‌ରେ ଏ ବିଷୟରେ ସୂଚନା ଦେଇଛନ୍ତି । ଜୁନ୍‌ରୁ…

WhatsApp ରେ ଆସିଲା ନୂଆ ଫିଚର ସାଇଡ୍‌ବାର୍‌, ଚାଟିଂ ଠାରୁ ଷ୍ଟାଟସ୍ ଦେଖିବା ହୋଇଯିବ ଆହୁରି ମଜାଦାର

ନୂଆଦିଲ୍ଲୀ:ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ WhatsApp ରେ ଲଗାତର ମଜାଦାର ଓ ନୂଆ ଫିଚର୍ସ ମିଳିବାରେ ଲାଗିଛି । ଏବେ WhatsApp ରେ ନୂଆ ସାଇଡ୍‌ବାର ସହ ଜଡିତ ସୂଚନା ସାମ୍ନାକୁ ଆସିଛି ଯାହାକୁ ୱେବ ଭର୍ସନର ଅଂଶ କରାଯିବ…

କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବଡ ପଦକ୍ଷେପ, ଇଡିକୁ ଜାରି କଲେ ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ଇଡିର ଗିରଫଦାରୀ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ବଡ ପଦକ୍ଷେପ…

ତିହାରରେ ପହଞ୍ଚିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, କେଜ୍ରିୱାଲଙ୍କ ସହ ଏହି ଗୁରୁତ୍ୱପୂର୍ଣ୍ଣର୍ ପ୍ରସଙ୍ଗ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ରହୁଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତକାରର ଆରମ୍ଭ ଦିନ ୧୨ଟା…